Home
Bibles
Bible Study with Steffi
Parallel ଆମୋଷ 3
Aa
Parallel ଆମୋଷ
Chapter 3
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ହେ ଇଶ୍ରାୟେଲର ଲୋକମାନେ, ଏହି ବାର୍ତ୍ତା ଶୁଣ। ଇଶ୍ରାୟେଲ ବିଷଯ ରେ ଏହି କଥା କହିଲେ। ମିଶରରୁ ଅଣାଇଥିବା ସମସ୍ତ ଇଶ୍ରାୟେଲୀୟ ପରିବାର ବିଷଯ ରେ ଏହା ବାର୍ତ୍ତା ଥିଲା।
1
Hear this word that Yahweh has spoken against you, children of Israel, against the whole family which I brought up out of the land of Egypt, saying:
2
ଏହି ପୃଥିବୀ ରେ ବହୁ ପରିବାର ଅଛନ୍ତି। କିନ୍ତୁ ତୁମ୍ଭମାନେେ ଏପରି ଏକ ଗୋଷ୍ଠୀ ସ୍ବତନ୍ତ୍ର ଭାବରେ ଜାଣିବାକୁ ତୁମ୍ଭମାନଙ୍କୁ ବାଛିଥିଲୁ। ମାତ୍ର ତୁମ୍ଭମାନେେ ଆମ୍ଭ ବିରୁଦ୍ଧ ରେ ଗଲ। ତେଣୁ ତୁମ୍ଭମାନଙ୍କର ପାପ ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।
2
"You only have I chosen of all the families of the earth. Therefore I will punish you for all of your sins."
3
ଏକମତ ନ ହେଲେ ଦୁଇଜଣ ଏକତ୍ର ଗମନ କରିବେ ନାହିଁ।
3
Do two walk together, Unless they have agreed?
4
ସିଂହଟି ଗର୍ଜ୍ଜନ କରେ ଯଦି ତାକୁ ଶିକାର ଦୃଶ୍ଯମାନ ହୁଏ। ଯଦି ଗୋଟିଏ ୟୁବା ସିଂହ ତା'ର ଗୁମ୍ଫା ରେ ଗର୍ଜ୍ଜନ କରୁଛି ତବେେ ଜାଣିବ ସେ କିଛି ଗୋଟିଏ ଶିକାର ଧରିଛି।
4
Will a lion roar in the thicket, When he has no prey? Does a young lion cry out of his den, If he has caught nothing?
5
ଯଦି ଫାଶ ରେ କିଛି ଖାଦ୍ୟ ନାହିଁ, ତବେେ ପକ୍ଷୀଟିଏ ତା' ମଧ୍ଯକୁ ପ୍ରବେଶ କରିବ ନାହିଁ। ପକ୍ଷୀକୁ କବଳିତ କରିବା ପାଇଁ ଫାଶ ଭିତ ରେ ଥୋପ ନଥିଲେ ଫାଶ ବସାୟାଏ ନାହିଁ।
5
Can a bird fall in a trap on the earth, Where no snare is set for him? Does a snare spring up from the ground, When there is nothing to catch?
6
ଯଦି ନଗର ରେ ତୂରୀ ବାଜି ଉଠିବ ତବେେ ଲୋକମାନେ ଭୟ ରେ ଥରହର ହବେେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ୟ୍ଯନ୍ତ ନଗର ମଧିଅରେ କୌଣସି ଅସୁବିଧା ଘଟିବ ନାହିଁ।
6
Does the trumpet alarm sound in a city, Without the people being afraid? Does evil happen to a city, And Yahweh hasn't done it?
7
ସଦାପ୍ରଭୁ ମାରେପ୍ରଭୁ, କୌଣସି ଯୋଜନା ତାଙ୍କର ସବେକର ଅଗୋଚର ରେ କରନ୍ତି ନାହିଁ।
7
Surely the Lord Yahweh will do nothing, Unless he reveals his secret to his servants the prophets.
8
ୟହି ସିଂହ ଗର୍ଜ୍ଜନ କରେ, ତବେେ ଲୋକମାନେ ଭୟଭୀତ ହବେେ। ଯଦି ସଦାପ୍ରଭୁ କହନ୍ତି, ଭବିଷ୍ଯଦବାଣୀ ପ୍ରଚାର କରିବାକୁ, କିଏ ସହେି ଭବିଷ୍ଯବାଣୀ ପ୍ରଚାର ନ କରିବ।
8
The lion has roared. Who will not fear? The Lord Yahweh has spoken. Who can but prophesy?
