ଦିତୀୟ ଶାମୁୟେଲ 2:13
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ୍ ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ଯ ଗିବିଯୋନକକ୍ସ୍ଟ ଗଲେ। ସମାନେେ ଅବ୍ନର ଏବଂ ଇଶ୍ବୋଶତର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖ ରେ ଭୋଟିଲେ। ଯୋୟାବର ଦଳ ପୋଖରୀର ଏକ ପାଶର୍ବ ରେ ବସିଲା ବେଳେ ଅବନରର ଦଳ ପୋଖରୀର ଅନ୍ୟ ପାଶର୍ବ ରେ ବସିଲେ।
World English Bible
Joab the son of Zeruiah, and the servants of David, went out, and met them by the pool of Gibeon; and they sat down, the one on the one side of the pool, and the other on the other side of the pool.