Home Bibles Parallel ଦିତୀୟ ବଂଶାବଳୀ 6:24

ଦିତୀୟ ବଂଶାବଳୀ 6:24

Parallel verse

ଓଡ଼ିଆ ବାଇବେଲ · World English Bible

Change versions

ଓଡ଼ିଆ ବାଇବେଲ

ଯଦି ତୁମ୍ଭର ଇଶ୍ରାୟେଲର ଲୋକମାନେ ତୁମ୍ଭ ବିରୁଦ୍ଧ ରେ ପାପ କଲେ ଜଣେ ଶତ୍ରୁ ଆସି ହୁଏତ ସମାନଙ୍କେୁ ପରାସ୍ତ କରିପା ରେ। ଆଉ ତା'ପରେ, ଯଦି ଇଶ୍ରାୟେଲର ଲୋକମାନେ ତୁମ୍ଭ ନିକଟକୁ ଫରେି ଆସନ୍ତି ଓ ତୁମ୍ଭ ନିକଟରେ ପାପ ସ୍ବୀକାର କରନ୍ତି ଏବଂ ଏହି ମନ୍ଦିର ରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି ଓ ତୁମ୍ଭର କରୁଣା ଭିକ୍ଷା କରନ୍ତି।

World English Bible

If your people Israel be struck down before the enemy, because they have sinned against you, and shall turn again and confess your name, and pray and make supplication before you in this house;

Choose Theme