Home
Bibles
Bible Study with Steffi
Parallel ପ୍ରଥମ ରାଜାବଳୀ 13
Aa
Parallel ପ୍ରଥମ ରାଜାବଳୀ
Chapter 13
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ସଦାପ୍ରଭୁ ଯିହୁଦା ରେ ଥିବା ଏକ ପରମେଶ୍ବରଙ୍କ ଲୋକକୁ ବୈଥଲେ ୟିବାକୁ ଆଦେଶ ଦେଲେ। ଯେତବେେଳେ ୟାରବିଯାମ ୟଜ୍ଞବଦେୀ ନିକଟରେ ଧୂପ ଜଳାଇବା ପାଇଁ ଛିଡା ହାଇେଥିଲେ ସେତବେେଳେ ପରମେଶ୍ବରଙ୍କ ଲୋକ ସଠାେରେ ଉପସ୍ଥିତ ହେଲେ।
1
Behold, there came a man of God out of Judah by the word of Yahweh to Beth El: and Jeroboam was standing by the altar to burn incense.
2
ସଦାପ୍ରଭୁଙ୍କ ନିର୍ଦ୍ଦେଶ ରେ ପରମେଶ୍ବରଙ୍କ ସହେି ଲୋକ ଜଣକ ୟଜ୍ଞବଦେୀ ବିପକ୍ଷ ରେ ଉଚ୍ଚସ୍ବର ରେ କହିଲେ,
2
He cried against the altar by the word of Yahweh, and said, altar, altar, thus says Yahweh: Behold, a son shall be born to the house of David, Josiah by name; and on you shall he sacrifice the priests of the high places who burn incense on you, and men's bones shall they burn on you.
3
ଆଉ ସହେି ପରମେଶ୍ବରଙ୍କ ଲୋକ ସହେିଦିନ ଏକ ଚିହ୍ନ ଦଇେ କହିଲେ, ଭବିଷ୍ଯତ ରେ ଏହା ହବେ। 'ଏଠାକୁ ଦେଖ, ଏହି ବଦେୀ ଖଣ୍ତ ଖଣ୍ତ ହାଇେ ଭାଙ୍ଗି ପଡିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡି ହାଇେ ପଡିବ।'
3
He gave a sign the same day, saying, This is the sign which Yahweh has spoken: Behold, the altar shall be torn, and the ashes that are on it shall be poured out.
4
ବୈଥଲେ ରେ ୟଜ୍ଞବଦେୀ ବିଷଯ ରେ ପରମେଶ୍ବରଙ୍କ ଲୋକ ମୁହଁରୁ ରାଜା ୟାରବଯାମ ଏହି ବାର୍ତ୍ତା ଶୁଣିଲେ। ସେ ସହେି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, ତାକୁ ବନ୍ଦୀ କର! ମାତ୍ର ରାଜା ତାହା ବିରୁଦ୍ଧ ରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତତ୍କ୍ଷଣାତ୍ ପକ୍ଷଘାତ ହାଇଗେଲା।
4
It happened, when the king heard the saying of the man of God, which he cried against the altar in Bethel, that Jeroboam put forth his hand from the altar, saying, Lay hold on him. His hand, which he put forth against him, dried up, so that he could not draw it back again to him.
5
ଆଉ ମଧ୍ଯ ପରମେଶ୍ବରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ଯ ଦ୍ବାରା ଯେଉଁ ସଙ୍କତେ ଦଇେଥିଲେ, ବଳିଦାନର ୟଜ୍ଞବଦେୀ ଭାଙ୍ଗି ଖଣ୍ତ ଖଣ୍ତ ହାଇଗେଲା ଓ ଭସ୍ମ ଅଜାଡି ହାଇେ ପଡିଲା।
5
The altar also was torn, and the ashes poured out from the altar, according to the sign which the man of God had given by the word of Yahweh.
6
ତା'ପରେ ରାଜା ୟାରବିଯାମ ପରମେଶ୍ବରଙ୍କ ଲୋକକୁ ନିବଦନେ କରି କହିଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ମାରେବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।
6
The king answered the man of God, Entreat now the favor of Yahweh your God, and pray for me, that my hand may be restored me again. The man of God entreated Yahweh, and the king's hand was restored him again, and became as it was before.
