Home
Bibles
Bible Study with Steffi
Parallel ପ୍ରଥମ ବଂଶାବଳୀ 16
Aa
Parallel ପ୍ରଥମ ବଂଶାବଳୀ
Chapter 16
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
1
They brought in the ark of God, and set it in the midst of the tent that David had pitched for it: and they offered burnt offerings and peace-offerings before God.
2
ଦାଉଦ ହାମବେଳି ଓ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରିସାରିବା ପରେ ସଦାପ୍ରଭୁଙ୍କ ନାମ ରେ ଲୋକମାନଙ୍କୁ ଆଶୀର୍ବାଦ କଲେ।
2
When David had made an end of offering the burnt offering and the peace-offerings, he blessed the people in the name of Yahweh.
3
ଏହାପରେ ସେ ପ୍ରେତ୍ୟକକ ଇଶ୍ରାୟେଲୀୟ ପୁରୁଷ ଓ ସ୍ତ୍ରୀଙ୍କୁ ପାଉଁରୋଟୀର ଏକ ଖଣ୍ଡ, କିଛି ଖଜୁରୀ କୋଳି ଓ କିସମିସ୍ ଦେଲେ।
3
He dealt to everyone of Israel, both man and woman, to every one a loaf of bread, and a portion of flesh, and a cake of raisins.
4
ଏହାପରେ ନିଯମସିନ୍ଦୁକ ସମ୍ମୁଖ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଦାଉଦ କେତଜେଣ ଲବେୀୟଙ୍କୁ ମନୋନୀତ କଲେ। ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସହେି ଲବେୀୟମାନଙ୍କ କାର୍ୟ୍ଯ ଥିଲା।
4
He appointed certain of the Levites to minister before the ark of Yahweh, and to celebrate and to thank and praise Yahweh, the God of Israel:
5
ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଜିଖରିଯ ଦ୍ବିତୀୟ ଦଳର ନେତା ଥିଲେ। ଅନ୍ୟ ଲବେୀୟମାନେ ଥିଲେ : ୟିଯଯଲେ, ଶମୀରାମାେତ୍, ୟିହୀଯଲେ, ମତ୍ତଥିଯ, ଇଲୀଯାବ, ବନାଯ, ଓବେଦ୍-ଇଦୋମ୍ ଓ ୟିୟୂଯଲେ। ଏହି ବ୍ଯକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ।
5
Asaph the chief, and second to him Zechariah, Jeiel, and Shemiramoth, and Jehiel, and Mattithiah, and Eliab, and Benaiah, and Obed-edom, and Jeiel, with psalteries and with harps; and Asaph with cymbals, sounding aloud;
6
ବନାଯ ଓ ୟହସୀଯଲେ, ଏହି ଦୁଇଜଣ ଯାଜକ ସର୍ବଦା ନିଯମସିନ୍ଦୁକ ସମ୍ମୁଖ ରେ ତୂରୀ ବଜାଉଥିଲେ।
6
and Benaiah and Jahaziel the priests with trumpets continually, before the ark of the covenant of God.
7
ଏହି ସମୟରେ ଦାଉଦ ପ୍ରଥମ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାଯିତ୍ବ ଅର୍ପଣ କଲେ।
7
Then on that day David first ordained to give thanks to Yahweh, by the hand of Asaph and his brothers.
8
ପରମେଶ୍ବରଙ୍କର ପ୍ରଶଂସା କର, ତାହାଙ୍କ ନାମ ରେ ବୀନତି କର। ସଦାପ୍ରଭୁ ଯେଉଁସବୁ ମହାନ୍ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ।
8
Oh give thanks to Yahweh, call on his name; Make known his doings among the peoples.
9
ପରମେଶ୍ବରଙ୍କ ନିକଟରେ ଗାଯନ କର, ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗାନ କର, ସମସ୍ତଙ୍କୁ ତାଙ୍କର ମହତ୍ କାର୍ୟ୍ଯସକଳ ଜଣାଅ।
9
Sing to him, sing praises to him; Talk you of all his marvelous works.
