ଦିତୀୟ ରାଜାବଳୀ 3:19
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ତୁମ୍ଭମାନେେ ପ୍ରେତ୍ୟକକ ପାଚୀର ବେଷ୍ଟିତ ସୁଦୃଢ ଓ ଉତ୍ତମ ନଗରଗୁଡିକୁ ଧ୍ବଂସ କରିବ। ପ୍ରେତ୍ୟକକ ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇବ। ନିର୍ଝରଗୁଡିକର ଜଳକୁ ଅଟକାଇ ଓ ପ୍ରେତ୍ୟକକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡି ବିନାଶ କରିବ।
World English Bible
You shall strike every fortified city, and every choice city, and shall fell every good tree, and stop all springs of water, and mar every good piece of land with stones.