Home
Bibles
Bible Study with Steffi
Parallel ଦିତୀୟ ବିବରଣ 34
Aa
Parallel ଦିତୀୟ ବିବରଣ
Chapter 34
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ମାଶାେ ନବୋ ପର୍ବତ ଉପରକକ୍ସ୍ଟ ଚଢି଼ଲେ। ମାଯାେବର ପାଦ ଦେଶରକ୍ସ୍ଟ ପିସଗା ପର୍ବତର ଶିର୍ଷ ପର୍ୟ୍ଯନ୍ତ ଆରୋହଣ କଲେ, ଯାହା ୟିରିହୋ ସମ୍ମକ୍ସ୍ଟଖ ରେ ଥିଲା। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଗିଲିଯଦରକ୍ସ୍ଟ ଦାନ୍ ପର୍ୟ୍ଯନ୍ତ ସମସ୍ତ ଦେଶ ତାଙ୍କୁ ଦଖାଇେଲେ।
1
Moses went up from the plains of Moab to Mount Nebo, to the top of Pisgah, that is over against Jericho. Yahweh shown him all the land of Gilead, to Dan,
2
ସଦାପ୍ରଭୁ ତାଙ୍କୁ ନଲ୍ଗାଲିଙ୍କର ସମସ୍ତ ଭୂମି ଇଫ୍ରଯିମ ଏବଂ ମନଃଶିଙ୍କର ସମସ୍ତ ଭୂମି ଦଖାଇେଲେ। ସେ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ୟିହକ୍ସ୍ଟଦାର ସମସ୍ତ ଦେଶ ତାଙ୍କୁ ଦଖାଇେଲେ।
2
and all Naphtali, and the land of Ephraim and Manasseh, and all the land of Judah, to the hinder sea,
3
ସୋଯର ପର୍ୟ୍ଯନ୍ତ ଦକ୍ଷିଣ ଦେଶ ଓ ଖଜ୍ଜର୍କ୍ସ୍ଟରପକ୍ସ୍ଟର ଯିରୀହାେ ଦେଶସ୍ଥ ଉପତ୍ୟକାର ପଦା ଦଖାଇେଲେ।
3
and the South, and the Plain of the valley of Jericho the city of palm trees, to Zoar.
4
ପକ୍ସ୍ଟଣି ସଦାପ୍ରଭୁ ତାହାଙ୍କକ୍ସ୍ଟ କହିଲେ, ଆମ୍ଭେ ତକ୍ସ୍ଟମ୍ଭ ବଂଶକକ୍ସ୍ଟ ଏହି ଦେଶ ଦବୋବୋଲି ଯେଉଁ ଦେଶ ବିଷଯ ରେ ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ନିକଟରେ ଶପଥ କରିଥିଲକ୍ସ୍ଟ, ସହେି ଦେଶମାନ ଏହି। 'ଆମ୍ଭେ ତାହା ତୁମ୍ଭକୁ ସ୍ବଚକ୍ଷକ୍ସ୍ଟ ରେ ଦଖାଇେଲକ୍ସ୍ଟ। ମାତ୍ର ତୁମ୍ଭେ ୟର୍ଦ୍ଦନ ପାର ହାଇେ ସଠାେକକ୍ସ୍ଟ ୟିବାନାହିଁ।'
4
Yahweh said to him, This is the land which I swore to Abraham, to Isaac, and to Jacob, saying, I will give it to your seed: I have caused you to see it with your eyes, but you shall not go over there.
5
ତେଣୁ ସଦାପ୍ରଭୁଙ୍କର ସବେକ ମାଶାେ ସଦାପ୍ରଭୁଙ୍କ ବାକ୍ଯ ଅନକ୍ସ୍ଟସା ରେ ସହେି ସ୍ଥାନ ରେ ମାୟୋବ ଦେଶ ରେ ମଲେ।
5
So Moses the servant of Yahweh died there in the land of Moab, according to the word of Yahweh.
6
ସଦାପ୍ରଭୁ ମାୟୋବ ଦେଶ ରେ ବୈତ୍ପିଯୋର ସମ୍ମକ୍ସ୍ଟଖସ୍ଥ ଉପତ୍ୟକା ରେ ତାହାଙ୍କକ୍ସ୍ଟ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ୟ୍ଯନ୍ତ କହେି ଜାଣି ନାହାଁନ୍ତି।
6
He buried him in the valley in the land of Moab over against Beth Peor: but no man knows of his tomb to this day.
