ଭୂମିରେ ପୁଷ୍ପଗୁଡ଼ିକ ପ୍ରସ୍ଫୁଟିତ ହାଇେଅଛି। ପକ୍ଷୀଗଣର ଗାଯନକାଳ ଉପସ୍ଥିତ ହାଇେଛି। ଆମ୍ଭମାନଙ୍କ ଦେଶ ରେ କପୋତର ଶବ୍ଦ ଶୁଣା ଯାଉଅଛି।
Cross references
ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାରେ ଡ଼ାକ ଓ କ୍ରନ୍ଦନ ଧ୍ବନି ଶୁଣିଲେ।
ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ସମାନେେ ତୁମ୍ଭର ଦୟାର ଆ ଲୋକରେ ବଞ୍ଚନ୍ତି।
ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମୁଦ୍ରର ମହାନ୍ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର !
ମାହେର ପ୍ରିଯତମ ଆପଣା ଉଦ୍ୟାନକୁ ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନ ରେ ତାଙ୍କର ପଲ ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ୟାଇଛନ୍ତି।
ମୁଁ ଡ଼ିମ୍ବିରି ବୃକ୍ଷ କାଟିବାକୁ ସଦ୍ଯ ଚାରାଗଛ ଗୁଡ଼ିକ ଦେଖିବା ପାଇଁ ଗଲି। ଦ୍ରାକ୍ଷାଲତା ପଲ୍ଲବିତ ହାଇେଅଛି କି ନାହିଁ ଓ ଡ଼ାଳିମ୍ବ କଢ଼ ଧରିଛି କି ନାହିଁ ମୁଁ ଦେଖିବାକୁ ଗଲି।
ଶୁଷ୍କ ମରୁଭୂମି ଆନନ୍ଦିତ ହବେ। ପୁଣି ମରୁଭୂମି ଉଲ୍ଲାସିତ ହାଇେ ପୁଷ୍ପତୁଲ୍ଯ ପ୍ରଫୁଲିତ ହବେ।
ହେ ଦ୍ବୀପଗଣ ଓ ତନ୍ନିବାସୀଗଣ, ହେ ସମୁଦ୍ରଗାମୀମାନେ ଓ ସମୁଦ୍ରବାସୀମାନେ ଏବଂ ପୃଥିବୀସ୍ଥ ଦୂରଦେଶୀଯ ଲୋକମାନେ, ତୁମ୍ଭମାନେେ ସମସ୍ତେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର। ଏକ ନୂତନ ସଙ୍ଗୀତ ତାଙ୍କ ବିଷଯ ରେ ଗାନ କର।
ଏଣୁ ତୁମ୍ଭମାନେେ ଆନନ୍ଦର ସହିତ ବାହାରି ଶାନ୍ତି ରେ ଆଗେ ଆଗେ ୟିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ଉଚ୍ଚସ୍ବର ରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦବେେ।
ଏପରିକି ଆକାଶର ପକ୍ଷୀଗଣ ନିଜ ନିଜ ନିରୂପିତ ସମୟ ଜାଣନ୍ତି। ଆଉ ଘୁଘୁ, ତାଳଚୋଞ୍ଚ ଓ ସାରସ ନିଜ ନିଜର ଆସିବା ସମୟ ରକ୍ଷା କରନ୍ତି। ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିଯମ ଜାଣନ୍ତି ନାହିଁ।
ଇଶ୍ରାୟେଲ ପାଇଁ ଆମ୍ଭେ କୁହୁଡି ପରି ହବୋ। ଇଶ୍ରାୟେଲ କଇଁଫୁଲ ପରି ଫୁଟିବ। ସେ ଲିବାନୋନର ଦବଦୋରୁ ଗଛପରି ବଢିବ।
ଅଣଯିହୂଦୀ ଲୋକେ, ପରମେଶ୍ବରଙ୍କ ଦ୍ବାରା ପ୍ରଦତ୍ତକରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ଯ ସେ ଏହା କଲେ। ଶାସ୍ତ୍ର କୁ ହେ:
ତୁମ୍ଭମାନଙ୍କ ପାଇଁ ମୁକ୍ତି ଆଣି ଦେଉଥିବା ସୁସମାଚାରର ସତ୍ଶିକ୍ଷା ତୁମ୍ଭେ ଶୁଣିଲ। ସୁସମାଚାର ଶୁଣିଲା ପରେ ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କଲ। ପରମେଶ୍ବର ପବିତ୍ର ଆତ୍ମାଙ୍କୁ ପ୍ରଦାନ କରି ତୁମ୍ଭ ଉପରେ ତାହାଙ୍କର ବିଶଷେ ଚିହ୍ନ ଦଇେ ଚିହ୍ନିତ କଲେ। ଏହା କରିବା ଦ୍ବାରା ସେ ଆଗରୁ ଦଇେଥିବା ପ୍ରତିଶୃତି ରକ୍ଷା କରିଥିଲେ।
ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସଂପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମା ରେ ପରିପୂର୍ଣ୍ଣ ହୁଅ।
ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।