ପ୍ରଥମ ବଂଶାବଳୀ 5:6
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ବରୋ ବାଲ୍ଙ୍କ ପୁତ୍ର ଥିଲେ। ଅଶୂର ରାଜା ତିଗଲତ୍ ପିଲନଷେର ବରୋଙ୍କୁ ତାଙ୍କର ଗୃହରୁ ନିର୍ବାସିତ କରି ନଇେ ଗଲେ। ତେଣୁ ବରୋ ଅଶୂର ରାଜାଙ୍କର ବନ୍ଦୀରୂପେ ରହିଲେ। ବରୋ ରୁବନ୍ଙ୍କେ ଗୋଷ୍ଠୀଯର ମୁଖ୍ଯ ଥିଲେ।
World English Bible
Beerah his son, whom Tilgath Pilneser king of Assyria carried away captive: he was prince of the Reubenites.