Home
Bibles
Bible Study with Steffi
Parallel କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16
Aa
Parallel କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର
Chapter 16
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ବର୍ତ୍ତମାନ ପରମେଶ୍ବରଙ୍କ ଲୋକମାନଙ୍କର ସାହାୟ୍ଯ ପାଇଁ ଅର୍ଥ ସଂଗ୍ରହ ବିଷୟ ରେ ମୁଁ ଗାଲାତୀୟ ମଣ୍ଡଳୀକୁ ଏ ସର୍କ ରେ ଦଇେ ଥିବା ନିର୍ଦ୍ଦଶମାନେ ତୁମ୍ଭମାନେେ ଅବଶ୍ଯ ପାଳନ କରିବା ଉଚିତ।
1
Now concerning the collection for the saints, as I commanded the assemblies of Galatia, you do likewise.
2
ପ୍ରେତ୍ୟକକ ସପ୍ତାହର ପ୍ରଥମ ଦିନ ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକ ନିଜ ଆୟ ଅନୁଯାଯୀ ଯେତିକି ସମ୍ଭବ ନିଶ୍ଚୟ ସଞ୍ଚୟ କର। ତୁମ୍ଭମାନେେ ଏହାକୁ ଗୋଟିଏ ବିଶଷେ ସ୍ଥାନ ରେ ରଖି ଥାଅ। ଏପରି କଲେ, ମୁଁ ତୁମ୍ଭମାନଙ୍କ ପାଖ ରେ ପହଁଚିଲା ପରେ ତୁମ୍ଭମାନଙ୍କୁ ସଂଗ୍ରହ କରିବାକୁ ପଡ଼ିବ ନାହିଁ।
2
On the first day of the week, let each one of you save, as he may prosper, that no collections be made when I come.
3
ସଠାେରେ ପହଞ୍ଚିଲା ପରେ, ତୁମ୍ଭମାନେେ ଯେଉଁ ବ୍ଯକ୍ତିମାନଙ୍କୁ ବାଛିବ, ମୁଁ ସମାନଙ୍କେର ପରିଚୟ ପତ୍ର ସହିତ ତୁମ୍ଭମାନଙ୍କର ଦାନ ୟିରୁଶାଲମକୁ ପଠାଇ ଦବେି।
3
When I arrive, I will send whoever you approve with letters to carry your gracious gift to Jerusalem.
4
ଯଦି ମାରେ ମଧ୍ଯ ୟିବାର ହୁଏ ସମାନେେ ମଧ୍ଯ ମାେ ସହିତ ଯିବେ।
4
If it is appropriate for me to go also, they will go with me.
5
ମାରେ ମାକିଦନିଆ ବାଟ ଦଇେ ୟିବା କାର୍ୟ୍ଯକ୍ରମ ଅଛି। ମାକିଦନିଆ ବାଟ ଦଇେ ଗଲା ପରେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି।
5
But I will come to you when I have passed through Macedonia, for I am passing through Macedonia.
6
ସେତବେେଳେ ମୁଁ ତୁମ୍ଭମାନଙ୍କ ସହିତ କିଛି ସମୟ ଅତିବାହିତ କରିବି, ସମ୍ପୂର୍ଣ୍ଣ ବା ଶୀତକାଳ ତୁମ୍ଭମାନଙ୍କ ସହିତ ରହିବି। ତା'ପରେ, ମାେ ଯାତ୍ରା ରେ, ମୁଁ ଯେଉଁଠାକୁ ୟିବି, ତୁମ୍ଭମାନେେ ମାେତେ ସାହାୟ୍ଯ କରିପାରିବ।
6
But with you it may be that I will stay, or even winter, that you may send me on my journey wherever I go.
7
ମୁଁ ଏବେ ତୁମ୍ଭମାନଙ୍କ ସହିତ ଦଖାେ କରିବାକୁ ଇଚ୍ଛା କରୁ ନାହିଁ, କାରଣ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସହ ଅଧିକ ସମୟ ରହିବା ପାଇଁ ଆଶା କରେ।
7
For I do not wish to see you now in passing, but I hope to stay a while with you, if the Lord permits.
