ରୂତର ବିବରଣ 2:22 · ଓଡ଼ିଆ ବାଇବେଲ
ଏହାପରେ ନୟମୀ ତା'ର ପକ୍ସ୍ଟତ୍ରବଧୂ ଋତକକ୍ସ୍ଟ କହିଲେ, ଏହା ତକ୍ସ୍ଟମ୍ଭପାଇଁ ଅତି ଉତ୍ତମ ଯେ ତୁମ୍ଭେ ସହେି ସ୍ତ୍ରୀ ଲୋକମାନଙ୍କ ସଙ୍ଗେ କାର୍ୟ୍ଯ କରିବା। ଯଦି ତୁମ୍ଭେ ଅନ୍ୟର କ୍ଷତେ ରେ କାର୍ୟ୍ଯ କର ତବେେ କେତକେ ଲୋକ ତୁମ୍ଭର ଅସକ୍ସ୍ଟବିଧା କରିପାରନ୍ତି।
Cross references
ରୂତର ବିବରଣ 2:21
ଏହାପରେ ମାୟୋବ ଦେଶୀଯ ଋତ କହିଲା, ବୋୟଜ ଫରେି ଆସିବାକକ୍ସ୍ଟ ଏବଂ ତାଙ୍କର ଶ୍ରମିକମାନଙ୍କ ସହିତ ମିଶି କାର୍ୟ୍ଯ କରିବାକୁ ପଚାରିଲେ, ଯେପର୍ୟ୍ଯନ୍ତ ଅମଳ ଶଷେ ହାଇନୋହିଁ।
ହିତୋପଦେଶ 27:10
ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ଯାଗ କର ନାହିଁ। ତୁମ୍ଭର ବିପଦ ଦିନ ରେ ଆପଣା ଭାଇର ଗୃହକୁ ୟାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପଡ଼ୋଶୀ ଭଲ।
ପରମଗୀତ 1:8
ହେ ନାରୀ, ତୁମ୍ଭେ କେତେ ସୁନ୍ଦରୀ! ନିଶ୍ଚଯ ତୁମ୍ଭେ ଜାଣ କ'ଣ କରିବାକୁ ହବେ। ମଷେମାନଙ୍କୁ ଅନୁସରଣ କର ଏବଂ ତୁମ ମଷଗେଣଙ୍କୁ ମଷେପାଳକ ତମ୍ବୁ ନିକଟରେ ଚରାଅ।