ଦିତୀୟ ରାଜାବଳୀ 3:26
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ପୁଣି ମାଯାେବର ରାଜା ଦେଖିଲେ ଯେ ୟୁଦ୍ଧ ତାଙ୍କ ପାଇଁ ଅତି ଅସହ୍ଯ ହେଲା। ତେଣୁ ସେ ନିଷ୍ପତ୍ତି କଲେ, ଇଦୋମର ରାଜାଙ୍କୁ ହତ୍ଯାକରି ସମାନଙ୍କେ ଦ୍ବାରା ଭଙ୍ଗାୟିବା, ସେ ତାଙ୍କର 700 ଖଡ୍ଗଧାରୀ ସୈନ୍ଯ ସହିତ ଏହା କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ତାହା ଭାଙ୍ଗିପାରିଲେ ନାହିଁ।
World English Bible
When the king of Moab saw that the battle was too severe for him, he took with him seven hundred men who drew sword, to break through to the king of Edom; but they could not.