7
ମାଶାେ ଯେତବେେଳେ ମୃତକ୍ସ୍ଟ୍ଯ ବରଣ କଲେ, ସେତବେେଳେ ତାଙ୍କୁ 120 ବର୍ଷ ବଯସ ହାଇେଥିଲା। ସେ ସେତବେେଳେ ତାଙ୍କର ଶକ୍ତି ହରାଇ ନଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।
7
Moses was one hundred twenty years old when he died: his eye was not dim, nor his natural force abated.
8
ଇଶ୍ରାୟେଲ ଲୋକମାନେ ମାଶାଙ୍କେ ପାଇଁ ତିରିଶ ଦିନ ଧରି କାନ୍ଦିଲେ। ସମାନେେ ତାଙ୍କର ସମସ୍ତ ଦକ୍ସ୍ଟଃଖଦ ଦିନସବୁ ମାଯାେବର ସମତଳ ଭୂମିରେ କଟାଇଲେ।
8
The children of Israel wept for Moses in the plains of Moab thirty days: so the days of weeping in the mourning for Moses were ended.
9
ସେ ମଲା ପୂର୍ବରକ୍ସ୍ଟ ମାଶାେ ଯିହାଶୂେୟଙ୍କର ମସ୍ତକରେ ହାତ ରଖିଲେ ଏବଂ ତାଙ୍କୁ ନୂଆ ପ୍ରତିନିଧି ରୂପେ ନିୟକ୍ସ୍ଟକ୍ତି କଲେ। ଏବଂ ସେ ତାଙ୍କୁ ନୂତନ ନେତାରୂପେ ନିୟକ୍ସ୍ଟକ୍ତି କଲେ। ଏହାପରେ ନୂନର ପକ୍ସ୍ଟତ୍ର ୟିହୋଶୂଯ ଜ୍ଞାନ ଦାୟକ ଆତ୍ମା ରେ ପରିପୂର୍ଣ୍ଣ ଦେଲେ। ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ଅନକ୍ସ୍ଟସା ରେ ଯିହାଶୂେୟଙ୍କ କଥା ଶୁଣିଲେ, ଯେପରି ସମାନେେ ମାଶାଙ୍କେ କଥା ଶକ୍ସ୍ଟଣିଥିଲେ ଓ ସହେି ଅନକ୍ସ୍ଟସା ରେ କାର୍ୟ୍ଯ କରୁଥିଲେ।
9
Joshua the son of Nun was full of the spirit of wisdom; for Moses had laid his hands on him: and the children of Israel listened to him, and did as Yahweh commanded Moses.
10
ଇଶ୍ରାୟେଲ ଆଉ ଏପରି ଭବିଷ୍ଯଦ୍ ବକ୍ତା ଦେଖି ନ ଥିଲେ। ୟିଏକି ସଦାପ୍ରଭୁଙ୍କ ଦ୍ବାରା ନକ୍ସ୍ଟୟକ୍ସ୍ଟକ୍ତି ହଇେଥିଲେ ଓ ସଦାପ୍ରଭୁଙ୍କ ସହିତ ମକ୍ସ୍ଟହାଁ ମକ୍ସ୍ଟହିଁ କଥା ହାଇେଥିଲେ।
10
There has not arisen a prophet since in Israel like Moses, whom Yahweh knew face to face,
11
ସଦାପ୍ରଭୁ ମାଶାଙ୍କେକ୍ସ୍ଟ ମିଶର ରେ ମହାନ ଆଶ୍ଚର୍ୟ୍ଯ କର୍ମମାନ କରିବାକୁ ପଠାଇଲେ। ଫା ରେ, ତାଙ୍କର ସମସ୍ତ ଦାସ ଏବଂ ମିଶରର ସମସ୍ତ ଲୋକ ସହେିସବୁ ଆଶ୍ଚର୍ୟ୍ଯ କର୍ମମାନ ଦେଖିଲେ।
11
in all the signs and the wonders, which Yahweh sent him to do in the land of Egypt, to Pharaoh, and to all his servants, and to all his land,
12
କୌଣସି ଭବିଷ୍ଯଦ୍ ବକ୍ତା ଆଜି ପର୍ୟ୍ଯନ୍ତ ଏପରି ମହା ଆଶ୍ଚର୍ୟ୍ଯ କର୍ମମାନ କରିନାହାଁନ୍ତି ଯାହା ମାଶାେ କରି ଦଖାଇେଛନ୍ତି। ମାଶାଙ୍କେ ଦ୍ବାରା ହାଇେଥିବା ସହେି ସମସ୍ତ ଆଶ୍ଚର୍ୟ୍ଯ କର୍ମମାନ ସମସ୍ତ ଇଶ୍ରାୟେଲ ଲୋକ ଦେଖିଛନ୍ତି।
12
and in all the mighty hand, and in all the great terror, which Moses worked in the sight of all Israel.
Choose Theme