Home
Bibles
Bible Study with Steffi
Parallel ଦିତୀୟ ବଂଶାବଳୀ 27
Aa
Parallel ଦିତୀୟ ବଂଶାବଳୀ
Chapter 27
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ୟୋଥାମ୍ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଥିଲା ୟିରୁଶା। ୟିରୁଶା ସାଦୋକ୍ଙ୍କର କନ୍ଯା ଥିଲେ।
1
Jotham was twenty-five years old when he began to reign; and he reigned sixteen years in Jerusalem: and his mother's name was Jerushah the daughter of Zadok.
2
ୟୋଥାମ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କର୍ମ କଲେ। ତାଙ୍କର ପିତା ଉଷିୟ ଯେଉଁପରି କରିଥିଲେ, ସେ ସହେିପରି ପରମେଶ୍ବରଙ୍କର ବାଧ୍ଯ ହେଲେ। କିନ୍ତୁ ଯୋଥମ୍ ତାଙ୍କର ପିତାଙ୍କ ପରି ସୁଗନ୍ଧିଧୂପ ଜ୍ବଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରବେଶ କରି ନ ଥିଲେ। କିନ୍ତୁ ଲୋକମାନେ ମନ୍ଦକର୍ମ କରିବା ଜାରି ରଖିଲେ।
2
He did that which was right in the eyes of Yahweh, according to all that his father Uzziah had done: however he didn't enter into the temple of Yahweh. The people did yet corruptly.
3
ୟୋଥାମ୍ ପୁନର୍ବାର ସଦାପ୍ରଭୁଙ୍କ ମନ୍ଦିରର ଉର୍ଦ୍ଧ୍ବସ୍ଥ ଦ୍ବାର ନିର୍ମାଣ କଲେ। ସେ ଓଫଲର୍ ନାମକ ସ୍ଥାନର ପ୍ରାଚୀରକୁ ଅଧିକ ନିର୍ମାଣ କଲେ।
3
He built the upper gate of the house of Yahweh, and on the wall of Ophel he built much.
4
ଯୋଥମ୍ ଯିହୁଦାର ପାର୍ବତ୍ଯାଞ୍ଚଳମାନଙ୍କ ରେ ମଧ୍ଯ ସହରସବୁ ନିର୍ମାଣ କଲେ। ଯୋଥମ୍ ଅରଣ୍ଯ ମଧିଅରେ ଦୃଢ଼ ଦୁର୍ଗ ଓ ଗଡ଼ମାନ ନିର୍ମାଣ କଲେ।
4
Moreover he built cities in the hill-country of Judah, and in the forests he built castles and towers.
5
ଯୋଥମ୍ ଅେମ୍ମାନୀୟ ଲୋକମାନଙ୍କର ରାଜା ଓ ତାଙ୍କର ସୈନ୍ଯଦଳ ବିରୁଦ୍ଧ ରେ ମଧ୍ଯ ୟୁଦ୍ଧ କଲେ ଓ ସମାନଙ୍କେୁ ପରାସ୍ତ କଲେ। ତେଣୁ ତିନିବର୍ଷ ପର୍ୟ୍ଯନ୍ତ ପ୍ରେତ୍ୟକକ ବର୍ଷ ଅମ୍ମାନେୀୟମାନେ ୟୋଥାମ୍ଙ୍କୁ 100 ତାଳନ୍ତ ରୂପା ଦଶ ସହସ୍ର ଗହମ ଓ ଦଶ ସହସ୍ର ବୁଶଇେ ପରିମାଣର ବାର୍ଲି ଦେଲେ।
5
He fought also with the king of the children of Ammon, and prevailed against them. The children of Ammon gave him the same year one hundred talents of silver, and ten thousand measures of wheat, and ten thousand of barley. So much did the children of Ammon render to him, in the second year also, and in the third.
6
ଯୋଥମ୍ ବିଶ୍ବସ୍ତ ଭାବରେ ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କର ବାଧ୍ଯ ହବୋରୁ ପରାକ୍ରମୀ ହାଇେ ଉଠିଲେ।
6
So Jotham became mighty, because he ordered his ways before Yahweh his God.
7
ଯୋଥମ୍ ଅନ୍ୟ ଯେ ସମସ୍ତ କାର୍ୟ୍ଯ କରିଥିଲେ ଓ ସେ କରିଥିବା ୟୁଦ୍ଧର ବିବରଣୀ ଇଶ୍ରାୟେଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲଖାେ ୟାଇଅଛି।
7
Now the rest of the acts of Jotham, and all his wars, and his ways, behold, they are written in the book of the kings of Israel and Judah.
8
ଯୋଥମ୍ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ୟିରୁଶାଲମ ରେ ଷୋହଳ ବର୍ଷ ରାଜତ୍ବ କଲେ।
8
He was five and twenty years old when he began to reign, and reigned sixteen years in Jerusalem.
9
ଏହାପରେ ୟୋଥମ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ। ଆହସ୍ ଯୋଥମ୍ଙ୍କ ସ୍ଥାନ ରେ ରାଜା ହେଲେ। ଆହସ୍ ଯୋଥମ୍ଙ୍କ ପୁତ୍ର ଥିଲେ।
9
Jotham slept with his fathers, and they buried him in the city of David: and Ahaz his son reigned in his place.
Choose Theme