10
ପରମେଶ୍ବରଙ୍କ ପବିତ୍ର ନାମ ପାଇଁ ଗର୍ବ କର। ହେ ସଦାପ୍ରଭୁଙ୍କ ନିକଟକୁ ଆସୁଥିବା ଜନବୃନ୍ଦ, ଆନନ୍ଦିତ ହୁଅ।
10
Glory you in his holy name; Let the heart of them rejoice who seek Yahweh.
11
ପରମେଶ୍ବର ଓ ତାଙ୍କ ପରାକ୍ରମକୁ ଦେଖ, ସର୍ବଦା ତାଙ୍କର ସାହାୟ୍ଯ ଲୋଡ଼।
11
Seek you Yahweh and his strength; Seek his face forever more.
12
ସଦାପ୍ରଭୁ ଯେଉଁ ସମସ୍ତ ମହତ୍ କର୍ମମାନ କରିଅଛନ୍ତି, ସହେିସବୁ ସ୍ମରଣ କର। ତାଙ୍କର ସିଦ୍ଧାନ୍ତ ସକଳ ଓ ତାହାଙ୍କ କୃତ ପରାକ୍ରମର କାର୍ୟ୍ଯମାନ ସ୍ମରଣ କର।
12
Remember his marvelous works that he has done, His wonders, and the judgments of his mouth,
13
ଇଶ୍ରାୟେଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି। ଯାକୁବର ବଂଶଧରମାନେ, ସଦାପ୍ରୁଙ୍କର ମନୋନୀତ ଲୋକ ଅଟନ୍ତି।
13
You seed of Israel his servant, You children of Jacob, his chosen ones.
14
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଅଟନ୍ତି। ତାଙ୍କର ପରାକ୍ରମ ସର୍ବବ୍ଯାପୀ।
14
He is Yahweh our God; His judgments are in all the earth.
15
ଚିରକାଳ ନିମନ୍ତେ ତାହାଙ୍କ ଦତ୍ତ ନିଯମ ସ୍ମରଣ କର। ସେ ସହସ୍ର ପୁରୁଷ ନିମନ୍ତେ ସହେି ଆଜ୍ଞାମାନ ଦଇେଅଛନ୍ତି।
15
Remember his covenant forever, The word which he commanded to a thousand generations,
16
ସଦାପ୍ରଭୁ ଅବ୍ରହାମଙ୍କ ସହିତ ଯେଉଁ ପାରମ୍ପାରିକ ନିଯମ କରିଅଛନ୍ତି ଏବଂ ଇସହାକ୍ଙ୍କ ସହିତ ସେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତାହା ସ୍ମରଣ କର।
16
The covenant which he made with Abraham, His oath to Isaac,
17
ସଦାପ୍ରଭୁ ଯାକୁବ ନିମନ୍ତେ ଏକ ନିଯମ କରିଛନ୍ତି। ଇଶ୍ରାୟେଲ ସହିତ ସହେି ନିଯମ, ଅନନ୍ତକାଳୀନ ଅଟେ।
17
Confirmed the same to Jacob for a statute, To Israel for an everlasting covenant,
18
ସଦାପ୍ରଭୁ ଇଶ୍ରାୟେଲକୁ କହିଲେ, ଆମ୍ଭେ କିଣାନ୍ ଦେଶ ତୁମ୍ଭକୁ ଦବୋ, ସହେି ପ୍ରତିଜ୍ଞାତ ଭୂମି ତୁମ୍ଭର ହବେ।
18
Saying, To you will I give the land of Canaan, The lot of your inheritance;
19
ସଠାେରେ ଅଳ୍ପ ସଂଖ୍ଯକ ଲୋକ ଥିଲେ, ଏକ ବିଦେଶୀ ଭୂମିରେ ଖୁବ୍ ଅଳ୍ପସଂଖ୍ଯକ ଅଜ୍ଞାତ ବ୍ଯକ୍ତି ଥିଲେ।
19
When you were but a few men in number, Yes, very few, and foreigners in it;
20
ସମାନେେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଗଲେ, ସମାନେେ ଗୋଟିଏ ରାଜ୍ଯରୁ ଆଉ ଏକ ରାଜ୍ଯକୁ ଗଲେ।
20
They went about from nation to nation, From one kingdom to another people.
