Home Bibles ରୋମୀୟଙ୍କ ପ୍ରତି ପତ୍ର 3:16 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 3:16 · ଓଡ଼ିଆ ବାଇବେଲ

ସମାନେେ ବିନାଶ କରିବା ଓ କ୍ଲେଶ ଦବୋ ପାଇଁ ସର୍ବତ୍ର ଯାଆନ୍ତି।

Cross references

ଗୀତସଂହିତା 10:5

ମନ୍ଦ ଲୋକମାନେ ସବୁବେଳେ ମନ୍ଦ କାର୍ୟ୍ଯ କରିବାକୁ ମନ ବଳାନ୍ତି। ସମାନେେ ପରମେଶ୍ବରଙ୍କ ବ୍ଯବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ। ପରମେଶ୍ବରଙ୍କର ଶତ୍ରୁମାନେ ତାଙ୍କର ଉପଦେଶକୁ ଅବଜ୍ଞା କରନ୍ତି।

ଯିଶାଇୟ 57:21

ଆମ୍ଭର ପରମେଶ୍ବର କୁହନ୍ତି ; ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।'

Interlinear

Choose Theme