Home Bibles ପରମଗୀତ 2:7 · ଓଡ଼ିଆ ବାଇବେଲ
ପରମଗୀତ 2:7 · ଓଡ଼ିଆ ବାଇବେଲ

ହେ ୟିରୁଶାଲମ ଚତୁପାଶର୍‌ବର କ୍ଷେତ୍ରସବୁ, କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମ ରେ ମାଠାେ ରେ ପ୍ରତିଜ୍ଞା କର। ଉଚିତ୍ ସମୟରେ ନ ହବୋ ପର୍ୟ୍ଯନ୍ତ ପ୍ ରମେକୁ ଜଗାଅ ନାହିଁ।

Cross references

ହିତୋପଦେଶ 5:19

ସେ ପ୍ ରମେିକା ହରିଣୀ ଓ ରୂପବତୀ ବାଉଟି ପରି ତା'ର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ। ଆଉ ତା'ର ପ୍ ରମେ ରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ।

ପରମଗୀତ 1:5

ଆଗୋ ୟିରୁଶାଲମର କନ୍ଯାଗଣ, ମୁଁ କଦୋରର ତମ୍ବୁ ତୁଲ୍ଯ, ଶ ଲୋମନଙ୍କର ୟବନିକା ତୁଲ୍ଯ କୃଷ୍ଣବର୍ଣ୍ଣ, ତଥାପି ସୁନ୍ଦରୀ।

ପରମଗୀତ 2:9

ମାହେର ପ୍ରିଯତମ ଏକ ହରିଣ ଓ ଏକ ତରୁଣ ମୃଗତୁଲ୍ଯ। ଦେଖ, ସେ ଝରକା ଦଇେ ଅନାଇ ଅଛନ୍ତି, ପ୍ରାଚୀର ପେଛ ଠିଆ ହାଇେଛନ୍ତି। ସେ ଜାଲି ପରତା ବାଟେ ଆପଣାକୁ ଦଖାେଉ ଅଛନ୍ତି।

ପରମଗୀତ 3:5

ହେ ୟିରୁଶାଲମ ଚତୁପାଶର୍‌ବର କ୍ଷେତ୍ରସବୁ, କ୍ଷେତ୍ରର ହରିଣ ଓ କୃଷ୍ଣସାର ମୃଗଗଣର ନାମ ରେ ପ୍ରତିଜ୍ଞା କର। ଉଚିତ୍ ସମୟ ନ ହବୋ ୟାଏଁ ତୁମ୍ଭମାନେେ ପ୍ ରମେକୁ ଜାଗ୍ରତ କର ନାହିଁ।

ପରମଗୀତ 5:8

ଆଗୋ ୟିରୁଶାଲମର କନ୍ଯାଗଣ। ଯବେେ ତୁମ୍ଭମାନେେ ମାେ ପ୍ରିଯତମଙ୍କ ଦଖାେ ପାଇବ, ତବେେ ମୁଁ ତୁମ୍ଭମାନଙ୍କୁ ଶପଥ ଦଇେ କହୁଅଛି, ମୁଁ ପ୍ ରମେ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ।

ପରମଗୀତ 5:16

ତାହାଙ୍କ ମୁଖ ଅତ୍ଯନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମ ନୋହର। ହେ ୟିରୁଶାଲମର କନ୍ଯାଗଣ, ସେ ମାହେର ପ୍ରିଯତମ, ସେ ମାହେର ସହୋଦର।

ପରମଗୀତ 8:4

ହେ ୟିରୁଶାଲମର ଚତୁପାଶର୍‌ବର କ୍ଷେତ୍ରସବୁ, ମାେ ନିକଟରେ ଶପଥ କର ଯେ, ଉଚିତ୍ ସମୟ ନ ହବୋ ପର୍ୟ୍ଯନ୍ତ ତୁମ୍ଭମାନେେ ପ୍ ରମେକୁ ଜାଗ୍ରତ କର ନାହିଁ।

ମାଥିଉଲିଖିତ ସୁସମାଚାର 26:63

ଯୀଶୁ କିନ୍ତୁ ଚୁପ୍ ରହିଲେ।

ଏଫିସୀୟଙ୍କ ପ୍ରତି ପତ୍ର 5:22

ହେ ପତ୍ନୀମାନେ ! ତୁମ୍ଭମାନେେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହାଇେଛ, ସପରେି ନିଜ ସ୍ବାମୀମାନଙ୍କର ବଶୀଭୂତା ହୁଅ।

Interlinear

Choose Theme