Home Bibles Parallel ପ୍ରଥମ ବଂଶାବଳୀ 19:10

ପ୍ରଥମ ବଂଶାବଳୀ 19:10

Parallel verse

ଓଡ଼ିଆ ବାଇବେଲ · World English Bible

Change versions

ଓଡ଼ିଆ ବାଇବେଲ

ଯୋୟାବ ଦେଖିଲେ ଯେ, ତାଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ଦୁଇ ଗୋଟି ସୈନ୍ଯଦଳ ପ୍ରସ୍ତୁତ ହାଇେଅଛନ୍ତି। ଗୋଟିଏ ଦଳ ତାଙ୍କର ସମ୍ମୁଖ ରେ ଅଛନ୍ତି ଓ ଅନ୍ୟଟି ପଶ୍ଚାତ ରେ ଅଛନ୍ତି। ତେଣୁ ଯୋୟାବ ଇଶ୍ରାୟେଲର କେତଜେଣ ସର୍ବୋତ୍କୃଷ୍ଟ ଯୋଦ୍ଧାଙ୍କୁ ବାଛିଲେ। ସେ ସମାନଙ୍କେୁ ଅରାମର ସୈନ୍ଯଦଳ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ।

World English Bible

Now when Joab saw that the battle was set against him before and behind, he chose of all the choice men of Israel, and put them in array against the Syrians.

Choose Theme