ତାଙ୍କର ଦାସ ଉତ୍ତର ଦଲୋ, ସେ ହେଉଛନ୍ତି ମାୟୋବ ଦେଶୀଯା ୟକ୍ସ୍ଟବତୀ ୟିଏକି ନୟମୀ ସାଙ୍ଗ ରେ ଆସିଅଛି, ସହେି ପାର୍ବତ୍ଯମଯ ଦେଶ ମାୟୋବରକ୍ସ୍ଟ।
Cross references
କିନ୍ତୁ ଅବ୍ରାମ କହିଲେ, ସଦାପ୍ରଭୁ ପରମେଶ୍ବର, ମାେତେ ପୁରସ୍କାର ଦଇେ କଣ ଭଲ ହବେ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମସକରେ ମାରେ ମୁଖ୍ଯ ସବେକ ଇଲିଯଜେର ମାରେ ସମ୍ପତ୍ତି ଅଧିକାର କରିବ।
ଅବ୍ରହାମଙ୍କର ପୁରୁଣା ଚାକର ଅବ୍ରହାମଙ୍କର ପ୍ରେତ୍ୟକକ ଦ୍ରବ୍ଯର ଦାଯିତ୍ବ ରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, ମାରେ ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।
ପୋଟୀଫର ଯୋଷଫେକୁ ପାଇ ବହୁତ ଖୁସି ହେଲେ। ସେ ଯୋଷଫେକୁ ଆପଣାର ଗୃହାଧ୍ଯକ୍ଷ କରି ତାଙ୍କର ରସ୍ତ ରେ ସର୍ବସ୍ବ ସମର୍ପଣ କଲେ।
କିନ୍ତୁ ଋତ କହିଲେ, ଦୟାକରି ତୁମ୍ଭକୁ ଛାଡି ୟିବା ପାଇଁ ମାେତେ ବାଧ୍ଯ କର ନାହିଁ। ମାରେ ସ୍ବଗୃହକକ୍ସ୍ଟ ଫରେିୟିବା ପାଇଁ ମାେତେ କକ୍ସ୍ଟହ ନାହିଁ। ମାେତେ ତକ୍ସ୍ଟମ୍ଭ ସହିତ ୟିବାକକ୍ସ୍ଟ ଦିଅ। ତୁମ୍ଭେ ୟକ୍ସ୍ଟଆଡେ ୟିବ, ମୁ ସହେିଆଡେ ୟିବି। ତୁମ୍ଭେ ଯେଉଁଠା ରେ ରହିବ ମୁ ସହେିଠା ରେ ରହିବି। ତୁମ୍ଭର ଲୋକ ହିଁ ମାରେ ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମାରେସଦାପ୍ରଭୁ ହବେେ।
ନୟମୀ ଏବଂ ଋତ ବୈଥଲହମେକକ୍ସ୍ଟ ଗଲେ। ସମାନେେ ଯେତବେେଳେ ବୈଥ୍ଲହମେ ରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, ଏ କ'ଣ ପ୍ରକୃତ ରେ ନୟମୀ?
ଏହିପରି ଭାବରେ ବାର୍ଲି ଅମଳ ଆରମ୍ଭ ହବୋ ସମୟରେ ନୟମୀ ଏବଂ ତା'ର ପକ୍ସ୍ଟତ୍ରବଧୂ ଋତ ମାୟୋବର ପାର୍ବତ୍ଯ ଦେଶରକ୍ସ୍ଟ ବୈଥଲହମେକକ୍ସ୍ଟ ଫରେି ଆସିଲେ।
ସନ୍ଧ୍ଯା ହବୋରୁ ଦ୍ରାକ୍ଷା ବଗିଚ଼ାର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡ଼ାକି କହିଲେ, 'ଶ୍ରମିକମାନଙ୍କୁ ଡ଼ାକ। ମୁଁ ଯେଉଁମାନଙ୍କୁ ଶଷେ ରେ କାମ ରେ ଲଗାଇଲି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦବୋ ଆରମ୍ଭ କର। ସର୍ବ ଶଷେ ରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।'
କିଏ ବିଶ୍ବାସ ଯୋଗ୍ଯ ଓ ବିଜ୍ଞ ଚ଼ାକର? ୟିଏ ଅନ୍ୟ ଚ଼ାକରମାନଙ୍କୁ ଠିକ୍ ସମୟରେ ସମାନଙ୍କେର ଖାଦ୍ୟ ଦବେ, ମାଲିକ ସହେିଭଳି ଚ଼ାକରକୁ ବିଶ୍ବାସ କରିଥାନ୍ତି। କିଏ ସେ ଚ଼ାକର, ସହେି କାମ କରିବା ପାଇଁ, ସେ କେଉଁ ଚ଼ାକରକୁ ବିଶ୍ବାସ କରିବେ?