Home
Bibles
Bible Study with Steffi
Parallel ଦିତୀୟ ବଂଶାବଳୀ 26
Aa
Parallel ଦିତୀୟ ବଂଶାବଳୀ
Chapter 26
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଏହାପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍ସିଯଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ମନୋନୀତ କଲେ। ଅମତ୍ସିଯ ଊଷିଯଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବଯସ୍କ ହାଇେଥିବା ସମୟରେ ଏହିପରି ଘଟିଲା।
1
All the people of Judah took Uzziah, who was sixteen years old, and made him king in the room of his father Amaziah.
2
ଊଷିଯ ପୁନର୍ବାର ଏଲତ୍ ସହର ନିର୍ମାଣ କଲେ ଓ ଯିହୁଦାକୁ ତାହା ଫରୋଇ ଦେଲେ। ଅମତ୍ସିଯ ମୃତ୍ଯୁ ଭୋଗ କରିବା ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହବୋପରେ ଉଷିୟ ଏହା କଲେ।
2
He built Eloth, and restored it to Judah, after that the king slept with his fathers.
3
ଉଷିୟ ରାଜା ହବୋ ସମୟରେ ଷୋହଳ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ବାଉନ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ୟିଖଲିଯା। ୟିଖଲିଯା ୟିରୁଶାଲମରୁ ଆସିଥିଲେ।
3
Sixteen years old was Uzziah when he began to reign; and he reigned fifty-two years in Jerusalem: and his mother's name was Jechiliah, of Jerusalem.
4
ଉଷିୟ ଏହିସବୁ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କଲେ। ସେ ତାଙ୍କର ପିତା ଅମତ୍ସିଯଙ୍କ ପରି ପରମେଶ୍ବରଙ୍କୁ ମାନିଲେ।
4
He did that which was right in the eyes of Yahweh, according to all that his father Amaziah had done.
5
ଉଷିୟ ଜିଖରିଯଙ୍କ ଜୀବନକାଳ ମଧିଅରେ ପରମେଶ୍ବରଙ୍କର ଅନୁଗମନ କଲେ। ପରମେଶ୍ବରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ଯ ହବୋକୁ ହବେ, ତାହା ଜିଖରିଯ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତବେେଳେ ସଦାପ୍ରଭୁଙ୍କର ବାଧ୍ଯ ହେଲେ, ପରମେଶ୍ବର ତାଙ୍କୁ ସଫଳତା ଦେଲେ।
5
He set himself to seek God in the days of Zechariah, who had understanding in the vision of God: and as long as he sought Yahweh, God made him to prosper.
6
ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧ ରେ ଗୋଟିଏ ୟୁଦ୍ଧ କଲେ। ସେ ଗାଥ୍, ଯବ୍ନିର ଓ ଅସ୍ଦୋଦ୍ ସହରର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅସ୍ଦୋଦ୍ ସହର ନିକଟରେ ଓ ଅନ୍ଯାନ୍ଯ ସ୍ଥାନ ରେ ପଲେଷ୍ଟୀୟ ଲୋକମାନଙ୍କ ମଧିଅରେ ସହରମାନ ନିର୍ମାଣ କଲେ।
6
He went forth and warred against the Philistines, and broke down the wall of Gath, and the wall of Jabneh, and the wall of Ashdod; and he built cities in the country of Ashdod, and among the Philistines.
7
ପରମେଶ୍ବର ଉଷିୟଙ୍କୁ ପଲେଷ୍ଟୀୟ ଲୋକ, ଗୁର୍-ବାଲ୍ ସହର ରେ ବାସ କରୁଥିବା ଆରବୀଯ ଓ ମଯୂନିଯ ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ରେ ସାହାୟ୍ଯ କଲେ।
7
God helped him against the Philistines, and against the Arabians who lived in Gur Baal, and the Meunim.
