Home
Bibles
Bible Study with Steffi
Parallel ଏଷ୍ଟର ବିବରଣ 9
Aa
Parallel ଏଷ୍ଟର ବିବରଣ
Chapter 9
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଅଦର ନାମକ ଦ୍ବାଦଶ ମାସ ରେ ତ୍ରଯୋଦଶ ଦିନ ରେ ରାଜା ଆଜ୍ଞା ଓ ନିଯମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁଦିନ ୟିହୁଦୀଯମାନଙ୍କ ଶତୃଗଣ ସମାନଙ୍କେ ଉପରେ କତ୍ତୁର୍ତ୍ବ କରିବାକୁ ଅପେକ୍ଷା କରିଥିଲେ। ସହେିଦିନ ଏପରି ବିପରୀତ ଘଟଣା ହେଲା, ଯେ ୟିହୁଦୀଯମାନେ ନିଜର ଘୃଣାକାରୀମାନଙ୍କ ଉପରେ କତ୍ତୁର୍ତ୍ବ କଲେ।
1
Now in the twelfth month, which is the month Adar, on the thirteenth day of the same, when the king's commandment and his decree drew near to be put in execution, on the day that the enemies of the Jews hoped to have rule over them, (whereas it was turned to the contrary, that the Jews had rule over those who hated them,)
2
ସହେି ସମୟରେ, ରାଜା ଅକ୍ଷଶ୍ବରେଶଙ୍କର ରାଜ୍ଯର ସମସ୍ତ ନଗର ରେ ୟିହୁଦୀଯମାନେ ସମାନଙ୍କେୁ କ୍ଷତି କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ବିରୁଦ୍ଧ ରେ ପ୍ରତିବାଦ କରିବାକୁ ଏକତ୍ରୀତ ହେଲେ। ପୁଣି ସମାନଙ୍କେ ସମ୍ମୁଖ ରେ କହେି ଠିଆ ହାଇପୋରିଲେ ନାହିଁ, କାରଣ ସମୁଦାଯ ଲୋକେ ସମାନଙ୍କେୁ ଭୟ କରୁଥିଲେ।
2
the Jews gathered themselves together in their cities throughout all the provinces of the king Ahasuerus, to lay hand on such as sought their hurt: and no man could withstand them; for the fear of them was fallen on all the peoples.
3
ପ୍ରଦେଶ ଅଧିପତି ଓ କ୍ଷତିପାଳ, ଶାସନକର୍ତ୍ତା ଓ ରାଜ କର୍ମଗ୍ଭରୀମାନେ ୟିହୁଦୀଯମାନଙ୍କୁ ସାହାୟ୍ଯ କଲେ। କାରଣ ସମାନେେ ମର୍ଦ୍ଦଖଯକୁ ଭୟ କରୁଥିଲେ।
3
All the princes of the provinces, and the satraps, and the governors, and those who did the king's business, helped the Jews; because the fear of Mordecai was fallen on them.
4
କାରଣ ମର୍ଦ୍ଦଖଯ ରାଜଗୃହ ମଧିଅରେ ଶକ୍ତିଶାଳୀ ଥିଲା ଓ ତାହାର ୟଶ ସର୍ବପ୍ରଦେଶ ରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖଯ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।
4
For Mordecai was great in the king's house, and his fame went forth throughout all the provinces; for the man Mordecai grew greater and greater.
5
ୟିହୁଦୀଯମାନେ ସମାନଙ୍କେର ସମସ୍ତ ଶତୃଙ୍କୁ ଖଣ୍ତା ରେ ହାଣି ବିନାଶ କଲେ। ସମାନେେ ସମାନଙ୍କେର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ଯବହାର କଲେ।
5
The Jews struck all their enemies with the stroke of the sword, and with slaughter and destruction, and did what they would to those who hated them.
6
ଏହିପରି ୟିହୁଦୀଯମାନେ ଶୂଶନ ରାଜଧାନୀ ରେ 500 ଲୋକଙ୍କୁ ବଧ ଓ ବିନାଶ କଲେ।
6
In Shushan the palace the Jews killed and destroyed five hundred men.
7
ପୁଣି ପର୍ଶନ୍ଦାଥ ଓ ଦଲ୍ଫୋନ୍ ଓ ଅସ୍ପାଥଙ୍କୁ ୟିହୁଦୀଯମାନେ ହତ୍ଯା କଲେ।
7
Parshandatha, and Dalphon, and Aspatha,
8
ପୋରାଥ, ଅଦଲୀଯ, ଓ ଅରିଦାଥ।
8
and Poratha, and Adalia, and Aridatha,
9
ପର୍ମସ୍ତ ଓ ଅରୀଷଯ, ଅରୀଦଯ ଓ ବଯିଷାଥ।
9
and Parmashta, and Arisai, and Aridai, and Vaizatha,
10
ୟିହୁଦୀଯମାନଙ୍କର ଶତୃ ହମ୍ମଦାଥାର ପୁତ୍ର ହାମନର ଏହି ଦଶ ପୁତ୍ରଙ୍କୁ ସମାନେେ ବଧ କଲେ। ମାତ୍ର ଲୁଟ କରିବାକୁ ସମାନେେ ଇଛା କଲନୋହିଁ।
10
the ten sons of Haman the son of Hammedatha, the Jew's enemy, killed they; but they didn't lay their hand on the spoil.