21
କିନ୍ତୁ ସଦାପ୍ରଭୁ କାହାରିକୁ ସମାନଙ୍କେୁ ଆଘାତ କରିବାକୁ ଅନୁମତି ଦେଲେ ନାହିଁ, ସମାନଙ୍କେୁ ଆଘାତ ନ କରିବାକୁ ସଦାପ୍ରଭୁ ରାଜାଗଣଙ୍କୁ ସତର୍କ କରାଇ ଦେଲେ।
21
He allowed no man to do them wrong; Yes, he reproved kings for their sakes,
22
ସଦାପ୍ରଭୁ ସହେି ରାଜାମାନଙ୍କୁ କହିଲେ, ଆମ୍ଭର ମନୋନୀତ ବ୍ଯକ୍ତିଙ୍କୁ ସ୍ପର୍ଶ କର ନାହିଁ। ଆମ୍ଭର ଭବଷ୍ଯଦବକ୍ତାମାନଙ୍କୁ ଆଘାତ କର ନାହିଁ।
22
Saying, Don't touch my anointed ones, Do my prophets no harm.
23
ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାଯନ କର। ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ।
23
Sing to Yahweh, all the earth; Show forth his salvation from day to day.
24
ସବୁ ଦବଗେଣ ନିକଟରେ ସଦାପ୍ରଭୁଙ୍କ ମହିମା ବର୍ଣ୍ଣନା କର। ସେ ଯେ ଅତ୍ଯନ୍ତ ମହତ୍ ଅଟନ୍ତି, ଏହା ସମସ୍ତଙ୍କୁ କୁହ।
24
Declare his glory among the nations, His marvelous works among all the peoples.
25
ସଦାପ୍ରଭୁ ଅତ୍ଯନ୍ତ ମହାନ୍ ଅଟନ୍ତି ଓ ସେ ପ୍ରଶଂସାର ଯୋଗ୍ଯ ଅଟନ୍ତି। ଅନ୍ୟ ସବୁ ଦବେତାଗଣଙ୍କ ଅପେକ୍ଷା ସଦାପ୍ରଭୁ ଅଧିକ ଭୟଙ୍କର ଅଟନ୍ତି।
25
For great is Yahweh, and greatly to be praised: He also is to be feared above all gods.
26
କାହିଁକି ? କାରଣ ପୃଥିବୀର ସମସ୍ତ ଦବେତାଗଣ କବଳେ ମୂଲ୍ଯହୀନ ପ୍ରତିମାସକଳ ଅଟନ୍ତି। କିନ୍ତୁ ସଦାପ୍ରଭୁ ଆକାଶକୁ ନିର୍ମାଣ କଲେ।
26
For all the gods of the peoples are idols: But Yahweh made the heavens.
27
ଗୌରବ ଓ ମହିମା ତାଙ୍କ ପାଇଁ ଅଛି। ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନ ରେ ଅଛି।
27
Honor and majesty are before him: Strength and gladness are in his place.
28
ପରିବାର ସକଳ ଓ ଜନବୃନ୍ଦ ସଦାପ୍ରଭୁଙ୍କ ମହିମା ଓ ପରାକ୍ରମର ପ୍ରଶଂସାଗାନ କର।
28
Ascribe to Yahweh, you relatives of the peoples, Ascribe to Yahweh glory and strength;
29
ସଦାପ୍ରଭୁଙ୍କ ମହିମାର ପ୍ରଶଂସାଗାନ କର। ତାଙ୍କ ନାମକୁ ସମ୍ମାନ କର। ତାଙ୍କ ନିକଟକୁ ତୁମ୍ଭର ନବୈେଦ୍ଯ ଆଣ। ସୁନ୍ଦରତା ରେ ଓ ପବିତ୍ରତା ରେ ସଦାପ୍ରଭୁଙ୍କର ଉପାସନା କର।
29
Ascribe to Yahweh the glory due to his name: Bring an offering, and come before him: Worship Yahweh in holy array.