8
ଅେମ୍ମାନୀୟମାନେ ଉଷିୟଙ୍କୁ ରାଜକର ଦେଲେ। ମିଶରର ସୀମା ପର୍ୟ୍ଯନ୍ତ ସମସ୍ତ ସ୍ଥାନ ରେ ଉଷିୟଙ୍କ ନାମ ବିଖ୍ଯାତ ହାଇେ ଉଠିଲା, ସେ ବିଖ୍ଯାତ ହେଲେ, କାରଣ ସେ ଅତ୍ଯନ୍ତ ପରାକ୍ରମୀ ଥିଲେ।
8
The Ammonites gave tribute to Uzziah: and his name spread abroad even to the entrance of Egypt; for he grew exceeding strong.
9
ଉଷିୟ ୟିରୁଶାଲମର କଣସ୍ଥିତ ଦ୍ବାର, ଉପତ୍ୟକା ଦ୍ବାର ଓ ପ୍ରାଚୀର ବୁଲିୟାଇଥିବା ସ୍ଥାନ ରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସହେି ଦୁର୍ଗଗୁଡ଼ିକୁ ଦୃଢ଼ କଲେ।
9
Moreover Uzziah built towers in Jerusalem at the corner gate, and at the valley gate, and at the turning of the wall, and fortified them.
10
ଉଷିୟ ମରୁଭୂମି ମଧିଅରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ଯ, ସେ ଅନକେ କୂପ ଖାେଳିଲେ। ପାର୍ବତ୍ଯମଯ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ଯାଞ୍ଚଳ ଓ ଉତ୍ତମ ଶସ୍ଯ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କ ରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନବୋ ନିମନ୍ତେ ସେ ଲୋକମାନଙ୍କୁ ନିୟୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।
10
He built towers in the wilderness, and hewed out many cisterns, for he had much cattle; in the lowland also, and in the plain: and he had farmers and vineyard keepers in the mountains and in the fruitful fields; for he loved farming.
11
ଉଷିୟଙ୍କର ତାଲିମପ୍ରାପ୍ତ ସୈନିକମାନଙ୍କର ଏକ ସୈନ୍ଯଦଳ ଥିଲା। ସହେି ସୈନିକମାନେ ସଚିବ ୟିଯୁଯଲେଲ୍ ଓ ପଦାଧିକାରୀ ମା ସଯଙ୍କେ ଦ୍ବାରା ବିଭିନ୍ନ ଦଳ ରେ ଭର୍ତ୍ତି କରାୟାଇ ଥିଲେ। ହାନାନୀଯ ସମାନଙ୍କେର ନେତା ଥିଲେ। ୟିଯୂଯେଲ୍ ଓ ମା ସଯେ ସହେି ସୈନିକମାନଙ୍କୁ ଗଣନା କରୁଥିଲେ ଓ ବିଭିନ୍ନ ଦଳଭୁକ୍ତ କରୁଥିଲେ। ହାନାନୀଯ ରାଜାଙ୍କର ଜଣେ ପଦାଧିକାରୀ ଥିଲେ।
11
Moreover Uzziah had an army of fighting men, who went out to war by bands, according to the number of their reckoning made by Jeiel the scribe and Maaseiah the officer, under the hand of Hananiah, one of the king's captains.
12
ସୈନିକମାନଙ୍କ ଉପରେ 2,600 ଜଣେ ନେତା ଥିଲେ।
12
The whole number of the heads of fathers' houses, even the mighty men of valor, was two thousand and six hundred.
13
ସହେି ନେତାମାନେ 307 ,500 ଜଣ ଲୋକଙ୍କର ଦାଯିତ୍ବ ରେ ଥିଲେ, ଯେଉଁମାନେ ମହାପରାକ୍ରମ ସହ ୟୁଦ୍ଧ କରୁଥିଲେ। ସହେି ସୈନିକମାନେ ରାଜାଙ୍କୁ ଶତ୍ରୁ ବିରୁଦ୍ଧ ରେ ସାହାୟ୍ଯ କରୁଥିଲେ।
13
Under their hand was an army, three hundred thousand and seven thousand and five hundred, who made war with mighty power, to help the king against the enemy.
14
ଉଷିୟ ସୈନ୍ଯଦଳକୁ ଢ଼ାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟଣେୀ ପାଇଁ ପଥର ଦେଲେ।
14
Uzziah prepared for them, even for all the host, shields, and spears, and helmets, and coats of mail, and bows, and stones for slinging.
