Home Bibles Parallel ଦିତୀୟ ବଂଶାବଳୀ 23:10

ଦିତୀୟ ବଂଶାବଳୀ 23:10

Parallel verse

ଓଡ଼ିଆ ବାଇବେଲ · World English Bible

Change versions

ଓଡ଼ିଆ ବାଇବେଲ

ଏହାପରେ ଯିହାୟୋଦାରଦା ଲୋକମାନଙ୍କୁ କେଉଁଠା ରେ ଛିଡ଼ା ହବୋକୁ ପଡ଼ିବ, ତାହା କହିଲେ। ପ୍ରେତ୍ୟକକ ବ୍ଯକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତ ରେ ଧରିଲା। ମନ୍ଦିରର ଦକ୍ଷିଣ ପାଶର୍‌ବରୁ ମନ୍ଦିରର ବାମପାଶର୍‌ବ ୟାଏଁ ଲୋକମାନେ ଠିଆ ହାଇେ ରହିଲେ। ସମାନେେ ୟଜ୍ଞବଦେୀ ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହାଇେ ରହିଲେ।

World English Bible

He set all the people, every man with his weapon in his hand, from the right side of the house to the left side of the house, along by the altar and the house, by the king round about.

Choose Theme