Home Bibles ☰ Books ଯିଖରିୟ 12:14 · ଓଡ଼ିଆ ବାଇବେଲ
ଯିଖରିୟ 12:14 · ଓଡ଼ିଆ ବାଇବେଲ

ଏବଂ ଅନ୍ୟ ସମସ୍ତ ବଞ୍ଚିତ ପରିବାର ନିଜେ ନିଜେ, ପ୍ରେତ୍ୟକକ ପରିବାରବର୍ଗ ଏକା ଏବଂ ସମାନଙ୍କେର ସ୍ତ୍ରୀମାନେ ନିଜେ ନିଜେ ଶାେକ କରିବେ।

Cross references

ହିତୋପଦେଶ 9:12

ଯଦି ତୁମ୍ଭେ ଜ୍ଞାନୀ ଅଟ, ତବେେ ନିଜକୁ ନିଜେ ତୁମ୍ଭେ ଲାଭବାନ ହବେ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ।

ଯିହିଜିକଲ 7:16

କିନ୍ତୁ ସମାନଙ୍କେ ମଧ୍ଯରୁ ଯେଉଁମାନେ ରକ୍ଷା ପାଇବେ, ସମାନେେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସମାନେେ ସମାନଙ୍କେର ପାପ ପାଇଁ ଶାେକ କରିବେ ଓ ପର୍ବତ ଉପ ରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକା ରେ କପୋତ ବାହୁନିବା ପରି।

Interlinear

Choose Theme