Home Bibles ☰ Books ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:9 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:9 · ଓଡ଼ିଆ ବାଇବେଲ

ମଷେଶାବକ ପଞ୍ଚମ ମୁଦ୍ରା ଫିଟାଇଲେ। ସେତବେେଳେ ମୁଁ ବଦେୀ ତଳେ କେତକେ ଆତ୍ମାକୁ ଦେଖିଲି। ପରମେଶ୍ବରଙ୍କର ବାକ୍ଯ ପ୍ରତି ବିଶ୍ବସ୍ତ ଥିବାରୁ ଓ ସମାନେେ ଦେଉଥିବା ସାକ୍ଷ୍ଯ ହତେୁ ଯେଉଁମାନଙ୍କୁ ମାରିଦିଆଯାଉଥିଲା, ସଗେୁଡ଼ିକ ହେଉଛି, ସହେି ଲୋକମାନଙ୍କର ଆତ୍ମା।

Cross references

ଲେବୀୟ ପୁସ୍ତକ 4:7

ଯାଜକ ସଦାପ୍ରଭୁଙ୍କ ଆଗ ରେ କିଛି ରକ୍ତ ନଇେ ସମାଗମ ତମ୍ବୁର ସୁଗନ୍ଧି ଧୂପବଦେୀର ପାଶର୍‌ବ ରେ ରଖିବା ଉଚିତ୍ ହବେ। ତ'ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନଇେ ସମାଗମ ତମ୍ବୁର ଦ୍ବାରସ୍ଥିତ ୟଜ୍ଞବଦେୀ ମୂଳ ରେ ଢାଳିବ।

ଯୋହନଲିଖିତ ସୁସମାଚାର 16:2

ତୁମ୍ଭମାନଙ୍କୁ ଲୋକମାନେ ସମାନଙ୍କେର ସମାଜଗୃହଗୁଡିକରୁ ବାହାର କରି ଦବେେ। ହଁ, ଏପରି ସମୟ ଆସୁଛି ଯେତବେେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ବାରା ସମାନେେ ପରମେଶ୍ବରଙ୍କ ସବୋ କରୁଛନ୍ତି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:8

ଆମ୍ଭମାନେେ ଏହି ଶରୀରରୁ ଦୂରକୁ ୟିବାକୁ ଓ ପ୍ରଭୁଙ୍କ ନିକଟସ୍ଥ ହବୋକୁ ଅଧିକ ପସନ୍ଦ କରୁ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:23

ଜୀବନ ଓ ମୁତ୍ଯୁ ମଧ୍ଯରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:17

ପରମେଶ୍ବରଙ୍କ ସବୋ ରେ, ତୁମ୍ଭ ବିଶ୍ବାସ ତୁମ୍ଭକୁ ଏକ ବଳିଦାନ ରୂପେ ସବୋ କରିବା ପାଇଁ ପ୍ ରରଣୋ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସବୋ ରେ ମାେତେ ମାରେ ନିଜ ରକ୍ତ ମଧ୍ଯ ଉତ୍ସର୍ଗ କରିବାକୁ ପଡ଼ିପା ରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦ ରେ ପରିପୂର୍ଣ୍ଣ ଓ ଖୁସି ହବେି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:8

ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟ ରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହାଇେ ରହିଛି ମାେ ପାଇଁ ମଧ୍ଯ ଲଜ୍ଜା ବୋଧ କରେ ନାହିଁ। କିନ୍ତୁ ମାେ ସହିତ ସୁସମାଚାର ପାଇଁ କଷ୍ଟ ସହ୍ଯ କର। ତାହା କରିବା ପାଇଁ ପରମେଶ୍ବର ଆମ୍ଭକୁ ଶକ୍ତି ଦିଅନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:6

ମାେ ଜୀବନ ମୁଁ ପରମେଶ୍ବରଙ୍କୁ ଉତ୍ସର୍ଗ କରିଦଇେଛି। ମାେ ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ୟୁଦ୍ଧ ଲଢ଼ିଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:2

ଯୋହନ ଯାହା ସବୁ ଦେଖିଲେ, ତାହାର ସାକ୍ଷ୍ଯ ସେ ଦେଲେ ଓ ପରମେଶ୍ବରଙ୍କର ଏହି ସତ୍ଯ ବାକ୍ଯ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଯୋହନଙ୍କୁ କୁହାଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:9

ଯୀଶୁଙ୍କ ଦୁଃଖ ଭୋଗ ରାଜ୍ଯ ଓ ର୍ଧୈୟ୍ଯ ରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ବରଙ୍କ ବାକ୍ଯ ପ୍ରଚାର ଓ ଯୀଶୁଙ୍କର ସାକ୍ଷୀ ହବୋ ହତେୁ ନିର୍ବାସିତ ହାଇେ ପାତ୍ମ ଦ୍ବୀପରେ ଥିଲି କାରଣ ମୁଁ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କଲି। ମୁଁ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦଲେି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:13

ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠା ରେ ରହିଛି, ସହେି ନଗର ରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମାେ ପ୍ରତି ନିଷ୍ଠାବାନ ହାଇେଅଛ ଏପରିକି, ଶୟତାନ ବାସ କରୁଥିବା ସହେି ନଗର ରେ ମାରେ ବିଶ୍ବସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ଯା କରାୟିବା ସମୟରେ ମଧ୍ଯ ତୁମ୍ଭେ ମାେ'ଠା ରେ ବିଶ୍ବାସ କରୁଅଛ ବୋଲି ଅସ୍ବୀକାର କରି ନ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 8:3

ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:13

ତା'ପରେ ଷଷ୍ଠ ସ୍ବର୍ଗଦୂତ ତୂରୀ ବଜାଇଲେ। ମୁଁ ପରମେଶ୍ବରଙ୍କ ସମ୍ମୁଖ ରେ ଥିବା ସୁନା ବଦେୀର ଚାରି ଶୃଙ୍ଗ ମଧ୍ଯରୁ ଗୋଟିଏ ସ୍ବର ଶୁଣିଲି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:3

ମୁଁ ମାରଦେୁଇ ସାକ୍ଷୀଙ୍କୁ କ୍ଷମତା ଦବେି। ସମାନେେ 1260 ଦିନ ପର୍ୟ୍ଯନ୍ତ ଅଖା ପିନ୍ଧି ଭବିଷ୍ଯଦ୍ ବାଣୀ କହିବେ।

Interlinear

Choose Theme