7
ତା'ପରେ ରାଜା ପରମେଶ୍ବରଙ୍କ ଲୋକଙ୍କୁ କହିଲେ, ତୁମ୍ଭେ ମାେ ସହିତ ଗୃହକୁ ଆସ। ମାେ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦବୋ ପାଇଁ ଯାଉଅଛି।
7
The king said to the man of God, Come home with me, and refresh yourself, and I will give you a reward.
8
ମାତ୍ର ପରମେଶ୍ବରଙ୍କ ଲୋକ ରାଜାଙ୍କୁ କହିଲେ, ତୁମ୍ଭେ ଆପଣା ରାଜ୍ଯର ଅର୍ଦ୍ଧକେ ଅଂଶ ଦେଲେ ମଧ୍ଯ ମୁଁ ତୁମ୍ଭ ସହିତ ୟିବି ନାହିଁ। ଆଉ ମଧ୍ଯ ମୁଁ ଏ ସ୍ଥାନ ରେ ଅନ୍ନ ସ୍ପର୍ଶ କରିବି ନାହିଁ କିମ୍ବା ଜଳ ପାନ କରିବି ନାହିଁ।
8
The man of God said to the king, If you will give me half your house, I will not go in with you, neither will I eat bread nor drink water in this place;
9
କାରଣ ଅନ୍ନ ଜଳ ସ୍ପର୍ଶ ନ କରିବାକୁ ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଛନ୍ତି। ଆଉ ମଧ୍ଯ ସଦାପ୍ରଭୁଙ୍କର ଆଦେଶ ଅଛି, ତୁମ୍ଭେ ଯେଉଁ ପଥରେ ଆସିଛ, ସହେି ପଥରେ ଫରେିବ ନାହିଁ।
9
for so was it charged me by the word of Yahweh, saying, You shall eat no bread, nor drink water, neither return by the way that you came.
10
ତେଣୁ ସେ ବୈଥଲକେୁ ଯେଉଁ ପଥରେ ଆସିଥିଲା, ସେ ପଥରେ ନ ଫରେି ଅନ୍ୟ ପଥରେ ଫରେିଲା।
10
So he went another way, and didn't return by the way that he came to Bethel.
11
ସେ ସମୟରେ ବୈଥଲେ ରେ ଜଣେ ପ୍ରାଚୀନ ଭବିଷ୍ଯଦବକ୍ତା ବାସ କରୁଥିଲେ। ତାଙ୍କର ପୁତ୍ରମାନେ ଆସି ବୈଥଲେ ରେ ପରମେଶ୍ବରଙ୍କ ଲୋକ ଯାହା ଯାହା କରିଥିଲେ ତାହାସବୁ ତାଙ୍କୁ ଜଣାଇଲେ। ସମାନେେ ପରମେଶ୍ବରଙ୍କ ଲୋକ ୟାରବିଯାମ ରାଜାଙ୍କୁ ଯାହା କହିଥିଲେ ତାହା ମଧ୍ଯ ଆପଣା ପିତାଙ୍କୁ ଜଣାଇଲେ।
11
Now there lived an old prophet in Bethel; and one of his sons came and told him all the works that the man of God had done that day in Bethel: the words which he had spoken to the king, them also they told to their father.
12
ସମାନଙ୍କେ ପିତା ସମାନଙ୍କେୁ ପଚାରିଲେ, ସେ କେଉଁ ପଥରେ ଫରେିଲେ? ପରମେଶ୍ବରଙ୍କ ଲୋକ ଯିହୁଦାରୁ ଯେଉଁ ପଥରେ ୟାଇଥିଲେ, ତାହା ସମାନେେ ତାଙ୍କର ପିତାଙ୍କୁ ଦଖାଇେଲେ।
12
Their father said to them, Which way did he go? Now his sons had seen which way the man of God went, who came from Judah.
13
ବୃଦ୍ଧ ଯାଜକ ତା'ର ପୁତ୍ରମାନଙ୍କୁ ତା'ର ଗଧକୁ ସଜାଇବାକୁ କହିଲେ ଏବଂ ସେ ଶିଘ୍ର ୟାତ୍ରା କଲେ।
13
He said to his sons, Saddle me the donkey. So they saddled him the donkey; and he rode thereon.
14
ଏହାପରେ ସେ ପରମେଶ୍ବରଙ୍କ ଲୋକର ପେଛ ପେଛ ୟାଇ ତାଙ୍କୁ ଗୋଟିଏ ଆଲୋନ ବୃକ୍ଷ ମୂଳ ରେ ବସିଥିବାର ଦେଖିଲେ, ସେ ତାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୁଦାରୁ ଆଗତ ପରମେଶ୍ବରଙ୍କ ଲୋକ?