15
ୟିରୁଶାଲମ ରେ ଉଷିୟ ଚତୁର ଲୋକମାନଙ୍କ ଦ୍ବାରା ଉଦ୍ଭାବିତ ମସେିନ୍ସବୁ ନିର୍ମାଣ କଲେ। ସହେି ମସେିନ୍ଗୁଡ଼ିକ ଦୁର୍ଗ ଓ କଣସ୍ଥିତ ପ୍ରାଚୀର ଉପରେ ରଖାଗଲା। ସହେି ମସେିନ୍ଗୁଡ଼ିକ ତୀର ଓ ପଥର କ୍ଷପେଣ କରିପାରୁ ଥିଲା। ଉଷିୟ ବିଖ୍ଯାତ ହାଇେ ଉଠିଲେ। ଦୂରଦୂରାନ୍ତର ସ୍ଥାନର ଲୋକମାନେ ସୁଦ୍ଧା ତାଙ୍କର ନାମ ଜାଣିଥିଲେ। ତାଙ୍କୁ ପ୍ରଚୁର ସାହାୟ୍ଯ ମିଳୁଥିଲା ଓ ସେ ଜଣେ ପରାକ୍ରମଶାଳୀ ରାଜା ହାଇେ ଉଠିଲେ।
15
He made in Jerusalem engines, invented by skillful men, to be on the towers and on the battlements, with which to shoot arrows and great stones. His name spread far abroad; for he was marvelously helped, until he was strong.
16
କିନ୍ତୁ ଉଷିୟ ଯେତବେେଳେ ଶକ୍ତିଶାଳୀ ହାଇେ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ହାଇେ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବଦେୀ ଉପରେ ସୁଗନ୍ଧିଧୂପ ଜ୍ବଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
16
But when he was strong, his heart was lifted up, so that he did corruptly, and he trespassed against Yahweh his God; for he went into the temple of Yahweh to burn incense on the altar of incense.
17
ଅସରିଯ ଯାଜକ ଓ ସଦାପ୍ରଭୁଙ୍କ ସବୋକାର୍ୟ୍ଯ କରୁଥିବା ଅଶୀ ଜଣ ସାହସୀ ୟୁବକମାନେ ଉଷିୟଙ୍କ ପେଛ ପେଛ ମନ୍ଦିର ମଧ୍ଯକୁ ଗଲେ।
17
Azariah the priest went in after him, and with him eighty priests of Yahweh, who were valiant men:
18
ସମାନେେ ଉଷିୟଙ୍କୁ କହିଲେ, ଯେ, ସେ ଭୂଲ କାର୍ୟ୍ଯ କରୁଛନ୍ତି। ସମାନେେ ତାଙ୍କୁ କହିଲେ, ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଧୂପ ଜ୍ବଳାଇବା ତୁମ୍ଭର କାର୍ୟ୍ଯ ନୁହେଁ। ଏହି କାର୍ୟ୍ଯ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ।ଯାଜକ ଓ ହାରୋଣଙ୍କ ବଂଶଧରମାନେ କବଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁଗନ୍ଧିଧୂପ ଜ୍ବଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ବଳାଇବାର ପବିତ୍ର ସବୋକାର୍ୟ୍ଯ ନିମନ୍ତେ ତାଲିମପ୍ରାପ୍ତ ହାଇେଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ୟାଅ। ତୁମ୍ଭେ ବିଶ୍ବସ୍ତ ହାଇେ ନାହଁ। ସଦାପ୍ରଭୁ ପରମେଶ୍ବର ଏଥି ନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।
18
and they withstood Uzziah the king, and said to him, It pertains not to you, Uzziah, to burn incense to Yahweh, but to the priests the sons of Aaron, who are consecrated to burn incense: go out of the sanctuary; for you have trespassed; neither shall it be for your honor from Yahweh God.