11
ସହେିଦିନ କେତଜେଣ ଲୋକଙ୍କୁ ରାଜଧାନୀ ଶୂଶନ ରେ ହତ୍ଯା କରାୟାଇଥିଲା, ଏହା ରାଜାଙ୍କୁ କୁହାଗଲା।
11
On that day the number of those who were slain in Shushan the palace was brought before the king.
12
ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, ୟିହୁଦୀଯମାନେ 500 ଲୋକଙ୍କୁ ଶୂଶନ ରେ ହତ୍ଯା କରିଛନ୍ତି, ସମାନଙ୍କେ ମଧିଅରେ ହାମନର ଦଶପୁତ୍ର ଅନ୍ତଭୁର୍କ୍ତ। ସମାନେେ ଅନ୍ୟ ପ୍ରଦେଶ ରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମାେତେ କଣ କରିବାକୁ ହବେ ବୋଲି ତୁମ୍ଭମାନେେ ଗ୍ଭହୁଁଛ? ମାେତେ କୁହ ଏବଂ ମୁଁ ତାହା କରିବି।
12
The king said to Esther the queen, The Jews have slain and destroyed five hundred men in Shushan the palace, and the ten sons of Haman; what then have they done in the rest of the king's provinces! Now what is your petition? and it shall be granted you: or what is your request further? and it shall be done.
13
ଏଷ୍ଟର କହିଲେ, ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡୁଛି, ତବେେ ଆଜି ପରି କାଲି ମଧ୍ଯ ଶୂଶନ ରେ ହେଉ। ଏବଂ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାୟାନ୍ତୁ।
13
Then said Esther, If it please the king, let it be granted to the Jews who are in Shushan to do tomorrow also according to this day's decree, and let Haman's ten sons be hanged on the gallows.
14
ତାପରେ ରାଜା କହିଲେ, ସହେିପରି ହେଉ! ଏବଂ ଶୂଶନ ରେ ଏହି ଆଦେଶ ଦିଆଗଲା। ଏବଂ ସମାନେେ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାଇ ଦେଲେ।
14
The king commanded it so to be done: and a decree was given out in Shushan; and they hanged Haman's ten sons.
15
ୟିହୁଦୀଯମାନେ ତଚୁର୍ଦ୍ଦଶ ଦିନ ରେ ମଧ୍ଯ ସଠାେରେ ଏକତ୍ରୀତ ହେଲେ। ଅଦର ମାସ ରେ ସମାନେେ ଶୂଶନ ରେ 300 ଲୋକଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସମାନଙ୍କେର ଦ୍ରବ୍ଯ ଲୁଣ୍ଠନ କଲେ ନାହିଁ।
15
The Jews who were in Shushan gathered themselves together on the fourteenth day also of the month Adar, and killed three hundred men in Shushan; but they didn't lay their hand on the spoil.
16
ସହେି ସମୟରେ, ଅନ୍ୟ ପ୍ରଦେଶ ରେ ବାସ କରୁଥିବା ୟିହୁଦୀମାନେ ନିଜକୁ ଅଧିକ ଶକ୍ତି ଶାଳୀ କରିବା ପାଇଁ ଏକତ୍ରୀତ ହେଲେ। ଏହିପରି ଭାବରେ ସମାନେେ ସମାନଙ୍କେର ଶତୃମାନଙ୍କୁ ଜଯ କରିପାରିଲେ। ୟିହୁଦୀଯମାନେ ସମାନଙ୍କେର 75,000 ଶତୃମାନଙ୍କୁ ହତ୍ଯା କଲେ। କିନ୍ତୁ ୟିହୁଦୀଯମାନେ ସମାନଙ୍କେର ଧନ ଲୁଣ୍ଠନ କଲେ ନାହିଁ।
16
The other Jews who were in the king's provinces gathered themselves together, and stood for their lives, and had rest from their enemies, and killed of those who hated them seventy-five thousand; but they didn't lay their hand on the spoil.
17
ଏହି ସମସ୍ତ ଅଦର ମାସର ତ୍ରଯୋଦଶ ଦିନ ରେ ହେଲା ପୁଣି ସହେି ମାସର ଚତୁର୍ଦ୍ଦଶ ଦିନ ରେ ସମାନେେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।
17
This was done on the thirteenth day of the month Adar; and on the fourteenth day of the same they rested, and made it a day of feasting and gladness.