14
He went after the man of God, and found him sitting under an oak; and he said to him, Are you the man of God who came from Judah? He said, I am.
15
ତେଣୁ ସେ ତାଙ୍କୁ ଅନୁ ରୋଧ କଲେ, ମାେ ଗୃହକୁ ଆସ ଓ ମାେ ସହିତ ଭୋଜନ କର।
15
Then he said to him, Come home with me, and eat bread.
16
ମାତ୍ର ପରମେଶ୍ବରଙ୍କ ଲୋକ ଉତ୍ତର ଦେଲେ, ମୁଁ ତୁମ୍ଭ ସହିତ ତୁମ୍ଭ ଗୃହକୁ ୟାଇପାରିବି ନାହିଁ କି ତୁମ୍ଭ ସହିତ ଏ ସ୍ଥାନ ରେ ପାନ ବା ଭୋଜନ କରିବି ନାହିଁ।
16
He said, I may not return with you, nor go in with you; neither will I eat bread nor drink water with you in this place:
17
କାରଣ ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଛନ୍ତି, 'ତୁମ୍ଭେ ଭୋଜନ କରିବ ନାହିଁ କି ଜଳପାନ ଏଠା ରେ କରିବ ନାହିଁ। ଏବଂ ଯେଉଁ ପଥ ଦଇେ ଆସିଥିଲ,ସହେି ପଥ ଦଇେ ଫରେି ୟାଅନାହିଁ।'
17
for it was said to me by the word of Yahweh, You shall eat no bread nor drink water there, nor turn again to go by the way that you came.
18
ଏଥି ରେ ବୃଦ୍ଧ ଭବିଷ୍ଯଦ୍ବକ୍ତା କହିଲେ, ମୁଁ ମଧ୍ଯ ତୁମ୍ଭ ପରି ଜଣେ ଭବିଷ୍ଯଦ୍ବକ୍ତା। ତା'ପରେ ସେ ମିଥ୍ଯା କହି ତାଙ୍କୁ ଜଣାଇଲେ, ଜଣେ ଦୂତ ସଦାପ୍ରଭୁଙ୍କ ଦ୍ବାରା ପ୍ ରରେିତ ହାଇେ ମାେତେ କହିଲେ ତୁମ୍ଭେ ପରମେଶ୍ବରଙ୍କ ଲୋକଙ୍କୁ ତୁମ୍ଭ ଗୃହକୁ ନଇେ ତୁମ୍ଭ ସହିତ ଅନ୍ନ ଭୋଜନ ଓ ଜଳପାନ କରାଅ।
18
He said to him, I also am a prophet as you are; and an angel spoke to me by the word of Yahweh, saying, Bring him back with you into your house, that he may eat bread and drink water. But he lied to him.
19
ତେଣୁ ପରମେଶ୍ବରଙ୍କ ଲୋକ ତାଙ୍କ ସହିତ ତାଙ୍କ ଗୃହକୁ ୟାଇ ଅନ୍ନ ଭୋଜନ ଓ ଜଳପାନ କଲେ।
19
So he went back with him, and ate bread in his house, and drank water.
20
ଯେତବେେଳେ ସମାନେେ ମଜେ ନିକଟରେ ବସିଥିଲେ, ସଦାପ୍ରଭୁଙ୍କ ବାକ୍ଯ ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା। ୟିଏକି ତାଙ୍କୁ ତା'ର ଘରକୁ ଆଣିଥିଲା।
20
It happened, as they sat at the table, that the word of Yahweh came to the prophet who brought him back;
21
ଯିହୁଦାରୁ ସହେି ପରମେଶ୍ବରଙ୍କ ଲୋକକୁ ଭବିଷ୍ଯଦ୍ବକ୍ତା କହିଲେ, ସଦାପ୍ରଭୁ କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯର ବିରୁଦ୍ଧାଚରଣ କରିଅଛ। ତୁମ୍ଭେ ଆଜ୍ଞା ପାଳନ କରିନାହଁ। ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଆଜ୍ଞା ଦେଲେ।
21
and he cried to the man of God who came from Judah, saying, Thus says Yahweh, Because you have been disobedient to the mouth of Yahweh, and have not kept the commandment which Yahweh your God commanded you,
22
ସଦାପ୍ରଭୁ ତୁମ୍ଭଙ୍କୁ ଆଦେଶ କରିଥିଲେ ତୁମ୍ଭେ ଏ ସ୍ଥାନ ରେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ମାତ୍ର ତୁମ୍ଭେ ଫରେି ଆସିଲ ଓ ଅନ୍ନ ଭୋଜନ ଓ ଜଳ ପାନ କଲ। ତେଣୁ ତୁମ୍ଭର ଶବକୁ ତୁମ୍ଭ ପିତୃଲୋକମାନଙ୍କ ସହିତ କବର ଦିଆ ହବେ ନାହିଁ।
22
but came back, and have eaten bread and drunk water in the place of which he said to you, Eat no bread, and drink no water; your body shall not come to the tomb of your fathers.
