ତୁମ୍ଭେ ମାେ ଆଡ଼ୁ ଆପଣା ଆଖି ଫରୋଅ, କାରଣ ତଦ୍ବାରା ମୁଁ ପରାସ୍ତ ହାଇେଅଛି। ତୁମ୍ଭର କେଶ ଗିଲିଯଦର ଚଟାଣରୁ ତଳକୁ ଆସୁଥିବା ଏକ ଛଳେିପଲ ତୁଲ୍ଯ।
Cross references
ଆଉ ସହେି ଲୋକଟି ଯାକୁବକୁ କହିଲା, ମାେତେ ୟିବାକୁ ଦିଅ କାରଣ ପ୍ରଭାତ ହାଇଗେଲା।
ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।
ହେ ମାରେ ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦଖାୟୋଅ। ତୁମ୍ଭ ନେତ୍ର କପୋତ ତୁଲ୍ଯ, ତୁମ୍ଭର କେଶ ଗିଲିଯଦ ପର୍ବତରୁ ଓହ୍ଲାଇ ଆସୁଥିବା ଛଳେିପଲ ତୁଲ୍ଯ।
ଅନନ୍ତର ସଦାପ୍ରଭୁ ମାେତେ କହିଲେ, ହେ ଯିରିମିୟ, ଯଦିଓ ମାଶାେ ଓ ଶାମୁଯଲେ ଆମ୍ଭ ସମ୍ମୁଖ ରେ ଠିଆ ହାଇେ ଯିହୁଦାର ଲୋକମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପାଇଁ ଅନୁକୂଳ ନୁହେଁ। ସମାନଙ୍କେୁ ଆମ୍ଭ ଦୃଷ୍ଟିରୁ ଦୂର କର। ସମାନଙ୍କେୁ ବାହାରି ୟିବାକୁ କୁହ।
ସହେି ସ୍ତ୍ରୀ କହିଲା, ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସମାନଙ୍କେ ମାଲିକମାନଙ୍କର ଖାଇବା ଟବେୁଲ ଉପରୁ ଖସି ପଡୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡୁକ ଖାଇଥାନ୍ତି।