Home Bibles ରୋମୀୟଙ୍କ ପ୍ରତି ପତ୍ର 1:27 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 1:27 · ଓଡ଼ିଆ ବାଇବେଲ

ସହେିଭଳି ପୁରୁଷମାନେ ମଧ୍ଯ ସ୍ତ୍ରୀମାନଙ୍କ ସ୍ବାଭାବିକ ସଙ୍ଗ ଛାଡ଼ି ପରସ୍ପର ଭିତ ରେ କାମନା ରେ ଲିପ୍ତ ହେଲେ। ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଅଶୋଭନୀୟ ବ୍ଯବହାର କଲେ। ନିଜର ମନ୍ଦ କାର୍ୟ୍ଯ ପାଇଁ ସମାନେେ ନିଜ ଦହେ ରେ ଦଣ୍ଡ ଭୋଗିଲେ।

Cross references

ଲେବୀୟ ପୁସ୍ତକ 18:22

ତୁମ୍ଭେ କୌଣସି ପୁରୁଷ ସହିତ, ସ୍ତ୍ରୀଲୋକ ସହିତ ୟୌନ କଂପର୍କ ରଖିବ ନାହିଁ। କାରଣ ତାହା ଘୃଣ୍ଯ ପାପ।

ଲେବୀୟ ପୁସ୍ତକ 20:13

ଯଦି କୌଣସି ପୁରୁଷ ଅନ୍ୟ ଏକ ପୁରୁଷ ସହିତ ସ୍ତ୍ରୀ ଲୋକ ପରି ୟୌନ ସଂପର୍କ ରେଖ, ତବେେ ସମାନେେ ଉଭୟେ ଅତି ଭୟଙ୍କର ପାପ କରିଛନ୍ତି। ସମାନେେ ମୃତ୍ଯୁଦଣ୍ଡ ପାଇବା ଉଚିତ୍। ସମାନେେ ସମାନଙ୍କେର ଅପରାଧ ବହନ କରିବେ।

ରୋମୀୟଙ୍କ ପ୍ରତି ପତ୍ର 1:23

ସମାନେେ ପରମେଶ୍ବରଙ୍କ ଚ଼ିରସ୍ଥାଯୀ ମହିମାକୁ ଛାଡ଼ି ଦେଲେ। ଲୋକେ ସହେି ମହିମାକୁ ମୂର୍ତ୍ତିପୂଜା ଦ୍ବାରା ବପୋର କଲେ। ଲୋକେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ପରୀସୃପ ରୂପ ପ୍ରଦାନ କଲେ।

Interlinear

Choose Theme