Home Bibles ଯିଖରିୟ 1:21 · ଓଡ଼ିଆ ବାଇବେଲ
ଯିଖରିୟ 1:21 · ଓଡ଼ିଆ ବାଇବେଲ

ମୁଁ ପଗ୍ଭରିଲି, ଏହି ଗ୍ଭରିଜଣ ବଢଇେ କ'ଣ କରିବାକୁ ଆସିଛନ୍ତି?

Cross references

ଗୀତସଂହିତା 75:4

କିଛି ଲୋକ ବହୁତ ଗର୍ବୀ, ସମାନେେ ଭାବନ୍ତି ସମାନେେ ବହୁତ ଶକ୍ତିଶାଳୀ। ଏବଂ ନିଜକୁ ବହୁତ ମୁଖ୍ଯବ୍ଯକ୍ତି ବୋଲି ଭାବନ୍ତି।

ଗୀତସଂହିତା 75:10

ପରମେଶ୍ବର କହନ୍ତି, ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦବେି ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।

ଯିରିମିୟଙ୍କ ବିଳାପ 2:17

ସଦାପ୍ରଭୁ ଯାହା ସଙ୍କଳ୍ପ କରିଥିଲେ, ତାହା ସିଦ୍ଧ କରିଅଛନ୍ତି। ସେ ବହୁକାଳ ପୂର୍ବେ ଯାହା ଆଜ୍ଞା କରିଥିଲେ, ସହେି ବାକ୍ଯ ସଫଳ କରିଅଛନ୍ତି। ସେ ନିପାତ କରିଅଛନ୍ତି ଓ ଦୟା କରି ନାହାଁନ୍ତି। ଆଉ ସେ ଶତ୍ରୁକୁ ତୁମ୍ଭ ଉପ ରେ ଆନନ୍ଦ କରିବାକୁ ଦଇେଅଛନ୍ତି ଓ ସେ ତୁମ୍ଭ ବିପକ୍ଷ ରେ ସମାନଙ୍କେୁ ଉନ୍ନତ କରିଅଛନ୍ତି।

ଦାନିଏଲ 12:7

ତା'ପ ରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ର ପରିହିତ ଲୋକଟି ତା'ର ହସ୍ତ ଉପରକୁ ଟକେି ପରମେଶ୍ବରଙ୍କ ନାମ ରେ ଶପଥ କରି କହିଲେ, 'ଏହା ସାଢେ ତିନି ବର୍ଷ ୟିବ। ଏହି ସମସ୍ତ ସତ୍ଯ ହବେ ଯେତବେେଳେ ପବିତ୍ର ଲୋକମାନଙ୍କର ୟନ୍ତ୍ରଣା ଶଷେ ହବେ।'

ଯିଖରିୟ 1:19

ତା'ପ ରେ ମୁଁ ଯେଉଁ ସ୍ବର୍ଗଦୂତ ସହ କଥାବାର୍ତ୍ତା ହେଉଥିଲି ତାଙ୍କୁ ପଗ୍ଭରିଲି, ଏହି ଶିଙ୍ଗଗୁଡିକ କ'ଣ?

Interlinear

Choose Theme