ଦିତୀୟ ଶାମୁୟେଲ 4:10
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
କିନ୍ତୁ ଯେତବେେଳେ ଜଣେ ନିଜକକ୍ସ୍ଟ ଶକ୍ସ୍ଟଭବାର୍ତ୍ତା ଆଣିଛି ବୋଲି ମନେ କରି ମାେତେ କହିଲା, ' ଦେଖନ୍ତକ୍ସ୍ଟ ଶାଉଲ ମରିଅଛି।' ମୁ ତାକକ୍ସ୍ଟ ପକ୍ସ୍ଟରଷ୍କାର ଦବୋ ପରିବର୍ତେ ଯାହା ସେ ଆଶା କରିଥିଲା, ତାକକ୍ସ୍ଟ ଖଡ୍ଗ ଦ୍ବାରା ସିକ୍ଲଗ୍ ରେ ହତ୍ଯା କଲି।
World English Bible
when one told me, saying, Behold, Saul is dead, thinking to have brought good news, I took hold of him, and killed him in Ziklag, which was the reward I gave him for his news.