Home Bibles Parallel ଦିତୀୟ ଶାମୁୟେଲ 4:4

ଦିତୀୟ ଶାମୁୟେଲ 4:4

Parallel verse

ଓଡ଼ିଆ ବାଇବେଲ · World English Bible

Change versions

ଓଡ଼ିଆ ବାଇବେଲ

ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନଙ୍କର ଏକ ପକ୍ସ୍ଟତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତବେେଳେ ତାକକ୍ସ୍ଟ ମାତ୍ର ପାଞ୍ଚ ବର୍ଷ ବଯସ ହାଇେଥିଲା, ସେତବେେଳେ ୟିଷ୍ରିଯଲରେକ୍ସ୍ଟ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକକ୍ସ୍ଟ ହତ୍ଯା କରାୟାଇଛି। ଯେତବେେଳେ ମଫୀବୋଶତ୍ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକକ୍ସ୍ଟ ଉଠାଇଲା ଏବଂ ସେ ଭୟ ରେ ଦୌଡି ପଳାଇଲା। କିନ୍ତୁ ପିଲାଟି ତଳେ ପଡିଗଲା ଏବଂ ତା'ପରେ ତା'ର ଦକ୍ସ୍ଟଇ ଗୋଡ େଛାଟ ହାଇଗେଲା।

World English Bible

Now Jonathan, Saul's son, had a son who was lame of his feet. He was five years old when the news came of Saul and Jonathan out of Jezreel; and his nurse took him up, and fled: and it happened, as she made haste to flee, that he fell, and became lame. His name was Mephibosheth.

Choose Theme