ରୋମୀୟଙ୍କ ପ୍ରତି ପତ୍ର 12:4 · ଓଡ଼ିଆ ବାଇବେଲ
ଯେପରି ଆମ୍ଭ ସମସ୍ତଙ୍କର ଶରୀରଟିଏ ଅଛି ଓ ଏହି ଶରୀର ରେ ଅନକେ ପ୍ରକାରର ଅଙ୍ଗ ଅଛି। ଏହି ଅଙ୍ଗ ଗୁଡିକ ଏକା ଭଳି କାମ କରନ୍ତି ନାହିଁ।
Cross references
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:4
ଆତ୍ମାଙ୍କ ଦାନ ଅନକେ ପ୍ରକାରର, କିନ୍ତୁ ସଗେୁଡ଼ିକ ସହେି ଏକ ପବିତ୍ର ଆତ୍ମାଙ୍କଠାରୁ ଆସିଥାଏ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:12
ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ଯଙ୍ଗ ଅନକେ। ଶରୀରର ଅଙ୍ଗପ୍ରତ୍ଯଙ୍ଗ ଅନକେ ହେଲେ ହେଁ ଶରୀର ହେଉଛି ଏକ। ସହେିପରି ମଧ୍ଯ ଖ୍ରୀଷ୍ଟ ଏକ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:27
ତୁମ୍ଭମାନେେ ଖ୍ରୀଷ୍ଟଙ୍କର ଶରୀର ଅଟ। ତୁମ୍ଭମାନେେ ପ୍ରେତ୍ୟକକ ସହେି ଶରୀରର ଅଙ୍ଗ।
ଏଫିସୀୟଙ୍କ ପ୍ରତି ପତ୍ର 4:4
ଶରୀର ଏକ, ପବିତ୍ର ଆତ୍ମା ମଧ୍ଯ ଏକ। ପରମେଶ୍ବର ତୁମ୍ଭମାନଙ୍କୁ ଏକ ଭରସା ପାଇବା ପାଇଁ ଡ଼ାକି ଥିଲେ।
ଏଫିସୀୟଙ୍କ ପ୍ରତି ପତ୍ର 4:15
ନା ! ଆମ୍ଭେ ପ୍ ରମେ ସହକା ରେ ସତ୍ଯ କହିବା। ଆମ୍ଭେ ପ୍ରେତ୍ୟକକ ବିଷୟ ରେ ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ ହବୋ। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍ଭେ ସମସ୍ତେ ତାହାଙ୍କର ଶରୀର।