ଯାତ୍ରା ପୁସ୍ତକ 21:3
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଯଦି ସହେି ଲୋକ ଜଣଙ୍କ ବିବାହିତ ନ ହାଇେଥାଏ, ତବେେ ସେ ଏକାକୀ ୟିବ ଓ ଯଦି ସେ ବିବାହିତ ହାଇେଥାଏ ତବେେ ସେ ମୁକ୍ତ ହବୋ ସମୟରେ ତା'ର ସ୍ତ୍ରୀକୁ ସାଙ୍ଗ ରେ ନଇୟିବେ।
World English Bible
If he comes in by himself, he shall go out by himself. If he is married, then his wife shall go out with him.