Home Bibles ☰ Books Parallel ପ୍ରଥମ ରାଜାବଳୀ 20:36

ପ୍ରଥମ ରାଜାବଳୀ 20:36

Parallel verse

ଓଡ଼ିଆ ବାଇବେଲ · World English Bible

Change versions

ଓଡ଼ିଆ ବାଇବେଲ

ତେଣୁ ପ୍ରଥମ ଭବିଷ୍ଯଦ୍ବକ୍ତା କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ପାଳନ କଲ ନାହିଁ। ତେଣୁ ତୁମ୍ଭେ ଏସ୍ଥାନ ତ୍ଯାଗ କଲା ବେଳେ ଗୋଟିଏ ସିଂହ ତୁମ୍ଭକୁ ବଧ କରିବ। ଯେତବେେଳେ ଦ୍ବିତୀୟ ଭବିଷ୍ଯଦ୍ବକ୍ତା ସେ ସ୍ଥାନରୁ ଗଲା, ଗୋଟିଏ ସିଂହ ତାକୁ ବଧ କଲା।

World English Bible

Then said he to him, Because you have not obeyed the voice of Yahweh, behold, as soon as you are departed from me, a lion shall kill you. As soon as he was departed from him, a lion found him, and killed him.

Choose Theme