ଏଫିସୀୟଙ୍କ ପ୍ରତି ପତ୍ର 5:29
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
କୌଣସି ଲୋକ ନିଜ ଶରୀରକୁ କବେେ ହେଲେ ଘୃଣା କରେ ନାହିଁ। ପ୍ରେତ୍ୟକକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ଯ କରନ୍ତି।
World English Bible
For no man ever hated his own flesh; but nourishes and cherishes it, even as the Lord also does the assembly;