30
ତାଙ୍କ ସମ୍ମୁଖ ରେ ସମସ୍ତ ପୃଥିବୀ କମ୍ପମାନ ହୁଅ। କିନ୍ତୁ ସେ ପୃଥିବୀକୁ ସଶକ୍ତ କଲେ, ଯେପରି ଏହା ନ ହଲେ।
30
Tremble before him, all the earth: The world also is established that it can't be moved.
31
ପୃଥିବୀ ଓ ଆକାଶ ଆନନ୍ଦିତ ହୁଅନ୍ତୁ। ସର୍ବତ୍ର ଲୋକମାନେ ଏହା କୁହନ୍ତୁ, ସଦାପ୍ରଭୁ ରାଜ୍ଯ କରନ୍ତି।
31
Let the heavens be glad, and let the earth rejoice; Let them say among the nations, Yahweh reigns.
32
ସମୁଦ୍ର ଓ ତନ୍ମଧ୍ଯସ୍ଥ ସମସ୍ତ ପ୍ରାଣୀ ଉଚ୍ଚସ୍ବର କରନ୍ତୁ। କ୍ଷେତ୍ରସବୁ ଓ ତନ୍ମଧ୍ଯସ୍ଥ ସମସ୍ତ ବିଷଯ ସମାନଙ୍କେର ଆନନ୍ଦ ପ୍ରକାଶ କରନ୍ତୁ।
32
Let the sea roar, and the fullness of it; Let the field exult, and all that is therein;
33
ସଦାପ୍ରଭୁଙ୍କ ସମ୍ମୁଖ ରେ ଅରଣ୍ଯର ବୃକ୍ଷଗଣ ଆନନ୍ଦ ରେ ଜଯଗାନ କରିବେ। କାହିଁକି ? କାରଣ ସଦାପ୍ରଭୁ ଆସୁଅଛନ୍ତି। ସେ ଏହି ପୃଥିବୀର ବିଚାର କରିବା ନିମନ୍ତେ ଆସୁଅଛନ୍ତି।
33
Then shall the trees of the wood sing for joy before Yahweh; For he comes to judge the earth.
34
ଓଃ, ସଦାପ୍ରଭୁଙ୍କର ଧନ୍ଯବାଦ କର, ସେ ଅତି ଉତ୍ତମ ଅଟନ୍ତି। ସଦାପ୍ରଭୁଙ୍କର ପ୍ ରମେ ଅନନ୍ତକାଳୀନ ଅଟେ।
34
Oh give thanks to Yahweh; for he is good; For his loving kindness endures forever.
35
ସଦାପ୍ରଭୁଙ୍କୁ କୁହ, ହେ ପରମମେଶ୍ବର, ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କୁ ଉଦ୍ଧାର କର। ଆମ୍ଭମାନଙ୍କୁ ଏକତ୍ର କର ଓ ଅନ୍ୟ ଦେଶଠାରୁ ଆମ୍ଭମାନଙ୍କୁ ରକ୍ଷା କର। ତବେେ, ଆମ୍ଭମାନେେ ତୁମ୍ଭ ପବିତ୍ର ନାମର ପ୍ରଶଂସା ଗାନ କରିବା। ତବେେ ଆମ୍ଭମାନେେ ସଂଗୀତ ଗାନ କରି ତୁମ୍ଭର ପ୍ରଶଂସା କରିବା।
35
Say you , Save us, God of our salvation, Gather us together and deliver us from the nations, To give thanks to your holy name, To triumph in your praise.
36
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ୟୁଗେ ୟୁଗେ ପ୍ରଶଂସା କର।
36
Blessed be Yahweh, the God of Israel, From everlasting even to everlasting. All the people said, Amen, and praised Yahweh.
