Home
Bibles
Bible Study with Steffi
Parallel ଦିତୀୟ ବଂଶାବଳୀ 19
Aa
Parallel ଦିତୀୟ ବଂଶାବଳୀ
Chapter 19
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଯିହୁଦାର ରାଜା ଯିହାଶାଫେଟ୍ ନିରାପଦ ରେ ୟିରୁଶାଲମ ରେ ନିଜ ଗୃହକୁ ଫରେି ଆସିଲେ।
1
Jehoshaphat the king of Judah returned to his house in peace to Jerusalem.
2
ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।
2
Jehu the son of Hanani the seer went out to meet him, and said to king Jehoshaphat, Should you help the wicked, and love those who hate Yahweh? for this thing wrath is on you from before Yahweh.
3
କିନ୍ତୁ ତୁମ୍ଭେ ଜୀବନ ରେ କେତକେ ଉତ୍ତମ ବିଷଯ କରିଅଛ। ତୁମ୍ଭେ ଏହି ଦେଶରୁ ଆଶରୋ ସ୍ତମ୍ଭଗୁଡ଼ିକୁ ଧ୍ବଂସ କରି ଦଇେଅଛ ଓ ତୁମ୍ଭେ ପରମେଶ୍ବରଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭ ଅନ୍ତର ରେ ସିଦ୍ଧାନ୍ତ ନଇେଅଛ।
3
Nevertheless there are good things found in you, in that you have put away the Asheroth out of the land, and have set your heart to seek God.
4
ଯିହାଶାଫେଟ୍ ୟିରୁଶାଲମ ରେ ବାସ କରୁଥିଲେ। ସେ ବେର୍ଶବୋର ଲୋକମାନଙ୍କ ମଧ୍ଯରୁ ଇଫ୍ରଯିମ୍ର ପାର୍ବତ୍ଯମଯ ଦେଶକୁ ବାହାରି ଗଲେ। ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ସହେି ଲୋକମାନଙ୍କୁ ଯିହାଶାଫେଟ୍ ପୁଣି ଫରୋଇ ଆଣିଲେ, ୟିଏ କି ସମାନଙ୍କେର ପୂର୍ବପୁରୁଷଗଣଙ୍କର ଅନୁସରଣ କରୁଥିଲେ।
4
Jehoshaphat lived at Jerusalem: and he went out again among the people from Beersheba to the hill-country of Ephraim, and brought them back to Yahweh, the God of their fathers.
5
ଯିହାଶାଫେଟ୍ ଯିହୁଦାର ସମସ୍ତ ନଗର ରେ ବିଚାରକର୍ତ୍ତାମାନଙ୍କୁ ନିୟୁକ୍ତ କଲେ। ଯିହୁଦାର ପ୍ରତିଟି ସୁଦୃଢ଼ ଦୁର୍ଗ ରେ ରହିବା ନିମନ୍ତେ ସେ ବିଚାରକର୍ତ୍ତାମାନଙ୍କୁ ନିୟୁକ୍ତ କଲେ।
5
He set judges in the land throughout all the fortified cities of Judah, city by city,
6
ଯିହାଶାଫେଟ୍ ଏହି ବିଚାରକର୍ତ୍ତାମାନଙ୍କୁ କହିଲେ, ତୁମ୍ଭମାନେେ ଯାହା କହୁଅଛ, ସେ ବିଷଯ ରେ ବିଶଷେ ସାବଧାନ ହୁଅ, କାରଣ ଲୋକମାନେ ବିଚାର କଲା ପରି ତୁମ୍ଭମାନେେ ନିଶ୍ଚିତ ସପରେି ବିଚାର କରିବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପରି କରିବ। ଯେତବେେଳେ ତୁମ୍ଭମାନେେ ଗୋଟିଏ ନିଷ୍ପତ୍ତି ନବେ, ସେତବେେଳେ ସଦାପ୍ରଭୁ ତୁମ୍ଭ ସହିତ ଥିବେ।
6
and said to the judges, Consider what you do: for you don't judge for man, but for Yahweh; and he is with you in the judgment.
7
ବର୍ତ୍ତମାନ ତୁମ୍ଭମାନେେ ପ୍ରେତ୍ୟକକ ସଦାପ୍ରଭୁଙ୍କୁ ନିତାନ୍ତ ଭୟ କରିବ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ନ୍ଯାଯବାନ ଅଟନ୍ତି, ତେଣୁ ତୁମ୍ଭମାନେେ ଯାହା କର, ସେ ବିଷଯ ରେ ବିଶଷେ ସାବଧାନ ହୁଅ। ସଦାପ୍ରଭୁ କୌଣସି ମନୁଷ୍ଯକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଗୁରୁତ୍ବ ଦିଅନ୍ତି ନାହିଁ। ଆଉ, ସେ ତାଙ୍କର ନିଷ୍ପତ୍ତି ବଦଳାଇବାକୁ ଲାଞ୍ଚ ନିଅନ୍ତି ନାହିଁ।
7
Now therefore let the fear of Yahweh be on you; take heed and do it: for there is no iniquity with Yahweh our God, nor respect of persons, nor taking of bribes.
