Home
Bibles
Bible Study with Steffi
Parallel ଦିତୀୟ ବିବରଣ 14
Aa
Parallel ଦିତୀୟ ବିବରଣ
Chapter 14
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ସନ୍ତାନ, ଯେତବେେଳେ ଜଣେ ମରି ଯାଉଛି ତୁମ୍ଭର ଦକ୍ସ୍ଟଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ଯସ୍ଥଳ କ୍ଷୌର ହବେ ନାହିଁ।
1
You are the children of Yahweh your God: you shall not cut yourselves, nor make any baldness between your eyes for the dead.
2
କାହିଁକି ଜାଣ, କାରଣ ତୁମ୍ଭମାନେେ ଅନ୍ୟ ଲୋକମାନଙ୍କଠାରକ୍ସ୍ଟ ଭିନ୍ନ। ତୁମ୍ଭମାନେେ ସଦାପ୍ରଭୁଙ୍କର ପବିତ୍ର ଲୋକ। ପୃଥିବୀର ସମସ୍ତ ଲୋକମାନଙ୍କ ମଧ୍ଯରକ୍ସ୍ଟ ସେ ତୁମ୍ଭକୁ ପସନ୍ଦ କରିଛନ୍ତି।
2
For you are a holy people to Yahweh your God, and Yahweh has chosen you to be a people for his own possession, above all peoples who are on the face of the earth.
3
ସଦାପ୍ରଭୁଙ୍କର ଘୃଣ୍ଯଦ୍ରବ୍ଯ ତୁମ୍ଭମାନେେ ଭକ୍ଷଣ କରିବ ନାହିଁ।
3
You shall not eat any abominable thing.
4
ତୁମ୍ଭମାନେେ ଏହି ସକଳ ପଶକ୍ସ୍ଟଗଣ ଭୋଜନ କରିପାରିବ। ଯଥା: ଗାଇ, ମେଣ୍ତା ଓ ଛଳେି।
4
These are the animals which you may eat: the ox, the sheep, and the goat,
5
ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହକ୍ସ୍ଟଟିଆ ହରିଣ ଓ ଚମରିଗାଈ।
5
the hart, and the gazelle, and the roebuck, and the wild goat, and the ibex, and the antelope, and the chamois.
6
ପଶକ୍ସ୍ଟଗଣ ମଧ୍ଯରକ୍ସ୍ଟ ଯେତେ ପଶକ୍ସ୍ଟଙ୍କର ବିଭକ୍ତ ଖକ୍ସ୍ଟରା ଓ ଦ୍ବିଖଣ୍ତ ଖକ୍ସ୍ଟରା ବିଶିଷ୍ଟ ଓ ପାକକ୍ସ୍ଟଳ କରନ୍ତି, ସେସବୁ ତୁମ୍ଭମାନେେ ଭୋଜନ କରିବ।
6
Every animal that parts the hoof, and has the hoof cloven in two, and chews the cud, among the animals, that may you eat.
7
ତୁମ୍ଭମାନେେ ଓଟ, ଠକେକ୍ସ୍ଟଆ କିମ୍ବା ଶାଫନ୍ ମାନଙ୍କୁ ଖାଇବ ନାହିଁ। ସମାନେେ ପାକକ୍ସ୍ଟଳି କରନ୍ତି, କିନ୍ତୁ ସମାନଙ୍କେର ଖକ୍ସ୍ଟରା ଦକ୍ସ୍ଟଇଫାଳ ବିଶିଷ୍ଟ। ତେଣୁ ସହେି ପଶକ୍ସ୍ଟଗକ୍ସ୍ଟଡିକ ଖାଦ୍ୟ ତୁମ୍ଭମାନଙ୍କ ପାଇଁ ଅପବିତ୍ର।
7
Nevertheless these you shall not eat of them that chew the cud, or of those who have the hoof cloven: the camel, and the hare, and the rabbit; because they chew the cud but don't part the hoof, they are unclean to you.
8
ତୁମ୍ଭମାନେେ ଘକ୍ସ୍ଟସକ୍ସ୍ଟରି ଖାଇବା ଇଚିତ୍ ନକ୍ସ୍ଟହଁ। କାରଣ ତାଙ୍କର ଖକ୍ସ୍ଟରା ଦକ୍ସ୍ଟଇଫାଳ ବିଶିଷ୍ଟ କିନ୍ତୁ ସମାନେେ ପାକକ୍ସ୍ଟଳି କରନ୍ତି ନାହିଁ। ତେଣୁ ତୁମ୍ଭମାନଙ୍କ ପାଇଁ ଘକ୍ସ୍ଟସକ୍ସ୍ଟରି ଅପବିତ୍ର ଅଟେ। ଏପରିକି ମୃତ ଘକ୍ସ୍ଟସକ୍ସ୍ଟରି ଶବକକ୍ସ୍ଟ ଛକ୍ସ୍ଟଅଁ ନାହିଁ।
8
The pig, because it has a split hoof but doesn't chew the cud, is unclean to you: of their flesh you shall not eat, and their carcasses you shall not touch.
