Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:4 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:4 · ଓଡ଼ିଆ ବାଇବେଲ

କିନ୍ତୁ ତୁମ୍ଭ ବିରୁଦ୍ଧ ରେ ମାରେ ଏହି କଥା ଅଛି : ତୁମ୍ଭର ଆରମ୍ଭ ରେ ଯେଉଁ ପ୍ ରମେ ଥିଲା, ତୁମ୍ଭେ ସହେି ପ୍ ରମେ ହରାଇଛ।

Cross references

ଯିରିମିୟ 2:2

ହେ ଯିରିମିୟ, ୟାଅ, ୟିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଚାର କରି ଏହିକଥା କୁହ,

ମାଥିଉଲିଖିତ ସୁସମାଚାର 24:12

ସଂସାର ରେ ମନ୍ଦ ବଢ଼ି ବଢ଼ି ଚ଼ାଲିବ। ଅଧିକାଂଶ ବିଶ୍ବାସୀ ଲୋକଙ୍କର ପରମେଶ୍ବରଙ୍କ ପ୍ ରମେ ଲୋକ ପାଇୟିବ।

ମାଥିଉଲିଖିତ ସୁସମାଚାର 25:7

ଏକଥା ଶୁଣି ସବୁ ଝିଅଯାକ ଉଠି ପଡ଼ିଲେ ନିଜ ନିଜ ଦୀପ ସଜାଡ଼ିବାକୁ ଲାଗିଲେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:9

ତୁମ୍ଭମାନଙ୍କ ପାଇଁ ମାରେପ୍ରାର୍ଥନା ଏହି ଯେ :

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:13

ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ୟ୍ଯନ୍ତ ସହେି ଲକ୍ଷ୍ଯ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ୟ୍ଯ କରେ : ମୁଁ ଅତୀତର ବିଷୟସବୁ ଭୁଲି, ମାେ ଆଗ ରେ ଥିବା ଲକ୍ଷ୍ଯକୁ ଆଖି ରେ ରଖି ଲକ୍ଷ୍ଯ ସ୍ଥଳ ରେ ପହଁଞ୍ଚିବା ପାଇଁ କଠିନ ପରିଶ୍ରମ କରେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:9

ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ ରମେଭାବ ବିଷୟ ରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ଯକତା ନାହିଁ। ପରସ୍ପରକୁ ପ୍ ରମେ କରିବା ପାଇଁ ପରମେଶ୍ବର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:3

ଆମ୍ଭେ ସର୍ବଦା ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇଛୁ। ଆମ୍ଭ ପାଇଁ ଏଭଳି କରିବା ଠିକ୍ ବୋଲି ଆମ୍ଭେ ଉଚିତ ମନେ କରୁଛୁ। ତୁମ୍ଭମାନଙ୍କ ବିଶ୍ବାସ ଯେ ହତେୁ ଅଧିକରୁ ଅଧିକ ବୃଦ୍ଧି ପାଇଛି, ଏହା ଠିକ୍ ବୋଲି ପ୍ରମାଣିତ ହେଉଛି।

ଏବ୍ରୀ 6:10

ପରମେଶ୍ବର ହେଉଛନ୍ତି ନ୍ଯାଯୀ। ତୁମ୍ଭମାନେେ ତାହାଙ୍କ ଲୋକମାନଙ୍କୁ ସାହାୟ୍ଯ କରି ଚାଲିଛ, ଏକଥା ସେ ମନେ ରଖିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:14

ତଥାପି ମାରେ ତୁମ୍ଭ ବିରୁଦ୍ଧ ରେ କିଛି କହିବାକୁ ଅଛି : ତୁମ୍ଭ ଦଳ ଭିତରୁ କେତକେ ଲୋକ ବିଲିଯାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିଯାମ ବାଲାକ ପ୍ରତିମାକୁ ଅର୍ପିତ ହାଇେଥିବା ଖାଦ୍ୟ ଖାଇବା ପାଇଁ ଓ ୟୌନଗତ ପାପ କରି ଇଶ୍ରାୟେଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:20

କିନ୍ତୁ ମାରେତୁମ୍ଭ ବିରୁଦ୍ଧ ରେ ଏହି କଥା ଅଛି : ତୁମ୍ଭେ ସହେି ୟିଜବଲେ ନାମଧାରିଣୀ ମହିଳାକୁ ତା'ର ଇଚ୍ଛାନୁସା ରେ କାର୍ୟ୍ଯ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ଯଦ୍ ବକ୍ତ୍ରୀ ବୋଲି କ ହେ। ସେ ତା'ର ଶିକ୍ଷା ଦ୍ବାରା ମାରେ ଲୋକମାନଙ୍କୁ ଭୁଲାଉଅଛି। ସେ ମାରେ ଦାସମାନଙ୍କୁ ବ୍ଯଭିଚାର ପାପ କରିବାକୁ ଓ ପ୍ରତିମାକୁ ଦିଆଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:14

ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ :

Interlinear

Choose Theme