Home Bibles ରୋମୀୟଙ୍କ ପ୍ରତି ପତ୍ର 4:22 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 4:22 · ଓଡ଼ିଆ ବାଇବେଲ

ସେଥିପାଇଁ ପରମେଶ୍ବର, ଅବ୍ରାହାମଙ୍କ ବିଶ୍ବାସକୁ ଗ୍ରହଣ କଲେ। ସେ ବିଶ୍ବାସ ଅବ୍ରାହାମଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।

Cross references

ରୋମୀୟଙ୍କ ପ୍ରତି ପତ୍ର 4:3

ଶାସ୍ତ୍ର କୁ ହେ, ଅବ୍ରାହାମ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ। ପରମେଶ୍ବର ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ। ଏହା ଦ୍ବାରା ପରମେଶ୍ବରଙ୍କ ପ୍ରତି ଅବ୍ରାହାମ ଧାର୍ମିକ ହେଲେ।

ରୋମୀୟଙ୍କ ପ୍ରତି ପତ୍ର 4:6

ଦାଉଦ ସହେି କଥା କହୁଛନ୍ତି, ମଣିଷ ଯାହା କରିଛି ତାହାର ହିସାବ ନକରି ପରମେଶ୍ବର ଯେତବେେଳେ ତାହାକୁ ଧାର୍ମିକ ହିସାବ ରେ ଗଣନା କରନ୍ତି, ସେ ଲୋକ ହିଁ ପ୍ରକୃତ ରେ ଧନ୍ଯ:

Interlinear

Choose Theme