Home Bibles Parallel ରେରିତମାନଙ୍କ କାର୍ଯ୍ୟର ବିବରଣ 23:15

ରେରିତମାନଙ୍କ କାର୍ଯ୍ୟର ବିବରଣ 23:15

Parallel verse

ଓଡ଼ିଆ ବାଇବେଲ · World English Bible

Change versions

ଓଡ଼ିଆ ବାଇବେଲ

ତେଣୁ ତୁମ୍ଭେ ଆମ୍ଭ ପାଇଁ ଏହି କାମ କରିବ। ତୁମ୍ଭେ ନିଜ ତରଫରୁ ସନୋଧ୍ଯକ୍ଷ ଓ ସମସ୍ତ ଯିହୂଦୀୟ ନେତାମାନଙ୍କ ପାଖକୁ ସମ୍ବାଦ ଦବେ। ତୁମ୍ଭେ ସନୋଧ୍ଯକ୍ଷଙ୍କୁ କହିବ ଯେ ତୁମ୍ଭେ ପାଉଲଙ୍କୁ ବାହାରକୁ ଆଣିବା ପାଇଁ ଚ଼ାହଁ, କାରଣ ତୁମ୍ଭର ତାହାଙ୍କୁ ଅନକେ ପ୍ରଶ୍ନ ପଚ଼ାରିବାର ଅଛି। ଆମ୍ଭେ ତାହାଙ୍କୁ ଏଠା ରେ ପହଞ୍ଚିବା ପୂର୍ବରୁ ବାଟରେ ହତ୍ଯା କରିବା ପାଇଁ ପ୍ରସ୍ତୁତ ଅଛୁ।

World English Bible

Now therefore, you with the council inform the commanding officer that he should bring him down to you tomorrow, as though you were going to judge his case more exactly. We are ready to kill him before he comes near."

Choose Theme