Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:19 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:19 · ଓଡ଼ିଆ ବାଇବେଲ

ମହାନଗରୀ ତିନି ଭାଗ ରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହାଇଗେଲା। ପରମେଶ୍ବର ମହାନଗରୀ ବାବିଲୋନକୁ ଦଣ୍ଡ ଦବୋପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କୋରଧରୂପ ମଦିରାପାତ୍ରରୁ ପାନ କରାଇଲେ।

Cross references

ଯିଶାଇୟ 49:26

ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସମାନଙ୍କେର ନିଜ ମାଂସ ଭୋଜନ କରାଇବା ; ସୁମିଷ୍ଟ ଦ୍ରାକ୍ଷାରସ ରେ ସମାନେେ ମତ୍ତ ହେଲାପରି ସମାନେେ ନିଜ ରକ୍ତ ରେ ମତ୍ତ ହବେେ ; ତାହା ହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।

ଯିଶାଇୟ 51:17

ହେ ୟିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ, କାରଣ ସଦାପ୍ରଭୁ ତୁମ୍ଭ ଉପ ରେ କୋପ କରିଛନ୍ତି। ତେଣୁ ସେ ତୁମ୍ଭକୁ ଦଣ୍ଡ ଦଇେଛନ୍ତି। ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛି। ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନଇେ ତାହାକୁ ଶଷେ କରିଅଛ।

ଯିରିମିୟ 25:15

ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁ ଏହା ମାେତେ କହିଲେ, ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କୋରଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସମାନଙ୍କେୁ ତାହା ପାନ କରାଅ।

ଯିରିମିୟ 25:26

ପୁଣି ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ସମସ୍ତ ରାଜା ଜଣଙ୍କ ପ ରେ ଜଣେ ଏହା ପାନ କଲେ। ପୁଣି ପୃଥିବୀସ୍ଥ ସମସ୍ତ ରାଜ୍ଯକୁ ପାନ କରାଇଲା ପ ରେ ଶେଶକର ରାଜା ଏହି ପାତ୍ରରୁ ପାନ କରିବେ।

ଦାନିଏଲ 4:30

ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:8

ଏହି ଦୁଇ ସାକ୍ଷୀଙ୍କର ଶରୀର ମହାନଗରୀର ରାସ୍ତା ରେ ପଡ଼ିରହିବ। ଏହି ନଗରର ନାମ 'ସଦୋମ' ଓ 'ମିସର'। ନଗରର ନାମଗୁଡ଼ିକର ବିଶଷେ ଅର୍ଥ ରହିଛି। ଏହି ନଗର ରେ ସମାନଙ୍କେର ପ୍ରଭୁଙ୍କୁ ମଧ୍ଯ କ୍ରୁଶ ରେ ଚଢ଼ାଇ ମାରି ଦିଆଯାଇଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:8

ତା'ପରେ ଦ୍ବିତୀୟ ଦୂତ ଜଣକ, ପ୍ରଥମ ସ୍ବର୍ଗଦୂତଙ୍କୁ ଅନୁସରଣ କରି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦଖାଇେ ଭ୍ରଷ୍ଟାଚାର କାମ ଓ ପରମେଶ୍ବରଙ୍କ କୋର୍ଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହାଇଯୋଇଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:5

ତା'ର କପାଳ ରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲଖାେ ହେଲା :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:18

ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ବ କରୁଥିବା, ସହେି ମହାନଗରୀକୁ ବୁଝାଏ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:2

ସେ ଦୂତ ବହୁତ ଉଚ୍ଚ ସ୍ବର ରେ ପାଟିକରି କହିଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:5

ସ୍ବର୍ଗ ଯେତେ ଉଚ୍ଚ, ତହାର ପାପକାର୍ୟ୍ଯ ସତେିକି ଉଚ୍ଚ ହେଲାଣି। ପରମେଶ୍ବର ତା'ର ଭୁଲ କାମଗୁଡ଼ିକ ଭୁଲି ନାହାଁନ୍ତି। ସେ ତା'ର କୁକର୍ମ ସବୁ ମନେ ପକାଇଲାଣି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:10

ସହେି ରାଜାମାନେ ଯେତବେେଳେ ତାହାର ୟନ୍ତ୍ରଣା ଦେଖିବେ, ସେତବେେଳେ ସମାନେେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂର ରେ ରହିବେ। ସମାନେେ କହିବେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:21

ତା'ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସହେି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ :

Interlinear

Choose Theme