37
ଏହାପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିଯମସିନ୍ଦୁକ ସମ୍ମୁଖ ରେ ଛାଡ଼ି ଚାଲିଗଲେ। ଦାଉଦ ସମାନଙ୍କେୁ ପ୍ରତିଦିନ ତାହା ସମ୍ମୁଖ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଛାଡ଼ି ଗଲେ।
37
So he left there, before the ark of the covenant of Yahweh, Asaph and his brothers, to minister before the ark continually, as every day's work required;
38
ଓବେଦ୍ ଇଦୋମ ଓ ଅନ୍ୟ ଅଠଷଠି ଜଣ ଭ୍ରାତାମାନଙ୍କୁ ସେ ମଧ୍ଯ ସହେି ସ୍ଥାନ ରେ ଛାଡ଼ିଗଲେ। ଯବେୂଥୂନ୍ଙ୍କ ପୁତ୍ର ଓବେଦ୍ ଇଦୋମ୍, ହୋଷ ରକ୍ଷୀ ଥିଲେ।
38
and Obed-edom with their brothers, sixty-eight; Obed-edom also the son of Jeduthun and Hosah to be doorkeepers;
39
ଦାଉଦ, ସାଦୋକ ଯାଜକ ଓ ତାଙ୍କ ସହିତ ଗିବିଯୋନସ୍ଥିତ ଉଚ୍ଚ ସ୍ଥାନ ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ସବୋକାର୍ୟ୍ଯ କରୁଥିବା ଅନ୍ୟ ଯାଜକମାନଙ୍କୁ ସଠାେରେ ଛାଡ଼ି ଗଲେ।
39
and Zadok the priest, and his brothers the priests, before the tent of Yahweh in the high place that was at Gibeon,
40
ପ୍ରତିଦିନ ସକାଳେ ଓ ସନ୍ଧ୍ଯା ରେ ସାଦୋକ୍ ଓ ଅନ୍ୟ ଯାଜକମାନେ ୟଜ୍ଞବଦେୀ ଉପରେ ହାମବେଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇଶ୍ରାୟେଲକୁ ଦଇେଥିବା ସଦାପ୍ରଭୁଙ୍କ ନିଯମ ରେ ଲିଖିତ ବିଧିକୁ ପାଳନ କରି ସମାନେେ ଏହିପରି କରୁଥିଲେ।
40
to offer burnt offerings to Yahweh on the altar of burnt offering continually morning and evening, even according to all that is written in the law of Yahweh, which he commanded to Israel;
41
ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହମେନ୍, ୟିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲବେୀୟଗଣଙ୍କୁ ନାମଧରି ମନୋନୀତ କରାୟାଇଥିଲା, କାରଣ ସଦାପ୍ରଭୁଙ୍କ ପ୍ ରମେ ଅନନ୍ତକାଳବ୍ଯାପୀ।
41
and with them Heman and Jeduthun, and the rest who were chosen, who were mentioned by name, to give thanks to Yahweh, because his loving kindness endures forever;
42
ହମେନ୍ ଓ ୟିଦୂଥୂନ୍ ସମାନଙ୍କେ ସହିତ ଥିଲେ। ତୂରୀ ଓ ଗିନି ବଜାଇବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସଂଗୀତମାନ ଗାନ କରାୟିବା ସମୟରେ ସମାନେେ ଅନ୍ଯାନ୍ଯ ବାଦ୍ଯ ମଧ୍ଯ ବଜାଉଥିଲେ। ୟିଦୂଥୂନ୍ଙ୍କ ପୁତ୍ରମାନେ ଦ୍ବାର ଜଗି ରହୁଥିଲେ।
42
and with them Heman and Jeduthun with trumpets and cymbals for those that should sound aloud, and with instruments for the songs of God; and the sons of Jeduthun to be at the gate.
43
ଉତ୍ସବ ଶଷେ ହେଲାପରେ , ସବୁ ଲୋକମାନେ ଫରେିଗଲେ। ପ୍ରେତ୍ୟକକ ଲୋକ ନିଜ ଗୃହକୁ ଫରେିଗଲେ। ଏବଂ ଦାଉଦ ମଧ୍ଯ ନିଜ ପରିବାରକୁ ଆଶୀର୍ବାଦ କରିବା ନିମନ୍ତେ ଗୃହକୁ ଫରେିଗଲେ।
43
All the people departed every man to his house: and David returned to bless his house.
Choose Theme