ମୁଁ ମଧ୍ଯ ତାଙ୍କୁ ପଗ୍ଭରିଲି, ମୁଁ ଏହି ଯେଉଁ ଦୁଇ ଅଲିଭ୍ ଶାଖାଗୁଡିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର ଦେଖୁଛି, ଏହାର ଅର୍ଥ କ'ଣ?
Cross references
ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ଛଅମାସର ପ୍ରଥମ ଦିବସ ରେ ହାଗଯ ପରମେଶ୍ବରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀଯଲଙ୍କେ ପୁତ୍ର ୟିରୁଦ୍ଦାବିଲ ଓ ୟିହୋଷାଦଙ୍କ ପୁତ୍ର ଯିହାଶୂେୟଙ୍କ ପାଇଁ ଥିଲା। ୟିରୁଦ୍ଦାବିଲ ଯିହୁଦାର ଦଶାେଧ୍ଯକ୍ଷ ଓ ଯିହାଶୂେୟ ଜଣେ ମହାନ୍ ଯାଜକ ଥିଲେ। ଭବିଷ୍ଯଦ୍ବକ୍ତା ହାଗଯଙ୍କ ଦ୍ବାରା କୁହାୟାଇଥିବା ବାର୍ତ୍ତା ଏହାହିଁ ଅଟେ।
ଯୀଶୁ ସମାନଙ୍କେୁ କହିଲେ, ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭମାନେେ ମଧ୍ଯ ପ୍ରକୃତ ରେ ସହେିଭଳି ଯାତନା ଭୋଗ କରିବ। କିନ୍ତୁ ମାରେଡ଼ାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମାରେ ନାହିଁ। କାରଣ, କିଏ କେଉଁଠା ରେ ବସିବେ, ତାହା ମାରେ ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସମାନଙ୍କେ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସମାନେେ ସହେି ସ୍ଥାନ ରେ ବସିବେ।
ଏହି ଦୁଇ ସାକ୍ଷୀ ହେଉଛନ୍ତି, ପୃଥିବୀ ରେ ପ୍ରଭୁଙ୍କ ସମ୍ମୁଖ ରେ ଠିଆ ହାଇେଥିବା ଦୁଇ ବୀଜ ବୃକ୍ଷ ଓ ଦୁଇ ଦୀପରୁଖା।