ଯାତ୍ରା ପୁସ୍ତକ 2:9
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ରାଜାଙ୍କର ଝିଅ ସହେି ମା'ଟିକୁ କହିଲା, ଏହି ଶିଶୁଟିକୁ ନିଅ ଏବଂ ମାେ ପାଇଁ ତାକୁ ଲାଳନ ପାଳନ କର, ଏଥିପାଇଁ ମୁଁ ତୁମ୍ଭକୁ ପାରିଶ୍ରମିକ ଦବେି।
World English Bible
Pharaoh's daughter said to her, "Take this child away, and nurse him for me, and I will give you your wages." The woman took the child, and nursed it.