9
ତୁମ୍ଭମାନେେ କାତିଥିବା ବା ଡଣୋ ଥିବା ମାଛ ଖାଇପାରିବ।
9
These you may eat of all that are in the waters: whatever has fins and scales may you eat;
10
କିନ୍ତୁ ଜଳ ରେ ବାସ କରୁଥିବା ଜୀବ ଯେଉଁମାନଙ୍କର ଡଣୋ ବା କାତି ନାହିଁ, ସଗେକ୍ସ୍ଟଡିକ ଖାଅ ନାହିଁ, କାରଣ ସଗେକ୍ସ୍ଟଡିକ ତୁମ୍ଭମାନଙ୍କ ପାଇଁ ଅଶକ୍ସ୍ଟଚି ଅଟେ।
10
and whatever doesn't have fins and scales you shall not eat; it is unclean to you.
11
ତୁମ୍ଭମାନେେ ଶକ୍ସ୍ଟଚି ଯେ କୌଣସି ପକ୍ଷୀ ଭୋଜନ କରିପାରିବ।
11
Of all clean birds you may eat.
12
କିନ୍ତୁ ତୁମ୍ଭମାନେେ ଏହି ପକ୍ଷୀମାନଙ୍କୁ ଭୋଜନ କରିବନାହିଁ ଯଥା: ଉକ୍ରୋଶ ହାଡଭଙ୍ଗା ଓ ବହୀରି,
12
But these are they of which you shall not eat: the eagle, and the gier-eagle, and the ospray,
13
ଗୃଧ୍ରଚିଲ, ବାଜ,
13
and the red kite, and the falcon, and the kite after its kind,
14
ଆପଣା ଜାତି ଅନକ୍ସ୍ଟସା ରେ ସମସ୍ତ ଡାମରାକାଉ,
14
and every raven after its kind,
15
ଓଟପକ୍ଷୀ, ତାମସ ପକ୍ଷୀ, ସମକ୍ସ୍ଟଦ୍ର ଚିଲ ଓ ଆପଣା ଜାତି ଅନକ୍ସ୍ଟସା ରେ ଛଞ୍ଚାଣ,
15
and the ostrich, and the night-hawk, and the sea-mew, and the hawk after its kind,
16
କୋଷପକ୍ଷୀ, ବଗ ଓ ଦୀର୍ଘ-ଗଳ ହଂସ,
16
the little owl, and the great owl, and the horned owl,
17
ପାଣି ଭଳୋ, ଶାଗକ୍ସ୍ଟଣା ଓ ପାଣିକକ୍ସ୍ଟଆ,
17
and the pelican, and the vulture, and the cormorant,
18
ଚରଳ, କଙ୍କ, ଟିଟ୍ଟିଭ, ଗ୍ଭମଚିକା।
18
and the stork, and the heron after its kind, and the hoopoe, and the bat.
19
ଗମନକାରୀ ପକ୍ଷବାନ ଜନ୍ତକ୍ସ୍ଟ ସକଳ ତୁମ୍ଭମାନଙ୍କ ପାଇଁ ଅଶକ୍ସ୍ଟଚି। ସମାନଙ୍କେୁ ଖାଇବ ନାହିଁ।
19
All winged creeping things are unclean to you: they shall not be eaten.
20
ତୁମ୍ଭମାନେେ ସମସ୍ତ ଶକ୍ସ୍ଟଚି ପକ୍ଷୀକି ଭୋଜନ କରିପାରିବ।
20
Of all clean birds you may eat.
21
ଆପେ ଆପେ ମରିୟାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷଣ କରିବ ନାହିଁ। ତୁମ୍ଭମାନେେ ଏହାକକ୍ସ୍ଟ ବିଦେଶୀମାନଙ୍କୁ ଭୋଜନ ପାଇଁ ଦଇପୋର, କିଅବା ବିଦେଶୀକକ୍ସ୍ଟ ତାହା ବିକ୍ରଯ କରିପାର। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ପବିତ୍ର ଲୋକ।
21
You shall not eat of anything that dies of itself: you may give it to the foreigner living among you who is within your gates, that he may eat it; or you may sell it to a foreigner: for you are a holy people to Yahweh your God. You shall not boil a kid in its mother's milk.
22
ପ୍ରେତ୍ୟକକ ବର୍ଷ ଆପଣା କ୍ଷେତ୍ରରକ୍ସ୍ଟ ଉତ୍ପନ୍ନ ଶସ୍ଯର ଦଶମାଂଶ ସାଇତି ରଖିବ।
22
You shall surely tithe all the increase of your seed, that which comes forth from the field year by year.