18
ମାତ୍ର ଶ୍ବଶନ ରେ ବାସ କରୁଥିବା ୟିହୁଦୀଯମାନେ ସହେି ମାସର ତ୍ରଯୋଦଶ ଓ ଚତୁର୍ଦ୍ଦଶ ଦିନ ରେ ଏକତ୍ରୀତ ହେଲେ। ସହେି ମାସର ପଞ୍ଚଦଶ ଦିନ ରେ ବିଶ୍ରାମ କରି ତାହା ଭୋଜନ ପାନର ଓ ଆନନ୍ଦର ଦିନ କଲେ।
18
But the Jews who were in Shushan assembled together on the thirteenth day of it, and on the fourteenth of it; and on the fifteenth day of the same they rested, and made it a day of feasting and gladness.
19
ଏଥି ନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘରେି ରହିଥିବା ନଗର ନିବାସୀ ୟିହୁଦୀଯମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥି ରେ ସମାନେେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।
19
Therefore do the Jews of the villages, who dwell in the unwalled towns, make the fourteenth day of the month Adar a day of gladness and feasting, and a good day, and of sending portions one to another.
20
ଏହାପରେ ମର୍ଦ୍ଦଖଯ ଏହିସବୁ ବିଷଯ ଲେଖିଲା ଓ ଅକ୍ଷଶ୍ବରେଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶ ରେ ଥିବା ସମସ୍ତ ୟିହୁଦୀମାନଙ୍କ ନିକଟକୁ ପଠାଇଲା।
20
Mordecai wrote these things, and sent letters to all the Jews who were in all the provinces of the king Ahasuerus, both near and far,
21
ଆଉ ଯେଉଁ ଦୁଇ ଦିନ ୟିହୁଦୀମାନେ ଆପଣାମାନଙ୍କ ଶତୃଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସ ରେ ସମାନଙ୍କେର ଦୁଃଖ ସୁଖ ରେ ଓ ଶାେକ ମଙ୍ଗଳ ଦିନ ରେ ପରିଗତ ହେଲା।
21
to enjoin those who they should keep the fourteenth day of the month Adar, and the fifteenth day of the same, yearly,
22
ସେ ଆଦେଶ ଦେଲେ ଯେ, ସମାନେେ ସହେି ଦିନଗୁଡିକ ପାଳନ କରିବେ, ଯେତବେେଳେ ସମାନେେ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇଲେ ଏବଂ ସମାନଙ୍କେର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ ରେ ବଦଳି ଗଲା, ଯେ ହତେୁ ଭୋଜିର ଦିନ, ଆନନ୍ଦର ଦିନ ରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରେତ୍ୟକକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।
22
as the days in which the Jews had rest from their enemies, and the month which was turned to them from sorrow to gladness, and from mourning into a good day; that they should make them days of feasting and gladness, and of sending portions one to another, and gifts to the needy.
23
ତହିଁରେ ୟିହୁଦୀମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖଯ ଯେପରି ଲେଖିଥିଲେ, ସମାନେେ ଠିକ୍ ସହେିପରି କରିବାକୁ ରାଜି ହେଲେ।
23
The Jews undertook to do as they had begun, and as Mordecai had written to them;
24
କାରଣ ସମୁଦାଯ ୟିହୁଦୀଯ ଲୋକର ଶତୃ ଅଗାମୀଯ ହମ୍ମଦାଥାର ପୁତ୍ର ହାମନ୍ ସମାନଙ୍କେୁ ବିନାଶ କରିବାର ସଂକଳ୍ପ କରି ସମାନଙ୍କେୁ ଲୁପ୍ତ ଓ ବିନାଶ କରିବା ପାଇଁ ପୂର ଅର୍ଥାତ୍ ଲୋଟ ଦ୍ବାରା ସମାନେେ ନିଷ୍ପତ୍ତି କରିଥିଲେ।
24
because Haman the son of Hammedatha, the Agagite, the enemy of all the Jews, had plotted against the Jews to destroy them, and had cast Pur, that is the lot, to consume them, and to destroy them;
25
ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସହେି ନିର୍ଦ୍ଦେଶ ଯେ କବଳେ ହାମନର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସହେି ନିର୍ଦ୍ଦେଶ ହାମନ୍ ଓ ତାର ପରିବାର ରେ ଅନିଷ୍ଟ କରାଇଲା ତେଣୁ ହାମନ ଓ ତାର ପୁତ୍ରଗଣ ଫାଶୀଖୁଣ୍ଟ ରେ ଝୁଲାଗେଲ।
25
but when the matter came before the king, he commanded by letters that his wicked device, which he had devised against the Jews, should return on his own head, and that he and his sons should be hanged on the gallows.
