ଦିତୀୟ ବଂଶାବଳୀ 29:17
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ପ୍ରଥମ ମାସର ପ୍ରଥମ ଦିନ ରେ ଲବେୀୟମାନେ ପବିତ୍ର ସବୋକାର୍ୟ୍ଯ ନିମନ୍ତେ ନିଜଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେଲେ। ମାସର ଅଷ୍ଟମ ଦିନ ରେ, ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିରର ଅଳିନ୍ଦକୁ ଆସିଲେ। ସଦାପ୍ରଭୁଙ୍କ ମନ୍ଦିରକୁ ପବିତ୍ରରୂପେ ବ୍ଯବହାର କରିବା ପାଇଁ ସମାନେେ ଆହୁରି ଆଠ ଦିନ ପର୍ୟ୍ଯନ୍ତ ସମାନେେ ତାକୁ ପରିଷ୍କାର କଲେ। ସମାନେେ ପ୍ରଥମ ମାସର ଷୋହଳତମ ଦିନ ରେ ତାହା ସମାପ୍ତ କଲେ।
World English Bible
Now they began on the first day of the first month to sanctify, and on the eighth day of the month came they to the porch of Yahweh; and they sanctified the house of Yahweh in eight days: and on the sixteenth day of the first month they made an end.