ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:13 · ଓଡ଼ିଆ ବାଇବେଲ
ସଠାେରେ ପୂର୍ବ ଦିଗ ରେ ତିନୋଟି ପ୍ରବେଶ ଦ୍ବାରା, ଉତ୍ତର ରେ ତିନୋଟି ପ୍ରବେଶ ଦ୍ବାର, ଦକ୍ଷିଣ ରେ ତିନୋଟି ପ୍ରବେଶ ଦ୍ବାର ଏବଂ ପଶ୍ଚିମ ଦିଗ ରେ ତିନୋଟି ଦ୍ବାର ଥିଲା।
Cross references
ଯିହିଜିକଲ 48:31
ଇଶ୍ରାୟେଲର ପରିବାରବର୍ଗର ନାମାନୁସା ରେ ଉତ୍ତର ରେ ତିନି ଦ୍ବାର ହବେ। ସଗେୁଡ଼ିକ ହେଲେ ରୁବନରେ ଦ୍ବାର, ଯିହୁଦାର ଦ୍ବାର ଓ ଲବେୀର ଦ୍ବାର।