Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:13 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:13 · ଓଡ଼ିଆ ବାଇବେଲ

ତା'ପରେ ମୁଁ ତିନୋଟି ଅଶୁଚି ଆତ୍ମାଙ୍କୁ ଦେଖିଲି। ସମାନେେ ବେଙ୍ଗ ପରି ଦଖାଯାେଉଥିଲେ। ସମାନେେ ସହେି ଭୟଙ୍କର ସର୍ପ ମୁଖରୁ, ପଶୁ ମୁଖରୁ ଓ ଭଣ୍ଡଭବିଷ୍ଯଦ୍ ବକ୍ତା ମୁଖରୁ ବାହାରି ଆସିଲେ

Cross references

ଯାତ୍ରା ପୁସ୍ତକ 8:2

ଯଦି ତୁମ୍ଭେ ମାରେ ଲୋକମାନଙ୍କୁ ଛାଡିବାକୁ ମନା କରିବ, ତବେେ ମୁଁ ମିଶରକୁ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ କରି ଦବେି।

ଯାତ୍ରା ପୁସ୍ତକ 8:6

ତେଣୁ ହାରୋଣ ମିଶରର ସମସ୍ତ ଜଳଭାଗ ଉପରେ ତାଙ୍କର ହସ୍ତ ପ୍ରସାରଣ କଲେ। ଏଥି ରେ ବେଙ୍ଗମାନେ ଜଳଭାଗରୁ ବାହାରି ମିଶରର ଭୂମିରେ ପରିପୂର୍ଣ୍ଣ ହାଇଗେଲେ।

ଗୀତସଂହିତା 78:45

ପରମେଶ୍ବର ସମାନଙ୍କେ ମଧ୍ଯରୁ ଦଂଶକ ଝିଙ୍କ ପଠାଇଲେ। ସସବେୁ ସମାନଙ୍କେୁ ଗ୍ରାସ କଲେ ଓ ସମାନଙ୍କେୁ ବିନାଶ କଲେ।

ଗୀତସଂହିତା 105:30

ସମାନଙ୍କେର ଦେଶ ଏବଂ ସମାନଙ୍କେର ରାଜାଗଣର ଅନ୍ତଃପୁର ବେଙ୍ଗରେ ପରିପୂର୍ଣ୍ଣ ହେଲା।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:9

ତା'ର ମହାନ ଶକ୍ତି ଥିବ ଓ ସେ ଅସତ୍ଯ ଆଧାରିତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ, ଚିହ୍ନ ଓ ଅଦ୍ଭୁତ କାର୍ୟ୍ଯମାନ ଘଟାଇବ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:1

ପବିତ୍ର ଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ପରିତ୍ଯାଗ କରିବେ। ସମାନେେ ସମାନଙ୍କେୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:1

ଏହା ମନରେଖ ଯେ ଶଷେ ଦିନଗୁଡ଼ିକରେ ଅନକେ କଷ୍ଟକର ପରିସ୍ଥିତି ଆସିବ।

ପିତରଙ୍କ ଦିତୀୟ ପତ୍ର 2:1

ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।

ଯୋହନଙ୍କ ପ୍ରଥମ ପତ୍ର 4:1

ପ୍ରିୟ ବନ୍ଧୁମାନେ, ଏ ଜଗତର ଚାରିଆଡ଼େ ବହୁତ ଭଣ୍ଡ ଭାବବାନୀ ବର୍ତ୍ତମାନ ଅଛନ୍ତି। ତେଣୁ ପ୍ରେତ୍ୟକକ ଆତ୍ମାକୁ ବିଶ୍ବାସ କର ନାହିଁ, ବରଂ ସମାନେେ ପରମେଶ୍ବରଙ୍କଠାରୁ ଆଗତ କି ନା, ଏହା ପରୀକ୍ଷା କରି ଦେଖ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:3

ସ୍ବର୍ଗ ରେ ଅନ୍ୟ ଏକ ଚିହ୍ନ ଦଖାଗେଲା। ସଠାେରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା'ର ସାତାଟେି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡ ରେ ସାତାଟେି ମୁକୁଟ ଥିଲା। ତା'ର ଦଶଟି ଶିଙ୍ଗ ମଧ୍ଯ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:9

ବିଶାଳ ସାପକୁ ସ୍ବର୍ଗରୁ ପୃଥିବୀ ରେ ନିକ୍ଷପେ କରାଗଲା। ( ସହେି ବିଶାଳ ସାପ ହେଉଛି ସହେି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାୟାଏ। ସେ ପୃଥିବୀ ବାସୀଙ୍କୁ ଭୁଲ ରାସ୍ତା ରେ ନିଏ। ସାପକୁ ତା'ର ଦୂତମାନଙ୍କ ସହିତ ସଦଳବଳ ରେ ପୃଥିବୀ ରେ ନିକ୍ଷପେ କରାଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:1

ତା'ପରେ ମୁଁ ଗୋଟିଏ ପଶୁକୁ ସମୁଦ୍ର ଭିତରୁ ଉପରକୁ ଆସିବାର ଦେଖିଲି। ଏହାର ଦଶଟି ଶିଙ୍ଗ ଓ ସାତାଟେି ମୁଣ୍ଡ ଥିଲା। ପ୍ରେତ୍ୟକକ ଶିଙ୍ଗ ରେ ଗୋଟିଏ ଗୋଟିଏ ମୁକୁଟ ଥିଲା। ପ୍ରେତ୍ୟକକ ମସ୍ତକରେ ପରମେଶ୍ବରଙ୍କୁ ନିନ୍ଦା କରୁଥିବା ଖରାପ ନାମ ସବୁ ଲଖାଯାେଇଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:11

ତା'ପରେ ମୁଁ ଅନ୍ୟ ଏକ ପଶୁକୁ ପୃଥିବୀ ଉପରକୁ ଆସିବାର ଦେଖିଲି। ତା'ର ମଷେ ପରି ଦୁଇଟି ଶିଙ୍ଗ ଥିଲା, କିନ୍ତୁ ସେ ଏକ ସାପ ଭଳି ଭୟଙ୍କର କଥା କହୁଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 16:14

ସମାନେେ ଭୂତର ଆତ୍ମା ଓ ସମାନଙ୍କେର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିବାର କ୍ଷମତା ଥିଲା। ସମାନେେ ସର୍ବଶକ୍ତିମାନ ପରମେଶ୍ବରଙ୍କ ମହାଦିନର ୟୁଦ୍ଧ ପାଇଁ ପୃଥିବୀର ସବୁ ରାଜାମାନଙ୍କୁ ଏକତ୍ର କରିବା ନିମନ୍ତେ ସମାନଙ୍କେ ପାଖକୁ ଯାଆନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:2

ସେ ଦୂତ ବହୁତ ଉଚ୍ଚ ସ୍ବର ରେ ପାଟିକରି କହିଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:20

କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:10

ସେତବେେଳେ ଶୟତାନ (ୟିଏ ସହେି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସହେି ପଶୁ ଓ ମିଥ୍ଯାବାଦୀ ଭବିଷ୍ଯଦ୍ ବକ୍ତା ସହିତ ଗନ୍ଧକରେ ପ୍ରଜ୍ଜ୍ବଳିତ ଅଗ୍ନିମୟ ହ୍ରଦ ମଧ୍ଯକୁ ନିକ୍ଷପେ କରାଗଲେ। ସମାନେେ ସଠାେରେ ଦିନରାତି ସବାସର୍ବଦା ପାଇଁ ୟନ୍ତ୍ରଣା ପାଇବେ।

Interlinear

Choose Theme