8
ୟିରୁଶାଲମ ରେ ୟିହୋଶାଫଟ୍ କେତକେ ଲବେୀୟ, ଯାଜକ ଓ ଇଶ୍ରାୟେଲୀୟ ବଂଶର ନେତାମାନଙ୍କୁ ବିଚାରକର୍ତ୍ତା ରୂପେ ମନୋନୀତ କଲେ। ୟିରୁଶାଲମର ଲୋକମାନଙ୍କର ସମସ୍ଯା ସମାଧାନ କରିବା ନିମନ୍ତେ ଏହି ଲୋକମାନଙ୍କୁ ସଦାପ୍ରଭୁଙ୍କ ନିଯମ ବ୍ଯବହାର କରିବାର ଥିଲା।
8
Moreover in Jerusalem did Jehoshaphat set of the Levites and the priests, and of the heads of the fathers' houses of Israel, for the judgment of Yahweh, and for controversies. They returned to Jerusalem.
9
ଯିହାଶାଫେଟ୍ ସମାନଙ୍କେୁ କେତକେ ଆଦେଶ ଦେଲେ। ଯିହାଶାଫେଟ୍ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର ସମସ୍ତ ଅନ୍ତଃକରଣ ସହିତ ବିଶ୍ବସ୍ତ ଭାବରେ ସବୋ କରିବ, ତୁମ୍ଭମାନେେ ସଦାପ୍ରଭୁଙ୍କୁ ଭୟ କରିବ।
9
He charged them, saying, Thus shall you do in the fear of Yahweh, faithfully, and with a perfect heart.
10
ତୁମ୍ଭମାନଙ୍କ ନିକଟକୁ ହତ୍ଯା, ଆଇନ୍ ଅମାନ୍ଯ, ଶାସନ ଓ ଅନ୍ୟ ଆଇନ୍ ସମ୍ପର୍କିତ ମାମଲାମାନ ଆସିବ, ଏହିସବୁ ମାମଲା ଏହି ନଗର ରେ ବାସ କରୁଥିବା ତୁମ୍ଭମାନଙ୍କର ଭ୍ରାତାମାନଙ୍କର ମଧ୍ଯରୁ ହିଁ ଆସିବ। ଏହିସବୁ ମାମଲା ରେ ତୁମ୍ଭମାନେେ ଲୋକମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ ନ କରିବା ନିମନ୍ତେ ସତର୍କ କରାଇଦବେ। ଯଦି ତୁମ୍ଭମାନେେ ବିଶ୍ବସ୍ତ ଭାବେ ସବୋ କରିବ ନାହିଁ, ତବେେ ତୁମ୍ଭ ବିରୁଦ୍ଧ ରେ ଓ ତୁମ୍ଭମାନଙ୍କ ଭ୍ରାତାମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁଙ୍କ କୋପ ବର୍ତ୍ତିବ। ଏହିପରି କର, ତବେେ ତୁମ୍ଭମାନେେ ଦୋଷୀ ହବେ ନାହିଁ।
10
Whenever any controversy shall come to you from your brothers who dwell in their cities, between blood and blood, between law and commandment, statutes and ordinances, you shall warn them, that they not be guilty towards Yahweh, and so wrath come on you and on your brothers: this do, and you shall not be guilty.
11
ଅମରିଯ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସେ ତୁମ୍ଭମାନଙ୍କର ମାଲିକ ହବେେ। ଆଉ ରାଜାଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସବଦିଯ ତୁମ୍ଭମାନଙ୍କର ମାଲିକ ହବେେ। ସବଦିଯଙ୍କ ପିତାଙ୍କର ନାମ ଇଶ୍ମାଯଲେ ଅଟେ। ସବଦିଯ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ଯ, ଲବେୀୟମାନେ ତୁମ୍ଭମାନଙ୍କୁ ସାହାୟ୍ଯ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭମାନେେ ସମସ୍ତ କାର୍ୟ୍ଯ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସମାନଙ୍କେର ସହିତ ରହନ୍ତି।
11
Behold, Amariah the chief priest is over you in all matters of Yahweh; and Zebadiah the son of Ishmael, the ruler of the house of Judah, in all the king's matters: also the Levites shall be officers before you. Deal courageously, and Yahweh be with the good.
Choose Theme