ଦିତୀୟ ବଂଶାବଳୀ 7:11
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ଶଲୋମନ ସଦାପ୍ରଭୁଙ୍କ ମନ୍ଦିର ଓ ରାଜାଙ୍କ ଗୃହକୁ ସମାପ୍ତ କଲେ। ସଦାପ୍ରଭୁଙ୍କ ମନ୍ଦିର ଓ ତାଙ୍କ ସ୍ବଗୃହ ନିମନ୍ତେ ଶଲୋମନ ଯେଉଁ ସମସ୍ତ ଯୋଜନା କରିଥିଲେ, ସହେି ସମସ୍ତ ବିଷଯ ସମ୍ପୂର୍ଣ୍ଣ କରିବା ରେ ସଫଳ ହେଲା।
World English Bible
Thus Solomon finished the house of Yahweh, and the king's house: and all that came into Solomon's heart to make in the house of Yahweh, and in his own house, he prosperously effected.