23
ପରମେଶ୍ବରଙ୍କ ଲୋକ ଅନ୍ନ ଭୋଜନ ଓ ଜଳପାନ କଲାପରେ ସେ ଭବିଷ୍ଯଦ୍ବକ୍ତା ତାଙ୍କର ଗଧଟିକୁ ସଜାଇ ଦେଲେ ଓ ସେ ଲୋକଟି ସେ ସ୍ଥାନ ପରିତ୍ଯାଗ କଲା।
23
It happened, after he had eaten bread, and after he had drunk, that he saddled for him the donkey, to wit, for the prophet whom he had brought back.
24
ଗୃହ ଅଭିମୁଖେ ୟାତ୍ରା କରୁଥିବା ସମୟରେ ପଥ ମଧିଅରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସହେି ପଥ ମଧିଅରେ ପଡି ରହିଲା! ଗଧ ଓ ସିଂହ ସହେି ଶବ ନିକଟରେ ଛିଡା ହାଇେ ରହିଲେ।
24
When he was gone, a lion met him by the way, and killed him: and his body was cast in the way, and the donkey stood by it; the lion also stood by the body.
25
ଏହାପରେ ସହେି ପଥରେ ଯାଉଥିବା କେତକେ ଲୋକ ଶବଟି ପଡିଥିବାର ଓ ଶବ ନିକଟରେ ସିଂହ ଠିଆ ହାଇେଥିବାର ଦେଖିଲେ। ତା'ପରେ ସମାନେେ ବୃଦ୍ଧ ଭବିଷ୍ଯଦ୍ବକ୍ତାଙ୍କ ନିକଟକୁ ଆସିଲେ ଓ ଯାହା ରାସ୍ତା ଉପରେ ଦେଖିଥିଲେ ତାହା ଜଣାଇଲେ।
25
Behold, men passed by, and saw the body cast in the way, and the lion standing by the body; and they came and told it in the city where the old prophet lived.
26
ଏହା ଶୁଣିକି ବୃଦ୍ଧ ଭବିଷ୍ଯଦ୍ବକ୍ତା ୟିଏ ପରମେଶ୍ବରଙ୍କ ଲୋକକୁ ଫରୋଇ ଆଣି ଥିଲେ, ଏବଂ ତାକୁ ଖାଦ୍ୟ ଓ ଜଳ ଦଇେଥିଲେ, ସେ କହିଲେ, ସଦାପ୍ରଭୁଙ୍କ ଆଜ୍ଞାକୁ ଅବମାନନା କଲା, ତେଣୁ ସଦାପ୍ରଭୁ ତାକୁ ସିଂହ ଦ୍ବାରା ବଧ କରାଇଲେ। ଏହା ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ହେଲା। ଯେଉଁଟାକି ସେ ତାକୁ କହିଥିଲେ।
26
When the prophet who brought him back from the way heard of it, he said, It is the man of God, who was disobedient to the mouth of Yahweh: therefore Yahweh has delivered him to the lion, which has torn him, and slain him, according to the word of Yahweh, which he spoke to him.
27
ତା'ପରେ ସହେି ଭବିଷ୍ଯଦ୍ବକ୍ତା ନିଜ ପୁତ୍ରମାନଙ୍କୁ କହିଲେ, ମାରେ ଗଧଟିକୁ ସଜାଇ ଦିଅ। ତେଣୁ ତାଙ୍କର ପୁତ୍ରମାନେ ଗଧଟିକୁ ସଜାଇ ଦେଲେ।
27
He spoke to his sons, saying, Saddle me the donkey. They saddled it.