19
କିନ୍ତୁ ଉଷିୟ କୋରଧାନ୍ବିତ ହେଲେ। ସୁଗନ୍ଧିଧୂପ ଜଳାଇବା ନିମନ୍ତେ ସେ ତାଙ୍କ ହାତ ରେ ଏକ ପାତ୍ର ଧରିଥିଲେ। ଉଷିୟ ଯାଜକମାନଙ୍କ ଉପରେ କୋର୍ଧ କରୁଥିବା ସମୟରେ ହିଁ କୁଷ୍ଠ ରୋଗ ତାଙ୍କର କପାଳ ରେ ପ୍ରକାଶ ପାଇଲା। ଏହା ସଦାପ୍ରଭୁଙ୍କ ମନ୍ଦିର ରେ, ସୁଗନ୍ଧି ଧୂପର ୟଜ୍ଞବଦେୀ ନିକଟରେ ଯାଜକମାନଙ୍କ ସମ୍ମୁଖ ରେ ଘଟିଲା।
19
Then Uzziah was angry; and he had a censer in his hand to burn incense; and while he was angry with the priests, the leprosy broke forth in his forehead before the priests in the house of Yahweh, beside the altar of incense.
20
ପ୍ରଧାନ ଯାଜକ ଅସରିଯ ଓ ଅନ୍ୟ ସମସ୍ତ ଯାଜକମାନେ ଉଷିୟଙ୍କ ପ୍ରତି ଅନାଇଲେ। ସମାନେେ ତାଙ୍କ କପାଳ ରେ କୁଷ୍ଠରୋଗର ଚିହ୍ନ ଦେଖିବାକୁ ପାଇଲେ। ଏଣୁ ଯାଜକମାନେ ଅତିଶୀଘ୍ର ଉଷିୟଙ୍କୁ ବଳପୂର୍ବକ ମନ୍ଦିରରୁ ବାହାର କରି ଦେଲେ। ଉଷିୟ ନିଜେ ତରତର ହାଇେ ବାହାରି ଗଲେ, କାରଣ ସଦାପ୍ରଭୁ ତାହାଙ୍କୁ ଦଣ୍ଡିତ କରିଥିଲେ।
20
Azariah the chief priest, and all the priests, looked on him, and, behold, he was leprous in his forehead, and they thrust him out quickly from there; yes, himself hurried also to go out, because Yahweh had struck him.
21
ରାଜା ଉଷିୟ ଜଣେ କୁଷ୍ଠ ରୋଗଗ୍ରସ୍ଥ। ସେ ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ପ୍ରବେଶ କରିପାରିବେ ନାହିଁ। ଉଷିୟଙ୍କ ପୁତ୍ର ଯୋଥମ୍ ରାଜାଙ୍କ ଗୃହକୁ ନିଯନ୍ତ୍ରଣ କଲେ ଓ ଲୋକମାନଙ୍କର ରାଜ୍ଯପାଳ ହେଲେ।
21
Uzziah the king was a leper to the day of his death, and lived in a separate house, being a leper; for he was cut off from the house of Yahweh: and Jotham his son was over the king's house, judging the people of the land.
22
ଉଷିୟ ଅନ୍ୟ ଯେଉଁ ସମସ୍ତ କାର୍ୟ୍ଯ କରିଥିଲେ, ସହେିସବୁ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଆମାେସ୍ଙ୍କ ପୁତ୍ର ଭବିଷ୍ଯତ୍ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲଖାେ ୟାଇଅଛି।
22
Now the rest of the acts of Uzziah, first and last, did Isaiah the prophet, the son of Amoz, write.
23
ଉଷିୟ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ନିକଟରେ କବର ପାଇଲେ। ଉଷିୟ ରାଜାମାନଙ୍କ କବରସ୍ଥାନ ନିକଟସ୍ଥ କ୍ଷତେ ରେ କବର ପାଇଲେ। କାହିଁକି ? କାରଣ ଲୋକମାନେ କହିଲେ, ଉଷିୟଙ୍କଠା ରେ କୁଷ୍ଠରୋଗ ଥିଲା। ଆଉ ୟୋଥମ୍ ଉଷିୟଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ୟୋଥମ୍ ଉଷିୟଙ୍କ ପୁତ୍ର ଥିଲେ।
23
So Uzziah slept with his fathers; and they buried him with his fathers in the field of burial which belonged to the kings; for they said, He is a leper: and Jotham his son reigned in his place.
Choose Theme