8
କିନ୍ତୁ ମୁଁ ଏଫିସ ନଗର ଠା ରେ ପେଣ୍ଟିକଷ୍ଟ ପର୍ବ ପର୍ୟ୍ଯନ୍ତ ରହିବି।
8
But I will stay at Ephesus until Pentecost,
9
କାରଣ ସଠାେରେ ଫଳପ୍ରଦ କାର୍ୟ୍ଯ ନିମନ୍ତେ ମାେ ପାଇଁ ଏକ ମହାନ୍ ସୁ ଯୋଗର ଦ୍ବାର ଖାେଲା ହାଇେଛି। ସଠାେରେ ମାରେ ଅନକେ ବିପକ୍ଷ ମଧ୍ଯ ଅଛନ୍ତି।
9
for a great and effective door has opened to me, and there are many adversaries.
10
ତୀମଥି ତୁମ୍ଭମାନଙ୍କ ପାଖକୁ ଆସି ପାରନ୍ତି। ତୁମ୍ଭମାନଙ୍କ ମଧିଅରେ ସେ ଯେପରି ସ୍ବଚ୍ଛନ୍ଦ ରେ ରୁହନ୍ତି, ଏଥିପାଇଁ ତୁମ୍ଭେ ତାହାଙ୍କ ପ୍ରତି ମନୋୟୋଗୀ ହୁଅ। ମାେ ଭଳି ସେ ମଧ୍ଯ ପ୍ରଭୁଙ୍କ ପାଇଁ କାମ କରୁଛନ୍ତି।
10
Now if Timothy comes, see that he is with you without fear, for he does the work of the Lord, as I also do.
11
ଅତଏବ ତୀମଥିଙ୍କୁ କହେି ଯେପରି ଗ୍ରହଣ କରିବାକୁ ମନା ନ କରେ। ସେ ଯେପରି ମାେ ପାକରେ ଆସି ପହଁଞ୍ଚିବେ ଏଥିପାଇଁ ତାହାଙ୍କୁ ଶାନ୍ତି ପୂର୍ବକ ୟିବା ରେ ସାହାୟ୍ଯ କର। ମୁଁ ଅନ୍ୟ ଭାଇମାନଙ୍କ ସହିତ ତାହାଙ୍କ ଫରେିବା ବାଟକୁ ଚାହିଁ ବସିଛି।
11
Therefore let no one despise him. But set him forward on his journey in peace, that he may come to me; for I expect him with the brothers.
12
ଆପଲ୍ଲ ଭାଇଙ୍କ ବିଷୟ ରେ ଲେଖୁଛି। ଅନ୍ୟ ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ସହିତ ତୁମ୍ଭମାନଙ୍କ ପାଖକୁ ୟିବା ପାଇଁ ମୁଁ ତାହାକୁ ବହୁତ ଅନୁ ରୋଧ କଲି କିନ୍ତୁ ଏବେ ୟିବା ପାଇଁ ସେ ଆଦୌ ଚାହୁଁ ଚାହାଁନ୍ତି। କିନ୍ତୁ ଯେତବେେଳେ ସୁଯୋଗ ହବେ, ସେ ତୁମ୍ଭମାନଙ୍କ ପାଖକୁ ଯିବେ।
12
Now concerning Apollos, the brother, I strongly urged him to come to you with the brothers; and it was not at all his desire to come now; but he will come when he has an opportunity.
13
ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ବାସ ରେ ଅଟଳ ରୁହ।
13
Watch ! Stand firm in the faith! Be courageous! Be strong!
14
ସାହସୀ ହୁଅ, ବଳବାନ ହୁଅ। ପ୍ରେତ୍ୟକକ କର୍ମ ପ୍ ରମରେ ସାଧିତ କର।
14
Let all that you do be done in love.