9
ତୁମ୍ଭେ ଅସ୍ଦୋଦର ଓ ମିଶର ରାଜପ୍ରାସାଦ ରେ ଏହି ବାର୍ତ୍ତା ଘାଷେଣା କର, ଶମରିଯାର ପର୍ବତମାଳା ଶିଖରକୁ ଆସ ଏବଂ ସଠାେକାର କୋଳାହଳ ଓ ଦଙ୍ଗାକୁ ଦେଖ। ସମାନେେ ଅନ୍ୟ ଲୋକମାନଙ୍କ ପ୍ରତି ବହୁତ ନିଷ୍ଠୁର ଅଟନ୍ତି।
9
Proclaim in the palaces at Ashdod, And in the palaces in the land of Egypt, And say, "Assemble yourselves on the mountains of Samaria, And see what unrest is in her, And what oppression is among them."
10
ଲୋକମାନେ ସଠାେ ରେ କିପରି ସାଧୁତ୍ବଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସମାନଙ୍କେର ଗୋଦାମ ଘର ୟୁଦ୍ଧରୁ ଲୁଟିଥିବା ସମ୍ପତ୍ତି ରେ ପୁରିୟାଇଛି।
10
"Indeed they don't know to do right," says Yahweh, "Who hoard plunder and loot in their palaces."
11
ତେଣୁ ସଦାପ୍ରଭୁ ମାରେ ପ୍ରଭୁ କୁହନ୍ତି: ଜଣେ ଶତୃ ତୁମ୍ଭ ଭୂମିକୁ ବେଷ୍ଟନ କରିବ। ସେ ତୁମ୍ଭର ସମସ୍ତ ଶକ୍ତି ଅପହରଣ କରିବ। ତୁମ୍ଭେ ଯେଉଁସବୁ ଜିନିଷକୁ ପ୍ରାସାଦ ରେ ଲୁଗ୍ଭଇଛ, ସବୁତକ ତାଙ୍କ ଦ୍ବାରା ଲୁଣ୍ଠିତ ହବେ।
11
Therefore thus says the Lord Yahweh: "An adversary will overrun the land; And he will pull down your strongholds, And your fortresses will be plundered."
12
ସଦାପ୍ରଭୁ ଏହା କୁହନ୍ତି: ଯେତବେେଳେ ଗୋଟିଏ ସିଂହ ମେଣ୍ତା ଛୁଆକୁ ଆକ୍ରମଣ କରେ ଏବଂ ତା'ପ ରେ ଯଦି ମଷେପାଳକ ମେଣ୍ତା ଛୁଆକୁ ରକ୍ଷା କରିବାକୁ ୟାଏ, ସେ କବଳେ ସିଂହ ମୁହଁରୁ ଦୁଇଟି ଗୋଡ କି କାନର କିଛି ଅଂଶ ପାଇବାକୁ ସକ୍ଷମ ହାଇପୋ ରେ। ସହେିପରି, ଆମ୍ଭେ ଇଶ୍ରାୟେଲୀୟମାନଙ୍କୁ ରକ୍ଷା କରିବା, ଯେଉଁମାନେ ଶମରିଯା ରେ ବସବାସ କରନ୍ତି ଏବଂ ସମାନଙ୍କେର ବିଛଣାର ଏକ କଣ ରେ କି ପଲଙ୍କର ସୋଫା ରେ ବସିବାକୁ ଭଲପାନ୍ତି
12
Thus says Yahweh: "As the shepherd rescues out of the mouth of the lion two legs, Or a piece of an ear, So shall the children of Israel be rescued who sit in Samaria on the corner of a couch, And on the silken cushions of a bed."
13
ମାରେ ପ୍ରଭୁ ସଦାପ୍ରଭୁ ପରମେଶ୍ବର ସର୍ବଶକ୍ତିମାନ ସେ ଏହିକଥା କୁହନ୍ତି: ଯାକୁବ ପରିବାର ଲୋକଙ୍କୁ ସତର୍କ କରିଦିଅ।
13
"Listen , and testify against the house of Jacob," says the Lord Yahweh, the God of hosts.
14
ଇଶ୍ରାୟେଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ। ସହେିଦିନ ଆମ୍ଭେ ମଧ୍ଯ ବୈଥଲରେ ସମସ୍ତ ୟଜ୍ଞବଦେୀକୁ ଧ୍ବଂସ କରିବା। ସହେି ୟଜ୍ଞବଦେୀର ତୂରୀସବୁ ଖଣ୍ତ ଖଣ୍ତ ହବେ ଓ ଭୂମିରେ ପକାୟିବ।
14
"For in the day that I visit the transgressions of Israel on him, I will also visit the altars of Bethel; And the horns of the altar will be cut off, And fall to the ground.
15
ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ବଂସ କରିବା। ହାତୀ ଦାନ୍ତ ରେ ନିର୍ମିତ ଗୃହ ମଧ୍ଯ ଧ୍ବଂସ ପାଇବ। ବହୁ ଘର ଏହିପରି ଧ୍ବଂସ ଲାଭ କରିବ। ସଦାପ୍ରଭୁ ଏହିସବୁ କୁହନ୍ତି।
15
I will strike the winter house with the summer house; And the houses of ivory will perish, And the great houses will have an end," Says Yahweh.
Choose Theme