Home Bibles Parallel ପ୍ରଥମ ବଂଶାବଳୀ 19:16

ପ୍ରଥମ ବଂଶାବଳୀ 19:16

Parallel verse

ଓଡ଼ିଆ ବାଇବେଲ · World English Bible

Change versions

ଓଡ଼ିଆ ବାଇବେଲ

ଅରାମୀଯ ନେତାମାନେ ଦେଖିଲେ ଯେ, ଇଶ୍ରାୟେଲ ସମାନଙ୍କେୁ ପରାଜିତ କରିଅଛି। ତେଣୁ ସମାନେେ ଫରାତ୍ ନଦୀର ପୂର୍ବଆଡ଼େ ବାସ କରୁଥିବା ଅରାମୀଯ ଲୋକମାନଙ୍କଠାରୁ ସାହାୟ୍ଯ ମାଗିବା ନିମନ୍ତେ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ଶୋଫକ୍ ଅରାମରୁ ଆସିଥିବା ହଦ ରଷେରଙ୍କ ସୈନ୍ଯଦଳର ସନୋପତି ଥିଲେ। ଶୋଫକ୍ ଅନ୍ୟ ଅରାମୀଯ ସୈନ୍ଯଦଳକୁ ମଧ୍ଯ ପରିଚାଳିତ କରୁଥିଲେ।

World English Bible

When the Syrians saw that they were put to the worse before Israel, they sent messengers, and drew forth the Syrians who were beyond the River, with Shophach the captain of the host of Hadarezer at their head.

Choose Theme