15
ତୁମ୍ଭମାନେେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସମାନେେ ଆଖାଯା ଦେଶର ପ୍ରଥମ ବିଶ୍ବାସୀ ଥିଲେ। ସମାନେେ ପରମେଶ୍ବରଙ୍କ ଲୋକମାନଙ୍କ ସବୋ ରେ ନିଜକୁ ସମର୍ପିତ କରିଛନ୍ତି।
15
Now I beg you, brothers (you know the house of Stephanas, that it is the first fruits of Achaia, and that they have set themselves to minister to the saints),
16
ଭାଇ ଓ ଭଉଣୀମାନେ ! ମୁଁ ତୁମ୍ଭମାନଙ୍କୁ ଅନୁ ରୋଧ କରୁଛି ଯେ ତୁମ୍ଭମାନେେ, ଏହିପ୍ରକାର ଲୋକ ଓ ସମାନଙ୍କେ ସହିତ ପରମେଶ୍ବରଙ୍କ ପାଇଁ ପରିଶ୍ରମ କରି ସବୋ କରୁଥିବା ଲୋକମାନଙ୍କର ବଶୀଭୂତ ହୁଅ।
16
that you also be in subjection to such, and to everyone who helps in the work and labors.
17
ମୁଁ ସ୍ତିଫାନ, ଫତ୍ତୂର୍ନାଢ ଓ ଆଖାଯିକଙ୍କ ଆଗମନ ରେ ଆନନ୍ଦ କରୁଛି। କାରଣ ମାେ ପାଇଁ ଯାହା ତୁମ୍ଭମାନେେ କରି ପାରି ନାହଁ, ତାହା ସମାନେେ କରି ପାରିଲେ।
17
I rejoice at the coming of Stephanas, Fortunatus, and Achaicus; for that which was lacking on your part, they supplied.
18
ସମାନେେ ମାେ ଆତ୍ମାକୁ ଏବଂ ତୁମ୍ଭ ଆତ୍ମାକୁ ମଧ୍ଯ ଆରାମ ପ୍ରଦାନ କରିଛନ୍ତି। ତୁମ୍ଭମାନେେ ଏଭଳି ଲୋକମାନଙ୍କୁ ସମ୍ମାନ କରିବା ଉଚିତ୍।
18
For they refreshed my spirit and yours. Therefore acknowledge those who are like that.
19
ଏସିଆର ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ଅଭିବାଦନ ଜଣାନ୍ତି। ଆକ୍ବିଲା ଓ ପ୍ରୀସ୍କା ପ୍ରଭୁଙ୍କ ନାମ ରେ ଅନକେ ଅଭିବାଦନ ପଠାନ୍ତି। ତାହାଙ୍କ ଘ ରେ ମିଳିତ ହେଉଥିବା ମଣ୍ଡଳୀ ତୁମ୍ଭମାନଙ୍କୁ ମଧ୍ଯ ଅଭିବାଦନ ଜଣାଏ।
19
The assemblies of Asia greet you. Aquila and Priscilla greet you much in the Lord, together with the assembly that is in their house.
20
ସମସ୍ତ ଭାଇ ଓ ଭଉଣୀଙ୍କର ତୁମ୍ଭମାନଙ୍କୁ ନମସ୍କାର। ଯେତବେେଳେ ତୁମ୍ଭମାନେେ ଏକତ୍ର ହେଉଛ, ପରସ୍ପରକୁ ପବିତ୍ର ଚୁମ୍ବନ ଦଇେ ଅଭିବାଦନ ଜଣାଅ।
20
All the brothers greet you. Greet one another with a holy kiss.
21
ମୁଁ ପାଉଲ, ନିଜ ହାତ ରେ ତୁମ୍ଭମାନଙ୍କୁ ନମସ୍କାର ଲେଖି ଜଣାଉଛି।
21
This greeting is by me, Paul, with my own hand.
22
ଯଦି କିଏ ପ୍ରଭୁଙ୍କୁ ପ୍ ରମେ କରୁ ନାହିଁ, ତାହାହେଲେ ସେ ଲୋକ ପରମେଶ୍ବରଙ୍କ ଠାରୁ ବିଚ୍ଛିନ୍ନ ହାଇେ ସେ ଅନନ୍ତକାଳ ପାଇଁ ବିନଷ୍ଟ ହବେ।
22
If any man doesn't love the Lord Jesus Christ, let him be accursed. Come, Lord!
23
ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ।
23
The grace of the Lord Jesus Christ be with you.
24
ଖ୍ରୀଷ୍ଟଯୀଶୁଙ୍କ ଠା ରେ ତୁମ୍ଭ ସମସ୍ତଙ୍କ ପ୍ରତି ମାରେ ପ୍ ରମେ ଭାବ ରହିଥାଉ।
24
My love to all of you in Christ Jesus. Amen.
Choose Theme