ପ୍ରଥମ ବଂଶାବଳୀ 19:1
Parallel verse
ଓଡ଼ିଆ ବାଇବେଲ · World English BibleChange versions
ଓଡ଼ିଆ ବାଇବେଲ
ନାହଶ୍ ଅେମ୍ମାନୀୟ ଲୋକଙ୍କର ରାଜା ଥିଲେ। ନାହଶ୍ ମୃତ୍ଯୁ ଭୋଗ କଲେ ଓ ତାଙ୍କର ପୁତ୍ର ନୂତନ ରାଜା ହେଲେ।
World English Bible
It happened after this, that Nahash the king of the children of Ammon died, and his son reigned in his place.