ମୁଁ ମାେ ସାମନା ରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସହେି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ଯା ଉପରେ ଜୟଲାଭ କରିଥିଲେ, ସମାନଙ୍କେୁ ସହେି ସମୁଦ୍ର କୂଳ ରେ ଠିଆ ହବୋର ଦେଖିଲି। ସମାନଙ୍କେ ହାତ ରେ ପରମେଶ୍ବର ଦଇେଥିବା ବୀଣା ଥିଲା।
Cross references
ସଦାପ୍ରଭୁ ସିୟୋନର ନାରୀମାନଙ୍କର ମଇଳାକୁ ଧେ ୗତ କରିବେ। ସେ ୟିରୁଶାଲମର ସମସ୍ତ ରକ୍ତକୁ ଧୋଇ ଦବେେ। ପରମେଶ୍ବର ତାଙ୍କର ନ୍ଯାଯ ଆତ୍ମାକୁ ପ୍ରଯୋଗ କରିବେ। ଆଉ ମଧ୍ଯ ସେ ତାଙ୍କର ଜ୍ବଳନ୍ତ ଆତ୍ମାକୁ ବ୍ଯବହାର କରିବେ।
ପୁଣି ଦେଶ ଯେପରି ବିନଷ୍ଟ ନ ହବେ ସେଥିପାଇଁ ଯେ ସୁଦୃଢ଼ ପ୍ରାଚୀର କରିପାରିବ ଓ ଫାଟ ସ୍ଥାନ ରେ ଆମ୍ଭ ସମ୍ମୁଖ ରେ ଦେଶ ସପକ୍ଷ ରେ ଠିଆ ହବେ, ଏପରି ଏକ ଲୋକକୁ ଆମ୍ଭେ ଅନ୍ବଷେଣ କଲୁ। ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।
ତୁମ୍ଭମାନେେ ମନପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳ ରେ ବାପ୍ତିସ୍ମ ଦେଉଛି, କିନ୍ତୁ ମାେ ପରେ ଯେ ଆସୁଛନ୍ତି, ସେ ମାେ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତାବୋହି ନବୋକୁ ମଧ୍ଯ ୟୋଗ୍ଯ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନି ରେ ବାପ୍ତିସ୍ମ ଦବେେ।
ଏହି ସମସ୍ଯାଗୁଡ଼ିକ କାହିଁକି ହୁଏ ? କବଳେ ତୁମ୍ଭର ବିଶ୍ବାସର ସତ୍ଯତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ବାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ଯବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ବାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ବାସର ପବିତ୍ରତା ହତେୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।
ମାେ ମିତ୍ରଗଣ, ତୁମ୍ଭମାନେେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ୟ୍ଯ ମନକରେ ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ବାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ୟ୍ଯ କଥା ଘଟୁଛି।
ସହେି ସିଂହାସନ ସମ୍ମୁଖ ରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦଖାଯାେଉଥିଲା, ଯାହା ସ୍ଫଟିକପରି ସ୍ବଚ୍ଛ ଥିଲା। ସହେି ସିଂହାସନର ଚାରିପଟେ ଚା ରୋଟି ଜୀବିତ ପ୍ରାଣୀ ଥିଲେ।
ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।
କିନ୍ତୁ ସାଢ଼େ ତିନି ଦିନ ପରେ ପରମେଶ୍ବରଙ୍କଠାରୁ ଜୀବନୀ ଶକ୍ତି ସହେି ଦୁଇଜଣ ଭବିଷ୍ଯଦ୍ ବକ୍ତାଙ୍କ ଭିତ ରେ ପ୍ରବେଶ କଲା। ସମାନେେ ସମାନଙ୍କେର ପାଦ ରେ ଉଠି ଠିଆ ହେଲେ। ସମାନଙ୍କେୁ ଦେଖିବା ଲୋକମାନେ ବହୁତ ଭୟ କଲେ।
ଆମ୍ଭ ଭାଇମାନେ ମଷେଶାବକଙ୍କ ରକ୍ତ ଦ୍ବାରା ଓ ସମାନଙ୍କେର ପ୍ରଚାର ଦ୍ବାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସମାନେେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ଯୁ ଭୋଗ କରିଥିଲେ।
ଦ୍ବିତୀୟ ପଶୁ ପୃଥିବୀର ଲୋକଙ୍କୁ ବୋକା ବନାଏ। ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାେଏ। ସେ ଯେଉଁ କ୍ଷମତା ପାଇଥିଲା, ତା ସହିତ ସେ ପ୍ରଥମ ପଶୁକୁ ରକ୍ଷା କରିବା ପାଇଁ ଏହି ସବୁ ଆଶ୍ଚର୍ୟ୍ଯକର୍ମମାନ କଲେ। ଦ୍ବିତୀୟ ପଶୁ ପ୍ରଥମ ପଶୁକୁ ସମ୍ମାନ ଦବୋ ପାଇଁ ପୃଥିବୀର ଲୋକମାନଙ୍କୁ ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ଆଦେଶ ଦଲୋ। ଏହି ପଶୁ ଖଣ୍ଡା ରେ ଆଘାତ ପାଇ ସୁଦ୍ଧା ମରି ନ ଥିଲା।
ତା'ପରେ ମୁଁ ସ୍ବର୍ଗ ରେ ଅନକେ ଲୋକମାନଙ୍କର ସ୍ବର ଭଳି ଏକ ସ୍ବର ଶୁଣିଲି। ସମାନେେ କହୁଥିଲେ :
ସହେି ନଗରୀର କାନ୍ଥ ସୂର୍ୟ୍ଯକାନ୍ତମଣି ରେ ତିଆରି ହାଇେଥିଲା। ସହେି ନଗରୀ ସ୍ବଚ୍ଛକାଚ ପରି ଉଜ୍ଜ୍ବଳ ଖାଣ୍ଟି ସୁନା ରେ ତିଆରି ହାଇେଥିଲା।