Home
Bibles
Bible Study with Steffi
Parallel ଉପଦେଶକ 6
Aa
Parallel ଉପଦେଶକ
Chapter 6
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ମୁଁ ସୂର୍ୟ୍ଯ ତଳେ ଏକ ଦୁଃଖର ବିଷଯ ଦେଖିଅଛି ଏବଂ ଏହା ଲୋକମାନଙ୍କ ଉପ ରେ କଠିନ ଚାପ ପକାଏ।
1
There is an evil which I have seen under the sun, and it is heavy on men:
2
ପରମେଶ୍ବର କେତକଙ୍କେୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସହେି ବ୍ଯକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା'ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ବର ସହେି ବ୍ଯକ୍ତିକୁ ଏସବୁ ଉପ ଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳ ରେ ଅନ୍ୟ ଜଣେ ଏହା ଉପ ଭୋଗ କଲେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ଯାଧି ସ୍ବରୂପ ଅଟେ।
2
a man to whom God gives riches, wealth, and honor, so that he lacks nothing for his soul of all that he desires, yet God gives him no power to eat of it, but an alien eats it. This is vanity, and it is an evil disease.
3
ଜଣେ ଲୋକ ଏକ ଦୀର୍ଘ ଜୀବନୟାପନ କଲେ। ଏବଂ ସେ ଶ ହେ ସନ୍ତାନ ଜନ୍ମ ଦଇପୋ ରେ। କିନ୍ତୁ ଯଦି ସେ ସମାନଙ୍କେ ଉପ ରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ଯୁ ପ ରେ ତାକୁ କହେି ସ୍ମରଣ ନ କରେ, ତା ହେଲେ ସହେି ଲୋକ ଅପେକ୍ଷା ଜନ୍ମ ହବୋ ସମୟରେ ମୃତ୍ଯୁବରଣ କରିଥିବା ସହେି ଶିଶୁଟି ଉତ୍ତମ ଅଟେ।
3
If a man fathers a hundred children, and lives many years, so that the days of his years are many, but his soul is not filled with good, and moreover he has no burial; I say, that an untimely birth is better than he:
4
ସହେିପରି ଶିଶୁଟି ଘନ କୁହୁଡ଼ି ରେ ଆଚ୍ଛାଦନ ହାଇେ ଆ ସେ ଏବଂ ଅନ୍ଧାର ରେ ଏଇ ପୃଥିବୀରୁ ଚାଲିୟାଏ, ଏବଂ ସହେି ଅନ୍ଧାର ଏହାର ନାମକୁ ମଧ୍ଯ ଲୁଚାଇ ଦିଏ।
4
for it comes in vanity, and departs in darkness, and its name is covered with darkness.
5
ସେ ସୂର୍ୟ୍ଯ ଦେଖି ନାହିଁ କି ସେ ବିଷଯ ରେ ଜାଣି ନାହିଁ। ସେ ଲୋକ ଅପେକ୍ଷା ବରଂ ଏ ଶିଶୁଟି ଅଧିକ ବିଶ୍ରାମ ପାଏ।
5
Moreover it has not seen the sun nor known it. This has rest rather than the other.
6
ପୁଣି ସେ ମନୁଷ୍ଯ କୌଣସି ମଙ୍ଗଳ ଭୋଗ ନ କରି 200 ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ୟାଆନ୍ତି?
6
Yes, though he live a thousand years twice told, and yet fails to enjoy good, don't all go to one place?
7
ମନୁଷ୍ଯ ତା'ର ନିଜ ପଟେ ପାଇଁ ପରିଶ୍ରମ କରେ। କିନ୍ତୁ ସେ ସେଥି ରେ ସନ୍ତୁଷ୍ଟ ହୁଏ ନାହିଁ, କାହିଁକି?
7
All the labor of man is for his mouth, and yet the appetite is not filled.
8
ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣ ରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ଯବହାର କରିବାକୁ ହବେ, ତାହା ଯଦି ଜାଣେ, ଉତ୍ତମତା କଣ?
8
For what advantage has the wise more than the fool? What has the poor man, that knows how to walk before the living?
9
ଏହା ନିତାନ୍ତ ଖୁସିର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥି ରେ ସନ୍ତୁଷ୍ଟ ହବୋ ଭଲ। ଏହା ମଧ୍ଯ ଅସାର ଅଟେ। ଏହା ବାଯୁକୁ ଧରିବା ତୁଲ୍ଯ ହବେ।
9
Better is the sight of the eyes than the wandering of the desire. This also is vanity and a chasing after wind.
10
ଯାହା ହେଉଛି ତାହା ଆଗରୁ ନିର୍ଦ୍ଧାରିତ ହାଇେଅଛି। ଏବଂ ଯେଉଁ ପଥରେ ମନୁଷ୍ଯ ସମାଜ ଚାଲେ ତାହା ପରମେଶ୍ବର ଜାଣନ୍ତି। ଆଉ ୟିଏ ସମାନଙ୍କେଠାରୁ ଶକ୍ତିଶାଳୀ ତାଙ୍କ ସହିତ ୟୁକ୍ତି କରି ସମାନେେ କବେେ ଜିତି ପାରିବେ ନାହିଁ।
10
Whatever has been, its name was given long ago; and it is known what man is; neither can he contend with him who is mightier than he.
11
ସମାନେେ ଯେତେ ଅଧିକ ୟୁକ୍ତି କରିବେ, ତାହା େସତେ ଅନାବଶ୍ଯକ ଅଟେ। ଏହା ତାଙ୍କର କ'ଣ ଲାଭ ହବେ ?
11
For there are many words that create vanity. What does that profit man?
12
କିଏ ଜାଣେ ସମାନଙ୍କେ ଏହି କ୍ଷଣସ୍ଥାଯୀ ଜୀବନ ରେ, ମନୁଷ୍ଯ ଅଧିକ ଲାଭକରି କ'ଣ କରିପା ରେ? କାରଣ ସମାନଙ୍କେର ଦିନଗୁଡ଼ିକ ଛାଇ ପରି ଚାଲିୟିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ୟ୍ଯତଳେ ଭବିଷ୍ଯତ ରେ ଏଇ ପୃଥିବୀ ରେ କ'ଣ ହବେ?
12
For who knows what is good for man in life, all the days of his vain life which he spends like a shadow? For who can tell a man what will be after him under the sun?
Choose Theme