28
ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ବାହାରି ଗଲେ ଓ ପଥ ମଧିଅରେ ସହେି ଶବ ପଡିଥିବାର ଦେଖିଲେ। ଶବ ନିକଟରେ ସହେି ଗଧ ଓ ସିଂହ ଛିଡା ହାଇେଥିଲେ। ସିଂହ ଶବଟିକୁ ଖାଇ ନଥିଲା କିମ୍ବା ଗଧକୁ ବିଦୀର୍ଣ୍ଣ କରି ନଥିଲା।
28
He went and found his body cast in the way, and the donkey and the lion standing by the body: the lion had not eaten the body, nor torn the donkey.
29
ସହେି ପ୍ରାଚୀନ ଭବିଷ୍ଯଦ୍ବକ୍ତା ସହେି ଶବଟିକୁ ନିଜ ଗଧ ପିଠି ରେ ରଖିଲେ। ଶାେକ କରିବା ପାଇଁ ଓ କବର ଦବୋପାଇଁ ସହେି ଶବକୁ ଆପଣା ନଗରକୁ ଆଣିଲେ।
29
The prophet took up the body of the man of God, and laid it on the donkey, and brought it back; and he came to the city of the old prophet, to mourn, and to bury him.
30
ସେ ପ୍ରାଚୀନ ଭବିଷ୍ଯଦ୍ବକ୍ତା ସହେି ଶବକୁ ନିଜ ପିତୃଲୋକଙ୍କ କବର ରେ କବର ଦେଲେ ଓ ତାଙ୍କପାଇଁ ବିଳାପ କରି କହିଲେ, ହେ ମାରେ ଭାଇ, ମୁଁ ତୁମ୍ଭ ପାଇଁ ବିଶଷେ ଦୁଃଖିତ।
30
He laid his body in his own grave; and they mourned over him, saying, Alas, my brother!
31
ସେ ଶବଟିକୁ କବର ଦଲୋପରେ ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ନିଜର ପୁତ୍ରମାନଙ୍କୁ କହିଲେ, ମୁଁ ମଲେ, ଯେଉଁ କବର ରେ ପରମେଶ୍ବରଙ୍କ ଲୋକ କବର ପାଇଅଛି ମାେତେ ସହେି ସ୍ଥାନ ରେ କବର ଦବେ ଓ ତାହାର ଅସ୍ଥି ନିକଟରେ ମାରେ ଅସ୍ଥି ରଖିବ।
31
It happened, after he had buried him, that he spoke to his sons, saying, When I am dead, then bury me in the tomb in which the man of God is buried; lay my bones beside his bones.
32
କାରଣ ସେ ବୈଥଲେସ୍ଥ ୟଜ୍ଞବଦେୀ ବିରୁଦ୍ଧ ରେ ଓ ଶମରିଯା ନାନା ନଗରିସ୍ଥ ଉଚ୍ଚ ସ୍ଥଳୀର ସମସ୍ତ ଗୃହ ବିରୁଦ୍ଧ ରେ ସଦାପ୍ରଭୁ ସହେି ଲୋକ ମାଧ୍ଯମ ରେ ଯାହା କହିଥିଲେ ତାହା ନିଶ୍ଚିତ ସତ ହବେ।
32
For the saying which he cried by the word of Yahweh against the altar in Bethel, and against all the houses of the high places which are in the cities of Samaria, shall surely happen.
33
ଏ ଘଟଣା ପରେ ମଧ୍ଯ ରାଜା ୟାରବିଯାମ କୌଣସି ପରିବର୍ତ୍ତନ ହେଲନୋହିଁ। ସେ ନାନା ମନ୍ଦକର୍ମ କରି ଚାଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀର ଯାଜକ ନିୟୁକ୍ତି କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହବୋକୁ ଇଚ୍ଛା କଲା, ସେ ତାକୁ ନିୟୁକ୍ତି କଲେ।
33
After this thing Jeroboam didn't return from his evil way, but made again from among all the people priests of the high places: whoever would, he consecrated him, that there might be priests of the high places.
34
ସହେି ପାପ ୟାରବିଯାମ ବଂଶକୁ ଓ ତା'ର ରାଜ୍ଯକୁ ଧ୍ବଂସ ଓ ବିଲୋପ କରିବାର କାରଣ ହେଲା।
34
This thing became sin to the house of Jeroboam, even to cut it off, and to destroy it from off the surface of the earth.
Choose Theme