ରୋମୀୟଙ୍କ ପ୍ରତି ପତ୍ର 16:11 · ଓଡ଼ିଆ ବାଇବେଲ
ମାରେ ଜ୍ଞାତି ହରେୋଦିଯୋନଙ୍କୁ ମାରେ ନମସ୍କାର। ନାର୍କିସଙ୍କ ପରିଜନମାନଙ୍କୁ ନମସ୍କାର ଯେଉଁ ମାନେ ପ୍ରଭୁଙ୍କର ଅଟନ୍ତି।
Cross references
ରୋମୀୟଙ୍କ ପ୍ରତି ପତ୍ର 16:7
ଆନ୍ଦ୍ରନିକ ଓ ୟୂନିଯାଙ୍କୁ ନମସ୍କାର। ସମାନେେ ମାରେ ଜ୍ଞାତି, ଓ ସମାନେେ ମାେ ସହିତ ବନ୍ଦୀ ହାଇେ କାରଗା ରେ ଥିଲେ। ସମାନେେ ପରମେଶ୍ବରଙ୍କ ଅତି ପ୍ରସିଦ୍ଧ କାର୍ୟ୍ଯକର୍ତ୍ତା ଓ ମାଠାରୁେ ପୂର୍ବରୁ ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ବିଶ୍ବାସୀ ଥିଲେ।
ରୋମୀୟଙ୍କ ପ୍ରତି ପତ୍ର 16:21
ମାରେସହକାରୀ ତୀମଥି ଓ ମାରେ ସ୍ବଜାତୀୟ ଯିହୂଦୀମାନେ ଲୂକିୟ, ଯାସୋନ୍ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।