Home Bibles ରୋମୀୟଙ୍କ ପ୍ରତି ପତ୍ର 8:16 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 8:16 · ଓଡ଼ିଆ ବାଇବେଲ

ଆମ୍ଭେ ପରମେଶ୍ବରଙ୍କର ସନ୍ତାନ ବଲେି କହିବା ଲାଗି ସହେି ଆତ୍ମା ଆମ୍ଭ ଆତ୍ମା ସହିତ ଯଡେି ହୁଅନ୍ତି।

Cross references

ରୋମୀୟଙ୍କ ପ୍ରତି ପତ୍ର 8:23

କବଳେ ଜଗତ ନୁହେଁ, ଆମ୍ଭେ ମଧ୍ଯ ସହେିପରି ବଦନୋପୂର୍ବକ ଅପେକ୍ଷା ରେ ଅଛୁ। ପରମେଶ୍ବରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ବରୂପ ଆମ୍ଭେ ଆତ୍ମାକୁ ପାଇଲୁ। ସେଥି-ପାଇଁ ଅପେକ୍ଷା କରିଛୁ ଯେ , ପରମେଶ୍ବର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ। ଅର୍ଥାତ ଆମ୍ଭମାନେେ ଶରୀରଗୁଡିକ ମୁକ୍ତି ପାଇଁ ଅପେକ୍ଷା କରିଛୁ।

ରୋମୀୟଙ୍କ ପ୍ରତି ପତ୍ର 8:26

ଆତ୍ମା ମଧ୍ଯ ଆମକୁ ସାହାୟ୍ଯ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତା ରେ ଆମ୍ଭକୁ ସାହାୟ୍ଯ କରୁଛନ୍ତି। କଣ ଓ କିପରି ପାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ବରଙ୍କୁ ଆମ୍ଭ ପାଇଁ ପାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ବଙ୍କ ଠା ରେ ନିବଦନେ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ବରଙ୍କୁ କୁହନ୍ତି ତାହା ଶବ୍ଦ ରେ ବର୍ଣନା କରା ଯାଇ ପାରିବ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:12

ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:22

ସେ ଆମ୍ଭଠା ରେ ନିଜ ଅଧିକାରର ମାହେର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟ ରେ ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ ଯେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ଦବେେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:5

ପରମେଶ୍ବର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ଯ ଦିଏ।

ଏଫିସୀୟଙ୍କ ପ୍ରତି ପତ୍ର 1:13

ତୁମ୍ଭମାନଙ୍କ ପାଇଁ ମୁକ୍ତି ଆଣି ଦେଉଥିବା ସୁସମାଚାରର ସତ୍ଶିକ୍ଷା ତୁମ୍ଭେ ଶୁଣିଲ। ସୁସମାଚାର ଶୁଣିଲା ପରେ ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କଲ। ପରମେଶ୍ବର ପବିତ୍ର ଆତ୍ମାଙ୍କୁ ପ୍ରଦାନ କରି ତୁମ୍ଭ ଉପରେ ତାହାଙ୍କର ବିଶଷେ ଚିହ୍ନ ଦଇେ ଚିହ୍ନିତ କଲେ। ଏହା କରିବା ଦ୍ବାରା ସେ ଆଗରୁ ଦଇେଥିବା ପ୍ରତିଶୃତି ରକ୍ଷା କରିଥିଲେ।

ଏଫିସୀୟଙ୍କ ପ୍ରତି ପତ୍ର 4:30

ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ବରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ ସମୟ ଉପସ୍ଥିତ ହେଲ ପରମେଶ୍ବର ତୁମ୍ଭକୁ ସ୍ବାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦଇେଅଛନ୍ତି।

ଯୋହନଙ୍କ ପ୍ରଥମ ପତ୍ର 3:19

ମାତ୍ର ଏହା ସତ୍ଯପ୍ ରମେ ହବୋ ଆବଶ୍ଯକ ଓ ଆଚରଣ ରେ ଆମ୍ଭେ ଏହା ଦଖାଇବୋ ଉଚିତ।

ଯୋହନଙ୍କ ପ୍ରଥମ ପତ୍ର 4:13

ଆମ୍ଭେ ଜାଣୁ ଯେ, ଆମ୍ଭେ ସବୁ ପରମେଶ୍ବରଙ୍କଠା ରେ ରହିଛୁ ଓ ସେ ଆମ୍ଭଠା ରେ ଅଛନ୍ତି। ଆମ୍ଭେ ଏହା ଜାଣୁ, କାରଣ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କର ପବିତ୍ର ଆତ୍ମାଙ୍କୁ ଦଇେଛନ୍ତି।

ଯୋହନଙ୍କ ପ୍ରଥମ ପତ୍ର 5:10

ପରମେଶ୍ବଙ୍କର ପୁତ୍ରଙ୍କୁ ବିଶ୍ବାସ କରୁଥିବା ବ୍ଯକ୍ତି ନିଜ ହୃଦୟ ରେ ସହେି ବାକ୍ଯ ସାକ୍ଷ୍ଯ ପାଇଅଛି। ପରମେଶ୍ବରଙ୍କଠା ରେ ବିଶ୍ବାସ କରୁ ନ ଥିବା ବ୍ଯକ୍ତି ପରମେଶ୍ବରଙ୍କୁ ମିଥ୍ଯାବାଦୀ କରିଦିଏ, କାରଣ ଈଶ୍ବର ଆପଣା ପୁତ୍ରଙ୍କ ସମ୍ବନ୍ଧ ରେ ଯାହା କହିଛନ୍ତି, ସେ ତାହା ବିଶ୍ବାସ କରେ ନାହିଁ।

Interlinear

Choose Theme