Home Bibles ☰ Books ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:3 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:3 · ଓଡ଼ିଆ ବାଇବେଲ

କିନ୍ତୁ ସହେି ଚର୍ମପତ୍ରକୁ ଫିଟାଇବାକୁ ଓ ତା'ଭିତର ଦେଖିବାକୁ ସ୍ବର୍ଗ, ମର୍ତ୍ତ୍ଯ ବା ପାତାଳ ରେ କାହାରି ସାଧ୍ଯ ନ ଥିଲା।

Cross references

ଯିଶାଇୟ 40:13

କହେି ସଦାପ୍ରଭୁଙ୍କ ଆତ୍ମାକୁ ଆଦେଶ ଦଇେଅଛି କି ? ପୁଣି ମନ୍ତ୍ରୀ ହାଇେ କହେି ତାଙ୍କୁ ନିର୍ଦ୍ଦଶେ ଦଇେଅଛି କି ?

ଯିଶାଇୟ 41:28

ଆମ୍ଭେ ଅନାଇଲା ବେଳେ କହେି ନାହିଁ। ପୁଣି ପ୍ରଶ୍ନ କଲା ବେଳେ ସମାନଙ୍କେ ମଧିଅରେ କହେି ଜଣେ ମନ୍ତ୍ରଣା ଦାତା ସୁଦ୍ଧା ଉତ୍ତର ଦବୋକୁ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 11:34

କହେି ହେଲେ ପରମେଶ୍ବରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁ ହେ:

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:13

ତା'ପରେ ମୁଁ ସ୍ବର୍ଗ, ମର୍ତ୍ତ୍ଯ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି :

Interlinear

Choose Theme