26
ସହେି ସମୟରେ ପୁରୀମ ନାମ ଅନୁସାରେ ସହେି ଦୁଇ ନିଯମ ନାମ ପୂରୀମ ହେଲା। ଏବଂ ସହେି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷଯ ରେ ସମାନେେ ଯାହା ଦେଖିଥିଲେ, ସମାନଙ୍କେ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ୟିହୁଦୀଯମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ୟିହୁଦୀ ମତାଲମ୍ବି ଗଣର କର୍ତ୍ତବ୍ଯ ବୋଲି ଏହା ସ୍ଥିର କଲେ।
26
Therefore they called these days Purim, after the name of Pur. Therefore because of all the words of this letter, and of that which they had seen concerning this matter, and that which had come to them,
27
ସହେି ସମ୍ପର୍କୀଯ ଲିଖିତ ଆଜ୍ଞା ଓ ନିରୂପିତ ସମଯାନୁସା ରେ ସମାନେେ ବର୍ଷକୁ ବର୍ଷ ଏହି ଦୁଇଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ।
27
the Jews ordained, and took on them, and on their seed, and on all such as joined themselves to them, so that it should not fail, that they would keep these two days according to the writing of it, and according to the appointed time of it, every year;
28
ସମସ୍ତ ପୁରୁଷ ପରମ୍ପରା ରେ, ପ୍ରେତ୍ୟକକ ବଂଶ ରେ ଓ ପ୍ରେତ୍ୟକକ ପ୍ରଦେଶ ରେ ଓ ପ୍ରେତ୍ୟକକ ନଗର ରେ ସହେି ଦୁଇଦିନ ସ୍ମରଣ ଓ ପାଳନ କରାୟିବ। ପୁଣି ଏହି ପୂରୀମ ଦିନ ୟିହୁଦୀଯମାନଙ୍କ ମଧ୍ଯରୁ ଲୋପ ପାଇବ ନାହିଁ ଓ ସମାନଙ୍କେ ବଂଶଧରମାନଙ୍କ ମଧ୍ଯରୁ ସହେି ଦୁଇ ଦିନ ସ୍ମରଣ ଲୁପ୍ତ ହବେ ନାହିଁ।
28
and that these days should be remembered and kept throughout every generation, every family, every province, and every city; and that these days of Purim should not fail from among the Jews, nor the memory of them perish from their seed.
29
ତାପରେ, ଅବୀହଯିଲର କନ୍ଯା ରାଣୀ ଏଷ୍ଟର ଓ ୟିହୁଦୀଯ ମର୍ଦ୍ଦଖଯର ପୂରୀମ ଦିନ ବିଷଯ ରେ ସୁନିଶ୍ଚିତ କରିବା ପାଇଁ ସମାନଙ୍କେର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ବିତୀୟ ପତ୍ର ଲେଖିଲେ।
29
Then Esther the queen, the daughter of Abihail, and Mordecai the Jew, wrote with all authority to confirm this second letter of Purim.
30
ତେଣୁ ସେ ରାଜା ଅକ୍ଷଶ୍ବରେଶଙ୍କର 127ଟି ରାଜ୍ଯର ସମସ୍ତ ୟିହୁଦୀମାନଙ୍କୁ ଶାନ୍ତିର ଓ ସତ୍ଯର ବାର୍ତ୍ତାସବୁ ପଠାଇଲେ।
30
He sent letters to all the Jews, to the hundred twenty-seven provinces of the kingdom of Ahasuerus, with words of peace and truth,
31
ପୂରୀମ ପାଳନ କରିବା ପାଇଁ ଏହି ତାରିଖ ଗୁଡିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ୟିହୁଦୀ ମର୍ଦ୍ଦଖଯ ଏବଂ ରାଣୀ ଏଷ୍ଟର ଆଦେଶ କରିଥିଲେ। ସମାନଙ୍କେର ଉପବାସ ଓ ସାହାୟ୍ଯ ପ୍ରାର୍ଥନାର ଦିନଗୁଡିକ ଉତ୍ସବ ଦ୍ବାରା ସ୍ମୃତିରକ୍ଷା କରିବା ନିମନ୍ତେ ସମାନେେ ଏହି ପର୍ବଦିନଗୁଡିକ ସମାନଙ୍କେ ନିଜ ପାଇଁ ଓ ସମାନଙ୍କେର ଭବିଷ୍ଯତ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କଲେ।
31
to confirm these days of Purim in their appointed times, according as Mordecai the Jew and Esther the queen had enjoined them, and as they had ordained for themselves and for their seed, in the matter of the fastings and their cry.
32
ଏହିପରି ଏଷ୍ଟର ଆଜ୍ଞାଦ୍ବାରା ପୂରୀମ୍ ଦିନ ରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲଖାଗେଲା।
32
The commandment of Esther confirmed these matters of Purim; and it was written in the book.
Choose Theme