23
ଏହିସବୁ ପରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମର ଉପାସନା ନିମନ୍ତେ ଯେଉଁସ୍ଥାନ ମନୋନୀତ କରିଛନ୍ତି ସହେି ସ୍ଥାନକକ୍ସ୍ଟ ୟାଅ। ସହେି ସ୍ଥାନ ରେ ତକ୍ସ୍ଟମ୍ଭ ଶସ୍ଯର ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଦବୋ ଉଚିତ୍ ଓ ତକ୍ସ୍ଟମ୍ଭ ପଶକ୍ସ୍ଟର ପ୍ରଥମ ଜାତ ତୁମ୍ଭମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଭୋଜନ କରିବା ଉଚିତ୍। ଏହିପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା କରିବ।
23
You shall eat before Yahweh your God, in the place which he shall choose, to cause his name to dwell there, the tithe of your grain, of your new wine, and of your oil, and the firstborn of your herd and of your flock; that you may learn to fear Yahweh your God always.
24
ଯଦି ତୁମ୍ଭେ ସହେି ସ୍ଥାନରକ୍ସ୍ଟ ଦୂର ରେ ବାସ କର ଏବଂ ସମସ୍ତ ଦ୍ରବ୍ଯ ସହିତ ସଠାେକକ୍ସ୍ଟ ୟିବାକକ୍ସ୍ଟ ସହଜ ନହକ୍ସ୍ଟଏ ଯେଉଁଠା ରେ ସେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି କାରଣ ଏହା ସହେି ସ୍ଥାନଠାରକ୍ସ୍ଟ ବହକ୍ସ୍ଟତ ଦୂର ଯେଉଁଠା ରେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ନାମ ସ୍ଥାପନ କରିବା ପାଇଁ ପସନ୍ଦ କରନ୍ତି।
24
If the way be too long for you, so that you are not able to carry it, because the place is too far from you, which Yahweh your God shall choose, to set his name there, when Yahweh your God shall bless you;
25
ତବେେ ତୁମ୍ଭମାନେେ ସହେି ଶସ୍ଯସବୁକକ୍ସ୍ଟ ଟଙ୍କା ଆକାର ରେ ସହେି ଟଙ୍କା ବାନ୍ଧି ଆପଣା ହାତ ରେ ନଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ମନୋନୀତ ସ୍ଥାନକକ୍ସ୍ଟ ୟିବ।
25
then shall you turn it into money, and bind up the money in your hand, and shall go to the place which Yahweh your God shall choose:
26
ତୁମ୍ଭେ ଯାହା ଇଛା କର, ଗୋରୁ, ଛଳେି, ଦ୍ରାକ୍ଷାରସ, କି ଅବା ଯାହାକିଛି ତକ୍ସ୍ଟମ୍ଭ ପ୍ରାଣ ତକ୍ସ୍ଟମ୍ଭଠାରକ୍ସ୍ଟ ଚା ହେଁ ତହିଁ ପାଇଁ ତୁମ୍ଭେ ସହେି ଟଙ୍କା ଦବେ। ତୁମ୍ଭମାନେେ ସଠାେରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଭୋଜନ କରି ତୁମ୍ଭେ ଓ ତକ୍ସ୍ଟମ୍ଭ ପରିବାର ଆନନ୍ଦ କରିବ।
26
and you shall bestow the money for whatever your soul desires, for oxen, or for sheep, or for wine, or for strong drink, or for whatever your soul asks of you; and you shall eat there before Yahweh your God, and you shall rejoice, you and your household.
27
କିନ୍ତୁ ଏକଥା ଭୂଲିୟାଅ ନାହିଁ ଯେ ଆପଣା ନଗର ଦ୍ବାରବର୍ତ୍ତୀ ଲବେୀୟ ଲୋକକୁ ତ୍ଯାଗ କରିବ ନାହିଁ, କାରଣ ସେ ତକ୍ସ୍ଟମ୍ଭ ସଙ୍ଗ ରେ କୌଣସି ଅଧିକାର ପାଇନାହିଁ। ତେଣୁ ତୁମ୍ଭେ ଖାଦ୍ୟ ରେ ତାଙ୍କୁ ଭାଗ ଦବେ।
27
The Levite who is within your gates, you shall not forsake him; for he has no portion nor inheritance with you.
28
ପ୍ରତି ତୃତୀୟ ବର୍ଷର ଶଷେ ରେ ତୁମ୍ଭେ ସହେି ବର୍ଷ ରେ ଉତ୍ପନ୍ନ ଆପଣା ଶସ୍ଯାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର ଦ୍ବାର ଭିତ ରେ ସଞ୍ଚଯ କରି ରଖିବ।
28
At the end of every three years you shall bring forth all the tithe of your increase in the same year, and shall lay it up within your gates:
29
ଏହି ଖାଦ୍ୟ ସକଳ ସହେି ଲବେୀୟ ଲୋକମାନଙ୍କର, କାରଣ ସମାନଙ୍କେର କୌଣସି ନିଜସ୍ବ ସଐତ୍ତି ନାହିଁ। ଏହି ଖାଦ୍ୟ ମଧ୍ଯ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃଲ୍ଗ ହବେେ। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତକୃତ ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିବେ।
29
and the Levite, because he has no portion nor inheritance with you, and the foreigner living among you, and the fatherless, and the widow, who are within your gates, shall come, and shall eat and be satisfied; that Yahweh your God may bless you in all the work of your hand which you do.
Choose Theme